THE BYAPINI
Browsing Category

ଦେଶ

୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର: ଡେଲଏଟ୍‌

ନୂଆଦିଲ୍ଲୀ: ଭାରତ ଯଦି ବାର୍ଷିକ ୮-୯ % ହାରରେ ଅଭିବୃଦ୍ଧି ହାସଲ କରେ ତେବେ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ପଡିବ ବୋଲି ଅନ୍ତଃରାଷ୍ଟ୍ରୀୟ ଏଜେନ୍ସି ଡେଲଏଟ୍‌ କହିଛି । ଏଜେନ୍ସିର ଦକ୍ଷିଣ

ଲଦାଖରେ ନିର୍ମାଣ ହେବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ଶେଷ ହେବାର କିଛି ମିନିଟ୍‌ ପରେ ପଡୋଶୀ ରାଷ୍ଟ୍ର ଚୀନକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛି ଭାରତ । ଲଦାଖର ନୟୋମାଠାରେ ଭାରତ ନିର୍ମାଣ କରିବାକୁ ଯାଉଛି ବିଶ୍ୱର ସର୍ବୋଚ୍ଚ ସାମରିକ

ଅକ୍ଷରଧାମ ମନ୍ଦିରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ତାଙ୍କ ପତ୍ନୀଙ୍କ ଅଭିଷେକ

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀର ଅକ୍ଷରଧାମ ମନ୍ଦିରରେ ଅଭିଷେକ କରିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି । ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସରକାରୀ ଗସ୍ତରେ ଆସିଥିବା

ମରକ୍କୋ ଭୂମିକମ୍ପ ମୃତ୍ୟୁ ସଂଖ୍ୟା ୨୦୦୦ ଅତିକ୍ରମ

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ମରକ୍କୋରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୨୦୦୦ ଅତିକ୍ରମ କରିଛି । ଏଥିସହ ୨୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ,

ଜି-୨୦ ଶିଖର ସମ୍ମିଳନୀର ୨ ଦିବସୀୟ ଅଧିବେଶନ ଆରମ୍ଭ, ସାମିଲ ହେଲା ଆଫ୍ରିକାନ ୟୁନିଅନ

ନୂଆଦିଲ୍ଲୀ: ଭାରତରେ ଶନିବାର ଜି-୨୦ ଶିଖର ସମ୍ମିଳନୀର ଦୁଇ ଦିବସୀୟ ଅଧିବେଶନର ଉଦଘାଟନ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ପ୍ରତିନିଧି ଏବଂ ରାଷ୍ଟ୍ରଅଧ୍ୟକ୍ଷଙ୍କୁ ଆୟୋଜନ ସ୍ଥଳ ଭାରତ

ମରକ୍‌କୋରେ ଭୂମିକମ୍ପ ୬୦୦ ଟପିଲା ମୃତ୍ୟୁ ସଂଖ୍ୟା

ମରକ୍‌କୋ: ମରକ୍‌କୋ ସହରରେ ଭୟଙ୍କର ଭୂମିକମ୍ପ ରେ ୬୦୦ରୁ ଅଧିକ ଜୀବନହାନୀ ହେବା ସହିତ ଧରାଶାୟୀ ହୋଇପଡିଛି ଅନେକ ବୃହତ ଅଟ୍ଟାଳିକା । ତୁର୍କୀ ପରେ ମରକ୍‌କୋରେ ଶକ୍ତିଶାଳୀ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ତୀବ୍ରତା ୬.୮

ଡିସେମ୍ବର ୧୪ ପର୍ଯ୍ୟନ୍ତ ବଢ଼ିଲା ଆଧାର ଅପେଡେଟ୍‌ ସମୟସୀମା

ନୂଆଦିଲ୍ଲୀ : ପୁଣିଥରେ ୩ ମାସ ପର୍ଯ୍ୟନ୍ତ ବୃଦ୍ଧିପାଇଛି ୟୁନିକ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ଆଧାର ଅପଡେଟ କରିବା ସମୟସୀମା । ପୂର୍ବରୁ ମାଗଣାରେ ଆଧାର ଅପଡେଟ୍‌ କରିବା ପାଇଁ ସେପ୍‌ଟେମ୍ବର ୧୪

ଭାରତ ମଣ୍ଡପମ୍‌ରେ କୃତ୍ରିମ ବୁଦ୍ଧିମତା ଦ୍ୱାରା ଅତିଥିଙ୍କୁ ଶୁଣାଯିବ ଭଗବତ୍‌ ଗୀତା

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀର ଅତିଥିମାନଙ୍କୁ ଭାରତକୁ ଚିହ୍ନାଇବା ଓ ଏହାର ଐତିହ୍ୟ, ସଂସ୍କୃତି ବିଷୟରେ ଜାଣିବାର ସୁଯୋଗ ପ୍ରଦାନ ପାଇଁ ଏଆଇ ବା କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯାଇଛି । ଭାରତ ମଣ୍ଡପମ୍‌ ପରିସରରେ କୃତ୍ରିମ

ଜି୨୦: ସୁନା-ପାଣିଦିଆ ରୂପା ଥାଳିରେ ଅତିଥିମାନଙ୍କୁ ପରଷାଯିବ ଖାଦ୍ୟ

ନୂଆଦିଲ୍ଲୀ: ଆସନ୍ତା କାଲି ଆରମ୍ଭ ହେଉଥିବା ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ପାଇଁ ସମ୍ପୂର୍ଣ୍ଣ ନୂଆଦିଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ସେପ୍‌ଟେମ୍ବର ୯-୧୦ରେ ଆୟୋଜିତ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ଭାବରେ

ଜି-୨୦ ବୈଠକ: ଆଜି ଆସୁଛନ୍ତି ଜୋ ବାଇଡେନ

ନୂଆଦିଲ୍ଲୀ: : ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେ ଜି-୨୦ ବୈଠକରେ ଯୋଗଦେବାକୁ ଭାରତ ଆସିବେ । ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ବୈଠକ ଅନୁଷ୍ଠିତ ହେବ । ବାଇଡେନ ନିଜ ଗସ୍ତ ସମୟରେ