THE BYAPINI
Browsing Category

ଦେଶ

୧୨.୨୫ କୋଟି ଟଙ୍କାରେ ଶ୍ରେୟସଙ୍କୁ କିଣିଲା କୋଲକତା

ଦୁନିଆର ସବୁଠାରୁ ବ୍ୟୟବହୁଳ ଟି-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ୧୫ଶ ସଂସ୍କରଣର ମେଗା ଅକ୍ସନର ପ୍ରଥମ ଦିନରେ ମାର୍କି ଖେଳାଳିଙ୍କୁ ମୋଟା ଦାମରେ କିଣିଛନ୍ତି ଫ୍ରାଞ୍ଚାଇଜି। ଶ୍ରେୟାସ

ତଳମୁହାଁ କରୋନା ସଂକ୍ରମଣ

ଦେଶରେ କମୁଛି ସଂକ୍ରମଣ ବଢ଼ୁଛି ମୃତ୍ୟୁ । ୨୪ ଘଂଟାରେ ୫୦ ହଜାର ୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୦୪ ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ ପଜିଟିଭ ହାର ରହିଛି ୩ ଦଶମିକ ୪୮ ପ୍ରତିଶତ ।ଗୋଟିଏ ଦିନରେ ୧ ଲକ୍ଷ ୩୬ ହଜାର ୯୬୨ ଜଣ

ଆଜି ଆଇପିଏଲ ମହାନିଲାମି

ଆଇପିଏଲ ୨୦୨୨ ପାଇଁ ଆଜି ଓ ଆସନ୍ତାକାଲି ମହାନିଲାମି । ନିଲାମ ହେବେ ୫୯୦ଜଣ କ୍ରିକେଟର । ଚଳିତବର୍ଷ ନିଲାମରେ ଅଂଶଗ୍ରହଣ କରିବେ ବହୁ ନାମିଦାମି କ୍ରିକେଟର । ଦିନ ୧୧ଟାରୁ ଆରମ୍ଭ ହେବ ନିଲାମ ପ୍ରକ୍ରିୟା । ନିଲାମ ହେବେ ୫୯୦ଜଣ

କମୁଛି କରୋନା ସଂକ୍ରମଣ

ରାଜ୍ୟରେ ୨୪ ଘଂଟାରେ ଆଉ ୧୫୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୩୦୯ ଜଣ ରହିଛନ୍ତି । କ୍ୱାରେଂଟାଇନରୁ ୯୧୮ ଓ ଲୋକାଲ କଂଟାକ୍ଟ ୬୫୪ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୩୩

ଉତ୍ତରପ୍ରଦେଶରେ ଆଜି ପ୍ରଥମ ପର୍ୟ୍ୟାୟ ମତଦାନ

ଉତ୍ତରପ୍ରଦେଶର ଆଜି ପ୍ରଥମ ପର୍ୟ୍ୟାୟ ମତଦାନ । ମୋଟ ୪୦୩ ବିଧାନସଭା ଆସନ ଭିତରୁ ପ୍ରଥମ ପର୍ୟ୍ୟାୟରେ ୫୮ଟି ଆସନ ପାଇଁ ଭୋଟିଂ ହେବ । ୧୧ଟି ଜିଲ୍ଲାର ପ୍ରାୟ ୨ କୋଟି ୨୭ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିରେ

କମୁଛି ସଂକ୍ରମଣ ହେଲେ ମୃତ୍ୟୁରେ ଲାଗୁନି ବ୍ରେକ୍

କମୁଛି ସଂକ୍ରମଣ ହେଲେ ମୃତ୍ୟୁରେ ଲାଗୁନି ବ୍ରେକ୍ । ରାଜ୍ୟରେ ୨୪ଘଣ୍ଟାରେ ୧୭୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୯୯୭, ସ୍ଥାନୀୟ ଅଞ୍ଚଳରୁ ୭୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୨୩ ଜଣ ୧୮ବର୍ଷରୁ କମ୍ ବୟସ ବର୍ଗର ଚିହ୍ନଟ

ପରଲୋକରେ ମହାଭାରତର ଭୀମ

ପୁଣି ଥରେ ଏକ ଦୁଃଖଦ ଖବର ବଲିଉଡକୁ ଦୋହଲାଇ ଦେଇଛି। ଆଖି ବୁଜିଲେ ବି.ଆର ଚୋପ୍ରାଙ୍କ ପପୁଲାର ସିରିଏଲ ମହାଭାରତର ଭୀମ ଅଭିନେତା ପ୍ରବୀଣ କୁମାର ସୋବତି । ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ପ୍ରବୀଣ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ

ଖସୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୧୫୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ବର୍ଷ ବୟସରୁ କମ୍ ୩ ଶହ ୨୯ ଜଣ ଆକ୍ରାନ୍ତ ଅଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଂଘରୋଧରୁ

ଦେଶରେ ଲକ୍ଷେ ତଳେ ଦୈନିକ ସଂକ୍ରମଣ.. ରାଜ୍ୟରେ ୨ ହଜାର ତଳେ

ଦେଶରେ ଲକ୍ଷେ ତଳେ ଦୈନିକ ସଂକ୍ରମଣ । ଦିନକରେ ୮୩ ହଜାର ୮୭୬ ନୂଆ ମାମଲା ସାମ୍ନାକୁ ଆସିଛି । ଡେଲି ପଜିଟିଭିଟି ରେଟ୍ ୭ ଦଶମିକ ୨୫ ପ୍ରତିଶତ ରହିଛି । ଗତ ୨୪ ଘଂଟାରେ ୮୯୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।ଏହାକୁ ମିଶାଇ ଦେଶରେ

ଲତାଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ

ନୀରବି ଗଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର। ଆଜି ସକାଳେ ତାଙ୍କର ପରଲୋକ ହୋଇଥିବା ବେଳେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ