Browsing Category
ଦେଶ
‘ଦୁର୍ଘଟଣାବଶତଃ ପାକିସ୍ତାନରେ ଭାରତର ମିଜାଇଲ ପଡିଛି’
ଭାରତର ମିସାଇଲ୍ ଦୁର୍ଘଟଣା ବଶତଃ ପାକିସ୍ତାନରେ ପଡ଼ିବା ଘଟଣା ନେଇ ରାଜ୍ୟସଭାରେ ମନ୍ତବ୍ୟ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହା ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।ମିଜାଇଲ୍ ୟୁନିଟର ରୁଟିନ୍!-->…
କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି, ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ
ବହୁଚର୍ଚ୍ଚିତ ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ହିଜାବ ନିଷିଦ୍ଧ ନେଇ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଛାତ୍ରୀମାନଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି!-->…
ବିଏସଏଫ୍ ମୁଖ୍ୟାଳୟରେ ଯବାନଙ୍କ ଉନ୍ମତ୍ତ କାଣ୍ଡ, ୫ ଯବାନ ମୃତ
ପଞ୍ଜାବ ରାଜଧାନୀ ଅମୃତସରରେ ଅଘଟଣ । ବିଏସଏଫ ଯବାନ ରହୁଥିବା ମେସରେ ଘଟିଛି ଗୁଳିକାଣ୍ଡ । ଏହି ଘଟଣାରେ ୫ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ବର୍ତ୍ତମାନ ଗୁରୁତର ଆହତ ହୋଇଛନ୍ତି । ଖୋଦ ଯବାନ ରହୁଥିବା ହଷ୍ଟେଲରେ!-->…
ଭାଗଲପୁରରେ ଭୟଙ୍କର ବିସ୍ଫୋରଣ
ବିହାରର ଭାଗଲପୁରରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଭାଗଲପୁରଠାରେ ଏକ ବିଲ୍ଡିଂରେ ବଡ଼ ଧରଣରେ ବିସ୍ଫୋରଣ ହୋଇଛି । ଦୁର୍ଘଟଣାରେ ୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ!-->…
ୟୁପିରେ ଆଜି ଷଷ୍ଠ ପର୍ୟ୍ୟାୟ ମତଦାନ
ଉତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଜି ଷଷ୍ଠ ପର୍ୟ୍ୟାୟ ମତଦାନ । ସକାଳ ୭ଟାରୁ ୧୦ ଟି ଜିଲ୍ଲାର ୫୭ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । ୧୦ ଜିଲ୍ଲାର ପ୍ରାୟ ୨ କୋଟି ୧୪ ଲକ୍ଷ ଭୋଟର ୫୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା!-->…
ୟୁକ୍ରେନରୁ ଫେରିଲେ ୨୫୦ ଭାରତୀୟ ଛାତ୍ରଛାତ୍ରୀ
ୟୁକ୍ରେନରୁ ଫେରିଲେ ୨୫୦ ଭାରତୀୟ ଛାତ୍ରଛାତ୍ରୀ ।ୟୁକ୍ରେନରୁ ୨୫୦ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱଦେଶ ଫେରିଛି ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ । ଆଜି ଦିଲ୍ଲୀ ବିମାନବନ୍ଦରରେ ଏହି ବିମାନ ଅବତରଣ କରିବା ପରେ!-->…
‘କୋର୍ବେଭାକ୍ସ’କୁ ମିଳିଲା ଅନୁମତି
୧୨ ରୁ ୧୮ ବର୍ଷର କିଶୋରଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ମଞ୍ଜୁରୀ । ଭାରତର ଔଷଧି ମହାନିୟନ୍ତ୍ରକ(ଡିସିଜିଆଇ) ୧୨ ରୁ ୧୮ ବର୍ଷର ଆୟୁ ବର୍ଗର ପିଲାଙ୍କ ପାଇଁ ବାୟୋଲୋଜିକାଲ ଇ ଦ୍ଵାରା ପ୍ରସ୍ତୁତ କୋଭିଡ୍-୧୯ ଭ୍ୟାକ୍ସିନ!-->…
ଲାଲୁଙ୍କୁ ୫ ବର୍ଷ ଜେଲ ଦଣ୍ଡ
ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ । ଚାରା ଘୋଟଲା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ସ୍ପେଶାଲ ସିବିଆଇ କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ।!-->…
ତଳମୁହାଁ କରୋନା ମିଟର
କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୬ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪!-->…
ରାଜସ୍ଥାନରେ ଭୟଙ୍କର ଦୁର୍ଘଟଣା, ପାଣିକୁ ଖସିପଡିଲା ବର ଗାଡି
ରାଜସ୍ଥାନର କୋଟା ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି । ନଦୀକୁ ଖସିଲା ବରଯାତ୍ରୀ କାର। ବିବାହ କରିବାକୁ ଯାଉଥିବା ବରଗାଡି ଦୁର୍ଘଟଣାଗ୍ରସ୍ତ । ବର ସହିତ ପ୍ରାଣ ହରାଇଲେ ୯ ଜଣ । ଗାଡିଟି ପାଣିରେ ଖସି ପଡିବାରୁ ୯ ଜଣ ବ୍ୟକ୍ତି!-->…