Browsing Category
ଦେଶ
ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆସିପାରେ ମହିଳା ସଂରକ୍ଷଣ ବିଲ୍
ଭୁବନେଶ୍ୱର: ଆସନ୍ତା ୧୮ରୁ ୨୨ ତାରିଖ ପର୍ୟ୍ୟନ୍ତ ବସିବ ସଂସଦର ସ୍ୱତନ୍ତ୍ର ଅଧିବେଶନ। ଏହି ୫ ଦିନିଆ ସଂକ୍ଷିପ୍ତ ଅଧିବେଶନକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ଆଗତ!-->…
ନାସାର ଚନ୍ଦ୍ର ଓ ମଙ୍ଗଳ ଅଭିଯାନର ମୁଖ୍ୟ ଭାରତୀୟ ବଂଶୋଦ୍ଭବଇଞ୍ଜିନିୟର ଅମିତ କ୍ଷତ୍ରିୟ
ୱାଶିଂଟନ୍: ଭାରତୀୟ ବଂଶୋଦ୍ଭବ ସଫ୍ଟୱେର୍ ଏବଂ ରୋବୋଟିକ୍ସ ଇଞ୍ଜିନିୟର ଅମିତ କ୍ଷତ୍ରିୟଙ୍କୁ ଆମେରିକୀ ମହାକାଶ ଏଜେନ୍ସୀ ନାସାର ନୂଆ କାର୍ଯ୍ୟକ୍ରମ ‘ଚନ୍ଦ୍ରରୁ ମଙ୍ଗଳ’ର ପ୍ରଥମ ମୁଖ୍ୟ ଭାବେ ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ!-->…
ଗଣେଶ ପୂଜାରୁ ଆରମ୍ଭ ହେବ ନୂଆ ସଂସଦ ଭବନରେ ପ୍ରଥମ ଅଧିବେଶନ
ନୂଆଦିଲ୍ଲୀ: ଚଳିତ ସେପ୍ଟେମ୍ବର ମାସ ୧୮ ତାରିଖରୁ ସଂସଦର ପ୍ରଥମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ଚଳିତ ବର୍ଷ ମେ’ ୨୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଉଦଘାଟନ କରି ଦେଶବାସୀଙ୍କୁ ଉତ୍ସର୍ଗ!-->…
ଶିକ୍ଷକ ଓ ପ୍ରାଧ୍ୟାପକଙ୍କ ଦକ୍ଷତା ବିକାଶ ପାଇଁ ନିରନ୍ତର ପ୍ରଶିକ୍ଷଣ: ଆରମ୍ଭ ହେଲା ‘ମାଲବୀୟ ମିଶନ’
ନୂଆଦିଲ୍ଲୀ: ଗୁରୁ ଦିବସ ଅବସରରେ ଦେଶର ଶିକ୍ଷକ ଓ ପ୍ରାଧ୍ୟାପକଙ୍କ ଦକ୍ଷତା ବିକାଶ ପାଇଁ ନିରନ୍ତର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ମାଲବୀୟ ମିଶନ’କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!-->…
ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା
ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବ ଆଇସିସି ଦିନିକିଆ ବିଶ୍ୱକପ୍ । ଏଥିପାଇଁ ଆଜି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ରୋହିତଙ୍କ ନେତୃତ୍ୱରେ ଭାରତୀୟ ଦଳ ପଡିଆକୁ ଓହ୍ଲାଇବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ!-->…
ଗୁରୁଦିବସ:ଶିକ୍ଷକ ସମାଜକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଆଜି ଅପରାହ୍ନରେ ବିଜ୍ଞାନ ଭବନ ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ଦିବସ ଅବସରରେ ଦେଶର ୭୫ ଜଣ ପ୍ରତିଭାଶାଳୀ ଶିକ୍ଷକମାନଙ୍କୁ ସମ୍ମାନିତ କରିଛନ୍ତି । ଚଳିତ ବର୍ଷ ୫୦ ଜଣ ସ୍କୁଲ୍ ଶିକ୍ଷକ, ଉଚ୍ଚ ଶିକ୍ଷା!-->…
‘ଇଣ୍ଡିଆ’ ଜିଣିବା ଜରୁରୀ ନଚେତ ସମଗ୍ର ଦେଶ ମଣିପୁର, ହରିୟାନା ପାଲଟିଯିବ: ଏମ୍. କେ. ଷ୍ଟାଲିନ୍
ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ‘ଡିଏମ୍କେ’ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍ ‘ସ୍ପିକିଙ୍ଗ୍ ଫର୍ ଇଣ୍ଡିଆ’ ନାମରେ ନିଜ ‘ପଡ୍କାଷ୍ଟ୍’ ଆରମ୍ଭ କରିଛନ୍ତି । ତାଙ୍କ ‘ପଡ୍କାଷ୍ଟ୍ ସିରିଜ୍’ର ପ୍ରଥମ ସଂସ୍କରଣରେ!-->…
ଦେଶ ଓ ରାଜ୍ୟର ସାର୍ବଭୈାମତ୍ୱକୁ ନଷ୍ଟ କରିବ ୱାନ ନେସନ ୱାନ ଇଲେକସନ୍ : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ୱାନ ନେସନ ୱାନ ଇଲେକସନ ଭାରତର ସମସ୍ତ ରାଜ୍ୟ ଓ ଦେଶର ସାର୍ବଭୌମତ୍ୱ ପାଇଁ ବିପଦ । ଏହା ରାଜ୍ୟର ଅଧିକାରକୁ ଦବେଇବା ପାଇଁ ଏକ ବିଦ୍ଧିବଦ୍ଧ ଯୋଜନା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମତ ପ୍ରକାଶ କରିଛନ୍ତି । ୱାନ!-->…
ଚୀନର ବେଲ୍ଟ ଆଣ୍ଡ ରୋଡ ଇନସିଏଟିଭ୍ ପ୍ରକଳ୍ପରୁ ଓହରିବ ଇଟାଲୀ
ବେଜିଂ : ଚୀନର ବେଲ୍ଟ ଆଣ୍ଡ ରୋଡ ଇନସିଏଟିଭ୍ (ବିଆରଆଇ) ପ୍ରକଳ୍ପରେ ସାମିଲ ହୋଇଥିବା ଇଟାଲୀ ଏବେ ଏଥିରୁ ଓହରିଯିବାକୁ ଯୋଜନା କରିଛି । ତିନିଦିନିଆ ବେଜିଂ ଗସ୍ତ ପୂର୍ବରୁ ଇଟାଲୀ ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନି କହିଛନ୍ତି!-->…
ସୂର୍ଯ୍ୟ ମିଶନ: ଆଦିତ୍ୟ-ଏଲ୍ ୱାନ୍ର ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ
ବେଙ୍ଗାଲୁରୁ: ଐତିହାସିକ ଚନ୍ଦ୍ର ମିଶନର ସଫଳତା ପରେ ଆଜି ଭାରତର ଏହାର ସୂର୍ଯ୍ୟ ମିଶନ ଆରମ୍ଭ କରିଛି । ଆଜି ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଲଞ୍ଚ ପ୍ୟାଡରୁ ପିଏସ୍ଏଲଭି-ସି୫୭’ ରକେଟ୍ ଯୋଗେ ଦିନ ୧୧ଟା ୫୦ରେ ଉତ୍କ୍ଷେପଣ!-->…