THE BYAPINI
Browsing Category

ଦେଶ

‘ଇଣ୍ଡିଆ’ ମହାମେଣ୍ଟର ୧୩ ସଦସ୍ୟ ବିଶିଷ୍ଟ କମିଟି ଗଠିତ; ଜୁଡେଗା ଭାରତ, ଜିତେଗା ଇଣ୍ଡିଆ

ମୁମ୍ବାଇ: ଇଣ୍ଡିଆ ମହାମେଣ୍ଟରେ ୧୩ ସଦସ୍ୟ ବିଶିଷ୍ଟ ସମନ୍ୱୟ କମିଟି ଗଠିତ ହୋଇଛି । କମିଟିରେ କେସି ଭେନୁଗୋପାଲ (କଂଗ୍ରେସ), ଶରଦ ପାୱାର (ଏନସିପି), ସଞ୍ଜୟ ରାଉତ (ଶିବସେନା - ୟୁବିଟି), ତେଜସ୍ୱୀ ଯାଦବ (ଆରଜେଡି), ଅଭିଷେକ

ଭୁବନେଶ୍ୱର ଉପକଣ୍ଠରେ ହେବ ‘ନିଉ ସିଟି’: କେନ୍ଦ୍ର ସରକାରଙ୍କ ଅନୁମୋଦନକୁ ଅପେକ୍ଷା

ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ କ୍ରମେ ଦେଶର ୮ଟି ରାଜ୍ୟରେ ନିଉ ସିଟି ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହି ଆଠଟି “ନିଉ ସିଟି’ ଭିତରେ ଭୁବନେଶ୍ୱରକୁ ସାମିଲ କରାଯିବା ନେଇ ରାଜ୍ୟ ସରକାର

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନ ବ୍ୟବସ୍ଥା କାର୍ଯ୍ୟକାରୀ କରାଇବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଭାପତିତ୍ୱରେ କେନ୍ଦ୍ରସରକାର ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କରିଛନ୍ତି । ଏହି କମିଟି ଭାରତର

ଘରୋଇ ପରେ ଏବେ କମିଲା କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ଦର

ନୂଆଦିଲ୍ଲୀ: ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ୧୪.୨ କିଲୋ ଓଜନ ବିଶିଷ୍ଟ ଲିକ୍ୱିଡ୍‌ ପେଟ୍ରୋଲିୟମ ଗ୍ୟାସ୍‌ (ଏଲପିଜି) ସିଲିଣ୍ଡରର ମୂଲ୍ୟ ହ୍ରାସ ପରେ ଏବେ କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ପାଇଛି । ଗତ ମଙ୍ଗଳବାର ଦିନ

ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ ଆରମ୍ଭ କଲା ଦେଶର ପ୍ରଥମ ସ୍ୱଦେଶୀ ପରମାଣୁ ଶକ୍ତି କେନ୍ଦ୍ର

ନୂଆଦିଲ୍ଲୀ: ଗୁରୁବାର ଦିନ ଗୁଜୁରାଟର କାକ୍‌ରାପାର୍‌ ଠାରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ୭୦୦ ମେଗାୱାଟ ପରମାଣୁ ଶକ୍ତି କେନ୍ଦ୍ର ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ ଆରମ୍ଭ କରିଛି । ପରମାଣୁ ଶକ୍ତି

ଆସନ୍ତା କାଲି ଠାରୁ ନୌସେନାରେ ସାମିଲ ହେବ ୭ମ ଯୁଦ୍ଧ ଜାହାଜ ମହେନ୍ଦ୍ରଗିରି

ମୁମ୍ବାଇ: ଆସନ୍ତା କାଲି ଠାରୁ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି ଯୁଦ୍ଧ ଜାହାଜ ମହେନ୍ଦ୍ରଗିରି । ଗତ ୧୭ ତାରିଖରେ ଷଷ୍ଠ ଯୁଦ୍ଧ ଜାହଜ ବିନ୍ଧ୍ୟଗିରି ଉଦଘାଟିତ ହୋଇଥିଲା । ଏହାରି ଭିତରେ ଭାରତ ନିର୍ମିତ ୬ଟି ଯୁଦ୍ଧଜାହଜ

ଚୀନ୍‌ର ନୂତନ ମାନଚିତ୍ରକୁ ଭାରତର ଦୃଢ଼ ବିରୋଧ, ନୂଆଦିଲ୍ଲୀ ଅଧିକ ବ୍ୟାଖ୍ୟା ନକରି ବା ଉଚିତ : ଚୀନ୍‌

ନୂଆଦିଲ୍ଲୀ: ଅଗଷ୍ଟ ୩୦ରେ ଚୀନ୍‌ ୨୦୨୩ରେ ଚୀନ୍‌ ପକ୍ଷରୁ ଏକ ନୂତନ “ମାନକ ମାନଚିତ୍ର” ଜାରି କରାଯାଇଛି । ଚୀନ୍‌ ସୀମା ଅରୁଣାଚଳ ପ୍ରଦେଶ, ଆକସାଇ ଚୀନ୍‌ ଏବଂ ସମଗ୍ର ଦକ୍ଷିଣ ଚୀନ୍‌ ସାଗରକୁ ଚୀନ୍‌ ନିଜ ଅଧିକୃତ ଅଞ୍ଚଳ ବୋଲି

ଜି୨୦ ବୈଠକରେ ସାମିଲ ହେବେ ନାହିଁ କିନ୍ତୁ ଅକ୍ଟୋବରରେ ଚୀନ୍‌ ଗସ୍ତ କରିବେ ଋଷ ରାଷ୍ଟ୍ରପତି ପୁଟିନ

ମସ୍କୋ: ଆସନ୍ତା ମାସରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି୨୦ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍‌ କରି ଜଣାଇବା ପରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଆସନ୍ତା ଅକ୍ଟୋବର ମାସରେ

ଚନ୍ଦ୍ର ପୃଷ୍ଠରେ ଗର୍ତ୍ତରେ ପଡିବା ପୂର୍ବରୁ ବାଟ ବଦଳାଇଲା ରୋଭର ପ୍ରଜ୍ଞାନ୍‌

ନୂଆଦିଲ୍ଲୀ: ଚନ୍ଦ୍ରରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ଗାତରେ ପଡିବା ପୂର୍ବରୁ ଏହାର ବାଟ ବଦଳାଇ ଦେଇଥିବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେବା ପରେ ଚନ୍ଦ୍ରରେ ତଥ୍ୟ ସଂଗ୍ରହ କରୁଥିବା ପ୍ରଜ୍ଞାନ

କୋଟାରେ ପୁଣି ଆତ୍ମହତ୍ୟା କଲେ ୨ ଜଣ ଛାତ୍ର

କୋଟା: ରାଜସ୍ଥାନର କୋଟାରେ ଦିନକୁ ଦିନ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି । ଛାତ୍ରମାନଙ୍କ ମଧ୍ୟରେ ଆତ୍ମହତ୍ୟା ରୋକିବା କର୍ତ୍ତୃପକ୍ଷ ବିଭିନ୍ନ ଉପାୟ ଅବଲମ୍ବନରେ ବ୍ୟସ୍ତ ଥିଲାବେଳେ ପୁଣି ଦୁଇଟି ଦୁଃଖଦ ମୃତ୍ୟୁ ଖବର