Browsing Category
ଦେଶ
ଅଯୋଧ୍ୟାକୁ ଛୁଟିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ
ନୂଆଦିଲ୍ଲୀ: ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାକୁ ଛୁଟିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଉତ୍ସବମୁଖର ରାମ ଜନ୍ମ ଭୂମି ସମେତ ସାରାଦେଶ । ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଆଗମନକୁ ନେଇ ଝୁମୁଛି ଅଯୋଧ୍ୟା!-->…
ଇଭିଏମ ପାଇଁ ପ୍ରତି ୧୫ ବର୍ଷକୁ ଥରେ ଖର୍ଚ୍ଚ ହେବ ୧୦ ହଜାର କୋଟି
ନୂଆଦିଲ୍ଲୀ: ମହଙ୍ଗା ପଡିବ ଗୋଟିଏ ଦେଶ, ଏକ ନିର୍ବାଚନ । ଇଭିଏମ ପାଇଁ ପ୍ରତି ୧୫ ବର୍ଷକୁ ଥରେ ଖର୍ଚ୍ଚ ହେବ ୧୦ ହଜାର କୋଟି । ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରିଛନ୍ତି ନିର୍ବାଚନ କମିଶନ । ଗୋଟିଏ ସମୟରେ ଲୋକସଭା!-->…
ଗଣମାଧ୍ୟମ, ସୋସିଆଲ ମିଡିଆକୁ ସତର୍କ କରାଇଲା କେନ୍ଦ୍ର,କ’ଣ ଜାଣନ୍ତୁ
ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ କେତେକ ବିଭ୍ରାନ୍ତିକର ଖବର ପ୍ରସାରିତ!-->…
୫ମ ଦେଶ ଭାବରେ ଜହ୍ନରେ ଅବତରଣ କଲା ଜାପାନ
ଟୋକିଓ: ମହାକାଶରେ ଇତିହାସ ରଚିଲା ଜାପାନ। ୫ମ ଦେଶ ଭାବରେ ଜହ୍ନରେ ଅବତରଣ କରିଛି ଜାପାନ। ଏହା ପୂର୍ବରୁ ଆମେରିକା, ଭାରତ, ଋଷ ଓ ଚୀନ ଜହ୍ନରେ ଅବତରଣ କରିସାରିଛନ୍ତି। ଶନିବାର ଦିନ ଏହି ମହାକାଶଯାନ ଚନ୍ଦ୍ର ପୃଷ୍ଠକୁ ଛୁଇଁବା ପରେ!-->…
ଦ୍ୱିତୀୟ ବିବାହ କଲେ ଶୋଏବ ମଲିକ
ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବା ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ମଲିକ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶନିବାର ସକାଳେ ସେ ତାଙ୍କ ବିବାହର ଫଟୋ ସୋସିଆଲ!-->…
୧୬ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀଙ୍କୁ କୋଚିଂ ସେଣ୍ଟର ମନା
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୋଚିଂ ସେଣ୍ଟରଗୁଡ଼ିକ ପାଇଁ ନିର୍ଦେଶାବଳୀ ଜାରି କରାଯାଇଛି। ନୂଆ ଗାଇଡ୍ଲାଇନ୍ ଅନୁଯାୟୀ, କୋଚିଂ ସେଣ୍ଟରଗୁଡ଼ିକ ୧୬ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀଙ୍କ ନାମ ଲେଖାଇ!-->…
ସାମ୍ନାକୁ ଆସିଲା ରାମଲାଲାଙ୍କ ମୂର୍ତ୍ତିର ପ୍ରଥମ ଫଟୋ
ନୂଆଦିଲ୍ଲୀ: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ୟ୍ୟକ୍ରମ ପୂର୍ବରୁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଭଗବାନ ରାମଙ୍କ ମୂର୍ତ୍ତିର ପ୍ରଥମ ଝଲକ ଏବେ ସାମ୍ନାକୁ ଆସିଛି। ଗୁରୁବାର!-->…
ସରକାରୀ ବଙ୍ଗଳା ଖାଲି କଲେ ମହୁଆ
ନୂଆଦିଲ୍ଲୀ: ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କୃତ ହୋଇଥିବା ଏମ୍ପି ମହୁଆ ମୋଇତ୍ରାଙ୍କୁ ଶେଷରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଛି। ଦୁଇ ଦିନ ପୂର୍ବେ ବଙ୍ଗଳା ଖାଲି କରିବାକୁ ପୁଣି ଥରେ ମହୁଆକୁ!-->…
କୁହୁଡି ଯୋଗୁ ଜନଜୀବନ ପ୍ରଭାବିତ
ନୂଆଦିଲ୍ଲୀ : ସାରାଦେଶରେ ଜାରି କୁହୁଡ଼ିରାଜ । ଅଧିକାଂଶ ରାଜ୍ୟରେ ଘନକୁହୁଡି଼ର ଆସ୍ତରଣ । ସମଗ୍ର ଉତ୍ତରଭାରତ ସମେତ ଅନ୍ୟାନ୍ୟ ରାଜ୍ୟରେ କୁହୁଡି ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ସେହିପରି ଟ୍ରେନ ଓ ବିମାନ ଚଳାଚଳ ମଧ୍ୟ!-->…
ଇଣ୍ଡିଗୋକୁ ୧କୋଟି ୨୦ଲକ୍ଷ ଜୋରିମାନା, କାହିଁକି ଜାଣନ୍ତୁ
ନୂଆଦିଲ୍ଲୀ: ଜାନୁଆରୀ ୧୪ ତାରିଖରେ ବିମାନ ଉଡାଣରେ ଅତ୍ୟଧିକ ବିଳମ୍ବ ଯୋଗୁ ମୁମ୍ବାଇ ବିମାନବନ୍ଦରର ରନୱେ ଉପରେ ଯାତ୍ରୀ ମାନେ ବସି ଖାଉଥିବା ଭିଡ଼ିଓ ସାମ୍ନାକୁ ଆସିଥିଲା। ଇଣ୍ଡିଗୋ ବିମାନ ପକ୍ଷରୁ ସେଠାରେ ଯାତ୍ରୀ ମାନଙ୍କୁ!-->…