Browsing Category
ଦେଶ
ଆଇପିଏଲରୁ ବାହାରିଲେ ଷ୍ଟାର ବୋଲର ଦୀପକ ଚହର
ଚେନ୍ନାଇ ପାଇଁ ବଢିଲା ଟେନସନ । ଆଇପିଏଲରୁ ବାହାରିଲେ ଷ୍ଟାର ବୋଲର ଦୀପକ ଚହର । ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଲଗାତାର ଖରାପ ପ୍ରଦର୍ଶନ କରିଆସୁଥିଲା ବେଳେ ପୁଣି ଏକ ଝଟକା ଲାଗିଛି ଚେନ୍ନାଇକୁ । ଦଳର ଷ୍ଟାର ବୋଲର ଦୀପକ!-->…
ଆଜି ମୋଦୀ-ବାଇଡେନ ବୈଠକ
ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭର୍ଚୁଆଲ ମୋଡରେ ହେବ ଦ୍ୱିପାକ୍ଷିକା ଆଲୋଚନା । ଟୁ ପ୍ଲସ ଟୁ ଦ୍ୱିପାକ୍ଷିକ ଆଲୋଚନାରେ ବିଶ୍ୱ ଅର୍ଥନୀତି ଓ!-->…
ଆଜି ପବିତ୍ର ରାମନବମୀ
ଆଜି ପବିତ୍ର ରାମନବମୀ । ମର୍ୟ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଭଗବାନଙ୍କ ଠାରୁ ଦୁରେଇ ରହିଥିବା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆଜି ମିଳନ ହୋଇଛି । ରାମ ନବମୀ ପାଇଁ ରାଜ୍ୟ ତଥା ଦେଶର!-->…
ଗୁଜୁରାଟରୁ ଚିହ୍ନଟ ହେଲେ ଏକ୍ସଇ ଭାରିଆଣ୍ଟ ସଂକ୍ରମିତ
ଦେଶରେ ପୁରି କରୋନାର ନୂଆ ଭାରିଆଣ୍ଟ ଏକ୍ସଇକୁ ନେଇ ଚିନ୍ତା ବଢିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଗୁଜୁରାଟରେ ଏହି ଭାରିଆଣ୍ଟ ପାଦ ଥାପିଛି । ଏହାକୁ କରୋନାର ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ ସଂକ୍ରାମକ!-->…
ବଦଳିଲା ଜେଇଇ ମେନ୍ ପରୀକ୍ଷା ତାରିଖ
ବଦଳିଲା ଜେଇଇ ମେନ୍ ୨୦୨୨ର ପରୀକ୍ଷା ତାରିଖ ।ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତରଫରୁ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି । ତେବେ ସେସନ୍-୧ ପରୀକ୍ଷା ଜୁନ୍ ୨୦ରୁ ୨୯ ତାରିଖ ଭିତରେ ହେବ । ସେହିପରି ସେସନ୍-୨ ପରୀକ୍ଷା!-->…
ଭାରତରେ କରୋନାର ନୂଆ ଭାରିଆଣ୍ଟ
କରୋନା ସଂକ୍ରମଣ ପୁଣି ଥରେ ଚିନ୍ତା ବଢାଇବାରେ ଲାଗିଛି । କରୋନାର ନୂଆ ଭାରିଆଣ୍ଟ ଏକ୍ସଇ ଓ କାପା ଭାଇରସରେ ମୁମ୍ବାଇର ଦୁଇ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ଦେଶରେ ଏକ୍ସଇର ଏହା ପ୍ରଥମ ମାମଲା ବୋଲି ସୂଚନା ମିଳିଛି ।!-->…
ବେଲଗାମ ତୈଳ ଦର..
ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଲଗାତର ୧୫ ଦିନରେ ୧୩ ଥର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର!-->…
୨ ସପ୍ତାହରେ ୧୨ ଥର ବଢିଲାଣି
ପ୍ରତିଦିନ ବଢି ଚାଲିଛି ତେଲ ଦର । ବିଗତ ୧୪ ଦିନରେ ୧୨ ଥର ତେଲ ଦର ବଢିଲାଣି । ଆଜି ପୁଣି ପେଟ୍ରୋଲ ଦରରେ ୪୩ ପଇସା ଓ ଡିଜେଲ ଲିଟର ପିଛା ଦର ୪୨ ପଇସା ବୃଦ୍ଧି ହୋଇଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ଟଙ୍କା!-->…
ଆଜି ବି ବଢିଲା ତୈଳ ଦର..
ତୈଳ ଦର ଲଗାତର ହୋଇ ଚାଲିଛି ଉପର ମୁହାଁ। ଆଜି ପୁଣି ବଢ଼ିଛି ପେଟ୍ରୋଲ ଡିଜେଲ ଦାମ୍। ୧୩ ଦିନ ଭିତରେ ୧୧ ଥର ପାଇଁ ତୈଳ ଦାମ୍ ମହଙ୍ଗା ହୋଇଛି। ଲିଟର ପିଛା ଡିଜେଲ ଓ ପେଟ୍ରୋଲ ଦର ୮ ଟଙ୍କା ମହଙ୍ଗା ହୋଇଛି। ଦିଲ୍ଲୀରେ ୮୦ ପଇସା!-->…
ଗୁଜରାଟରେ ଲେମ୍ବୁ କିଲୋ ୨୦୦ ଟଙ୍କା
ଓଡ଼ିଶାରେ ଲେମ୍ବୁ ଗୋଟା ୮ ଟଙ୍କା ହୋଇଥିବା ବେଳେ ଗୁଜରାଟର ରାଜକୋଟ୍ରେ କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି। ଲେମ୍ବୁ ଯୋଗାଣାରେ ଘୋର ଅଭାବ ହୋଇଥିବାରୁ ଗୁଜରାଟରେ ଏଭଳି ପରିସ୍ଥତି ଉପୁଜିଛି। ପୂର୍ବରୁ ଲେମ୍ବୁ କିଲୋପ୍ରତି!-->…