Browsing Category
ଦେଶ
ବିଶ୍ୱ ଦୌଡ଼କୁଦ ଚମ୍ପିଆନ୍ସିପ୍ରେ ସ୍ୱର୍ଣ୍ଣପଦକ ଜିତି ଇତିହାସ ରଚିଲେ ନିରଜ
ବୁଦାପେଷ୍ଟ: ପ୍ରଥମ ଭାରତୀୟ ଭାବରେ କ୍ରୀଡ଼ା ଜଗତରେ ପୁଣି ଥରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଆଥ୍ଲେଟ୍ ଭାବେ ଅଲିମ୍ପିକ୍ ସ୍ୱର୍ଣ୍ଣପଦକ ଜିତିଥିବା ନୀରଜ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଦୌଡ଼କୁଦ!-->…
ଆତ୍ମହତ୍ୟା ନିରୋଧି ଫ୍ୟାନ ପରେ ଏବେ କୋଟାରେ ଲାଗୁଛି ଆତ୍ମହତ୍ୟା ନିରୋଧି ଜାଲି
କୋଟା (ରାଜସ୍ଥାନ): ଭାରତରେ ଖୁବ୍ କ୍ୱଚିତ ଲୋକ ମିଳିବେ, ଯେଉଁମାନେ ରାଜସ୍ଥାନର କୋଟା ଭଳି ପ୍ରସିଦ୍ଧ ଅଞ୍ଚଳ ବିଷୟରେ ଅଜଣା ଥିବେ । କୌଣସି ଐତିହାସିକ ସ୍ଥାନ ବା ଧରୋହର ପାଇଁ ନୁହେଁ ବରଂ ମେଡିକାଲ ଓ ଇଂଜିନିଅରିଂ ନିମନ୍ତେ!-->…
ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇସ୍ରୋର ସୂର୍ଯ୍ୟ ମିଶନ ଆରମ୍ଭ
ନୂଆଦିଲ୍ଲୀ: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇସ୍ରୋର ସୂର୍ଯ୍ୟ ମିଶନ ଆରମ୍ଭ ହେବାକୁ ଯାଉଥିବା ଜଣାପଡିଛି । ଲୁନାର ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ ପରେ ସନ୍ ମିଶନ ଲଞ୍ଚ କରିବାକୁ ଯାଉଛି ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥା ।!-->…
ବିଶ୍ୱ ଦୌଡକୁଦ ପଦାର୍ପଣରେ ଚମକିଲେ ଓଡ଼ିଆ ପୁଅ କିଶୋର
ବୁଦାପେଷ୍ଟ (ହଙ୍ଗେରି): ଓଡିଆ ଜାଭଲିନ୍ ଖେଳାଳୀ କିଶୋର କୁମାର ଜେନା ବିଶ୍ୱ ଦୌଡକୁଦ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ପ୍ରବେଶ କରି ନୂଆ ଇତିହାସ ରଚିଛନ୍ତି । କିଶୋରଙ୍କର ବିଶ୍ୱ ପ୍ରତିଯୋଗିତାରୁ ଅନ୍ତର୍ଜାତୀୟ ପଦାର୍ପଣ ହୋଇଛି!-->…
ମଦୁରାଇ ରେଳ ଦୁର୍ଘଟଣା ୯ ମୃତ ଓ ୨୦ ଆହାତ
ଚେନ୍ନାଇ: ତାମିଲନାଡୁର ମଦୁରାଇ ରେଳ ଷ୍ଟେସନରେ ଏକ ଯାତ୍ରୀବାହୀ ଟ୍ରେନର କୋଚ ଭିତରେ ଅଗ୍ନିକାଣ୍ଡ ଘଟି ଶନିବାର ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ରେଳ ବିଭାଗ ସୂତ୍ର ମିଳିଥିବା ସୂଚନା ଅନୁସାରେ ଶନିବାର!-->…
ଅପରାଧୀଙ୍କୁ ଦଣ୍ଡିତ କରିବା ପାଇଁ ମୃତ୍ୟୁକାଳୀନ ଜମାନବନ୍ଦୀ ଏକମାତ୍ର ଆଧାର ହୋଇପାରିବନି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଅଭିଯୁକ୍ତକୁ ଦଣ୍ଡିତ କରିବା ପାଇଁ କେବଳ ପୀଡିତଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ମୁଖ୍ୟ ଆଧାର କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍ କୋର୍ଟ ମତପ୍ରକାଶ କରିଛନ୍ତି । ଯଦି ବୟାନର ସଠିକତା ନେଇ ସନ୍ଦେହ ରହିଥାଏ ତେବେ!-->…
ଅଗଷ୍ଟ ୨୭ ତାରିଖ ଜାତୀୟ ମହାକାଶ ଦିବସ ଭାବରେ ପାଳିତ ହେବ
ବେଙ୍ଗାଲୁରୁ: ଅଗଷ୍ଟ ମାସ ୨୭ ତାରିଖ ଭାରତୀୟ ମହାକାଶ ଗବେଷଣା ପାଇଁ ଏକ ସ୍ୱର୍ଣ୍ଣିମ ଦିନ । ଏହି ଦିନଟିରେ ଭାରତ ପାଇଥିବା ସଫଳତାକୁ ସ୍ମରଣୀୟ କରିବା ପାଇଁ ଏଣିକି ପ୍ରତ୍ୟେକ ବର୍ଷ ଅଗଷ୍ଟ ୨୭ ତାରିଖକୁ ଜାତୀୟ ମହାକାଶ ଦିବସ ବା!-->…
୬୯ ତମ ଜାତୀୟ ଚଳ୍ଚ୍ଚିତ୍ର ପୁରସ୍କାର ପୁରସ୍କାର ଘୋଷଣା, ପ୍ରତୀକ୍ଷା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର
ନୂଆଦଲ୍ଲୀ: ଦିଲ୍ଲୀ ସ୍ଥିତ ମିଡିଆ କେନ୍ଦ୍ରରେ ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ପୁଷ୍ପା ପାଇଁ ଆଲ୍ଲୁ ଅର୍ଜୁନ ଶ୍ରେଷ୍ଠ ହିରୋ, ଗଙ୍ଗୁବାଇ କାଠିଆ ୱାଡୀ ପାଇଁ ଆଲିଆ ଭଟ୍ଟ ଓ ମିମି ପାଇଁ ର୍କିତ୍ତି!-->…
ନୂଆ ସଂସଦ ଭବନରେ ପ୍ରଦର୍ଶିତ ହେବ ସନ୍ନି ଦେଓଲଙ୍କ ଗଦ୍ଦର ଫିଲ୍ମ
ମୁମ୍ବାଇ: ବଲିଉଡ୍ ଷ୍ଟାର୍ ଏବଂ ଭାରତୀୟ ସାଂସଦ ସନ୍ନି ଦେଓଲଙ୍କ ‘ଗଦର-୨’ ବକ୍ସ ଅଫିସ୍ରେ ହଇଚଇ ସୃଷ୍ଟି କରିଛି । ସାରା ଦେଶରେ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସାଂସଦ ଥିବା ସନ୍ନି ସେଓଲଙ୍କ ସହକର୍ମା ସାଂସଦମାନଙ୍କ!-->…
ଆଇଆଇଟି ବମ୍ବେ ପାଇଁ ପୁରାତନ ଛାତ୍ର ଦେଲେ ୧୬୦ କୋଟି
ମୁମ୍ବାଇ: ପ୍ରଥମ ଥର ପାଇଁ ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ବମ୍ବେକୁ ଏହାର ଜଣେ ପୁରାତନ ଛାତ୍ର ୧୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଚେକ୍ ଟି ପ୍ରଦାନ କରିଥିବା ଉକ୍ତ ପ୍ରତିଷ୍ଠାନର!-->…