THE BYAPINI
Browsing Category

ଦେଶ

୩୮ ଜଣଙ୍କୁ ଫାଶୀ ଦଣ୍ଡ

୨୦୦୮ ଅହମ୍ମଦାବାଦ ସିରିଜ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଥିବା ୪୯ ଜଣଙ୍କ ମଧ୍ୟରୁ ଏକକାଳୀନ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ପେଶାଲ କୋର୍ଟ । ଅନ୍ୟ ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।

ଦେଶରେ କମୁଛି ସଂକ୍ରମଣ

ଦେଶରେ କମୁଛି ସଂକ୍ରମଣ । ଦେଶରେ ୨୪ ଘଂଟା ଭିତରେ ୨୫ ହଜାର ୯୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଂଟା ଭିତରେଦେଶରେ ୪୯୨ ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ ପଜିଟିଭ ହାର ୨ ଦଶମିକ ୦୭ ପ୍ରତିଶତ ରହିଛି ।ଏବେ ଦେଶରେ

କୂଅରେ ଖସିପଡି ୧୩ ମୃତ

ଫିକା ପଡ଼ିଲା ବିବାହ ଉତ୍ସବ । ଦୁଃଖରେ ପରିଣତ ହେଲା ବିବାହର ଖୁସି । ଉତ୍ତର ପ୍ରଦେଶ କୁଶିନଗରରେ ଅଭାବନୀୟ ଘଟଣା ବିବାହ ପାର୍ଟି ଚାଲିଥିବା ବେଳେ ଅସାବଧାନତା ଯୋଗୁଁ କୂଅରେ ଖସିପଡ଼ି ୧୩ ଜଣଙ୍କ ମୃତ୍ୟୁ ଘଟିଛି । କୂଅରେ ପଡ଼ିଥିବା

ଆଉ ନାହାନ୍ତି ବଲିଉଡ କଣ୍ଠଶିଳ୍ପୀ ବାପି ଲାହିରି

 କିଛି ଦିନ ପୂର୍ବେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ ହୋଇଥିବା ବେଳେ ଏବେ ଆସିଛି ଆଉ ଏକ ଦୁଃଖଦ ଖବର। ଆଖି ବୁଜିଲେ ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି । ୬୯ ବର୍ଷ ବୟସରେ ମୁମ୍ବାଇର ଏକ

ଏବେ ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯାଇପାରେ କରୋନା ଟିକା!

ଏବେ ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯାଇପାରେ କରୋନା ଟିକା । ବାୟୋଲୋଜିକାଲ ଇର କୋଭିଡ୍ ୧୯ ଭ୍ୟାକ୍ସିନ କୋରବେଭ୍ୟାକ୍ସକୁ ଜରୁରୀକାଳୀନ ମଞ୍ଜୁରୀ ମିଳିଥିଲା। ଏବେ ମଙ୍ଗଳବାର ଏହା ଲୋକଙ୍କ ପାଇଁ ଉପଲବ୍ଧ ହେବାକୁ ଯାଉଛି। ଡିଜିସିଆଇ

୫୪ଟି ଚାଇନିଜ୍ ଆପ୍ ବ୍ୟାନ୍

ଭାରତରେ ଆଉ ୫୪ଟି ଚାଇନିଜ୍ ଆପ୍ ବ୍ୟାନ୍ ହେଲା । ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ଆପ୍ ଉପରେ ଲାଗିଲା କଟକଣା । ଚାଇନିଜ୍ ଆପକୁ ବ୍ୟାନ କଲେ କେନ୍ଦ୍ର ସରକାର । ବ୍ୟାନ ହୋଇଥିବା ଆପଗୁଡିକ ହେଲା -ବାସ୍ ବୁଷ୍ଟର, ଭିଭା

ହଜାରେ ତଳକୁ ଖସିଲା ସଂକ୍ରମଣ

ରାଜ୍ୟରେ ହଜାରେ ତଳକୁ ଖସିଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୮୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୮୧୨୧ ଜଣକୁ ବୃଦ୍ଧି ପାଇଛି ।ତେବେ ଚିହ୍ନଟ ହୋଇଥିବା

ପିଏସଏଲଭି- ସି୫୨ର ସଫଳ ଉତକ୍ଷେପଣ.. ୨୦୨୨ରେ ଇସ୍ରୋ ପକ୍ଷରୁ ପ୍ରଥମ ମିଶନ ଲଂଚ

ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା, ବର୍ଷର ପ୍ରଥମ ସାଟେଲାଇଟ୍ ଉତ୍‌କ୍ଷେପଣ କଲା ଇସ୍ରୋପିଏସଏଲଭି- ସି୫୨ର ସଫଳ ଉତକ୍ଷେପଣ । ସତୀଶ ଧାୱନ ମହାକାଶ କେନ୍ଦ୍ରର ପ୍ରଥମ ଲଂଚ ପ୍ୟାଡ୍ରୁ ଭୋର ୫ଟା ୫୯ରେ ଉତକ୍ଷେପଣ କରାଯାଇଛି ।

ଧୋନୀଙ୍କ ଟିମରେ ଓଡିଆ ପୁଅ, ଶୁଭ୍ରାଂଶୁଙ୍କୁ ୨୦ ଲକ୍ଷରେ କିଣିଲା ଚେନ୍ନାଇ

ଆଇପିଏଲ୍ ନିଲାମରେ ବିକ୍ରି ହୋଇଛନ୍ତି ଓଡିଆ ପୁଅ । ଆଇପିଏଲରେ ଶୁଭ୍ରାଂଶୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଅର୍ଥାତ୍ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିବେ। ଆଜି ଆଇପିଏଲ୍ ନିଲାମର

ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ

ପଦାକୁ ଆସିଲା ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍ । ୨୨ ହଜାର ୮୪୨ କୋଟି ଠକେଇ ଅଭିଯୋଗ । ଦେଶର ୨୮ଟି ବ୍ୟାଙ୍କ୍ ଏବଂ ଆର୍ଥିକ ସଂସ୍ଥା ଏହି ଠକେଇର ଶିକାର ହୋଈଛନ୍ତି । ଗୁଜୁରାଟର ଏକ ଘରୋଇ ଜାହାଜ ନିର୍ମାଣକାରୀ ସଂସ୍ଥା ସିପ୍ୟାଡ