Browsing Category
ଦେଶ
୨୦୨୪ ଅଲମ୍ପିକ ପାଇଁ ସ୍ଥାନ ସୁନିଶ୍ଚିତ କଲେ ନିରଜ
ନୂଆଦିଲ୍ଲୀ: ଚୋପ୍ରା ସ୍ୱିଡେନର ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚମ୍ପିୟାନସିପରେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ଏହି କ୍ରମରେ ନିରଜ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଫାଇନାଲରେ ନିଜର ସ୍ଥାନ ବଜାୟ ରଖିଛନ୍ତି ।!-->…
ବର୍ଷରେ ୨ଥର ହେବ ବୋର୍ଡ ପରୀକ୍ଷା
ଭୁବନେଶ୍ୱର: ନୂଆ ଜାତୀୟ ଶିକ୍ଷା ନୀତି ନିର୍ଦ୍ଧାରି ହୋଇଛି । ଏବେ ବର୍ଷରେ ଦୁଇ ଥର ବୋର୍ଡ ପରୀକ୍ଷା କରାଯିବ । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ୨୦୨୪ରୁ ଏହାକୁ ଲାଗୁ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି!-->…
ସୁସ୍ଥ ହେବାର ୧ ବର୍ଷ ପରେ ମୃତ୍ୟୁବରଣ କରୁଛନ୍ତି ୬.୫% କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ: କରୋନା ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରୁଥିବା ୬.୫% ରୋଗୀ ପ୍ରାୟ ବର୍ଷକ ପରେ ମୃତ୍ୟୁବରଣ କରୁଛନ୍ତି । ହସ୍ପିଟାଲରୁ ଡିସଚାର୍ଜ ହେବାପରେ ମଧ୍ୟ ଦୀର୍ଘ ଏହି!-->…
ଆଜି ସନ୍ଧ୍ୟା ୬ଟାରେ ଚନ୍ଦ୍ର ପୃଷ୍ଠ ସ୍ପର୍ଶ କରିବ ଚନ୍ଦ୍ରଯାନ-୩
ନୂଆଦିଲ୍ଲୀ: ସାରା ବିଶ୍ୱରେ ଆଜି ଉତ୍କଣ୍ଠା । ଆଜି ସନ୍ଧ୍ୟା ୬ଟା ୪ରେ ହିଁ ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ଯାଉଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରକାଶ!-->…
ଆରପାରିରେ ଦେଶର ସବୁଠାରୁ ବୟସ୍କ ହାତୀ
ଦେଶର ସବୁଠାରୁ ବୟସ୍କ ହାତୀ ବିଜୁଳି ପ୍ରସାଦ ୮୯ ବର୍ଷ ବୟସରେ ମୃତ୍ୟୁବରଣ କରିଛି । ଗତ ସୋମବାର ଦିନ ଆସାମର ସୋନିତପୁର ଜିଲ୍ଲାରେ ବେହଲି ଚା’ ବଗିଚାରେ ଏହି ହାତୀ ତା’ର ଶେଷ ନିଶ୍ୱାସ ତ୍ୟାଗ କରିଛି । ସାଧାରଣତଃ ହାତୀ ମାନେ ୬୨ରୁ!-->…
ପୁଣି ବଢିଲା ରନ୍ଧନ ଗ୍ୟାସ ଦର
ପୁଣି ମହଙ୍ଗା ମାଡ, ବଢିଲା ଏଲପିଜି ଦର । ସିଲିଣ୍ଡର ପିଛା ୧୦୪ ଟଙ୍କା ବୃଦ୍ଧି ପାଇଛି । ତେବେ ଏହି ଦର ବୃଦ୍ଧି ଘରୋଇ ଏଲପିଜି ଉପରେ ହୋଇନାହିଁ । ବରଂ କମର୍ସିଆଲ ଏଲପିଜି ଉପରେ ହୋଇଛି । ଘରୋଇ ସିଲିଣ୍ଡର ଉପରେ କୌଣସି ବର୍ଦ୍ଧିତ!-->…
ଦେଶରେ ଭୟଙ୍କର କୋଇଲା ସଙ୍କଟ, ୬୭୦ଟି ଟ୍ରେନକୁ ରଦ୍ଦ କରିବାକୁ ନିଷ୍ପତ୍ତି
ଦେଶରେ ଭୟଙ୍କର କୋଇଲା ସଙ୍କଟ । ଥର୍ମାଲ ପାଓ୍ୱାର ପ୍ଲାଣ୍ଟରେ କୋଇଲା ଅଭାବରୁ ବାଧାପ୍ରାପ୍ତ ହୋଇଛି ବିଜୁଳି ଉତ୍ପାଦନ । ଯାହାଫଳରେ ଦିଲ୍ଲୀ, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ଦେଖାଦେଇଛି ଘୋର ବିଦ୍ୟୁତ୍!-->…
ଦେଶରେ ଆଜି ବିି ୩ ହଜାର ଉପରେ ସଂକ୍ରମଣ
ଦେଶରେ ୩ ହଜାର ଉପରେ ଆଜି ବି ସଂକ୍ରମଣ । ଆଜି ବି ଦେଶରେ ୩ ହଜାର ୩୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ତୁଳନାରେ ୨ ଦଶମିକ ୨ ପ୍ରତିଶତ ବୃଦ୍ଧି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ କରୋନାରେ!-->…
କରୋନା ନେଇ ସତର୍କ କରାଇଲେ ପ୍ରଧାନମନ୍ତ୍ରୀ
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଓମିକ୍ରନ୍ ଏବଂ ଏହାର ଭାର୍ରିଆଣ୍ଟ ଗୁଡ଼ିକ!-->…
ଭାରତକୁ ଦୋଷ ଦେଉଥିବା ଦେଶମାନଙ୍କୁ କଡା ଜବାବ
ଭାରତକୁ ଦୋଷ ଦେଉଥିବା ଦେଶମାନଙ୍କୁ କଡା ଜବାବ । ୟୁକ୍ରେନ ଓ ଋଷ ଯୁଦ୍ଧକୁ ମଧ୍ୟରେ ଭାରତର ନୀରବତାକୁ ନେଇ ବିଭିନ୍ନ ଦେଶ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିବା ପରେ ସେମାନଙ୍କୁ କଡା ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍!-->…