Browsing Category
ଦେଶ
ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରଲୋକ
ନୀରବିଗଲେ ସ୍ୱର ସାମ୍ରାଜ୍ଞୀ ! ୨୯ଦିନ ହେଲା ଭେଣ୍ଟିଲେଟରରେ ଥିଲେ ଲତା ମଙ୍ଗେସକର । ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲ ସାମ୍ନାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କରୋନାରେ ସଂକ୍ରମିତ ହେବା ପରେ ଗତ ଜାନୁଆରୀ ୮!-->…
ତଳମୁହାଁ ସଂକ୍ରମଣ, ମୃତ୍ୟୁସଂଖ୍ୟା ଉପରମୁହାଁ
ରାଜ୍ୟରେ କମୁଛି ସଂକ୍ରମଣ ହେଲେ କମୁନି ମୃତ୍ୟୁ । ୨୪ ଘଂଟାରେ ୨ ହଜାର ୬୦୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୩୪୯ଜଣ । ସଂଗରୋଧରୁ ୧୫ଶହ ୨୧ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ହଜାରେ!-->…
ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର
ଜମ୍ମୁ-କାଶୀ୍ମରର କାଶ୍ମୀର ଘାଟି ଓ ଜମ୍ମୁ ସମ୍ବାଗରେ ଭୂମିକମ୍ପ ଅନୁଭୂତ ହୋଇଛି ।ଶନିବାର ଭୋର ସମୟରେ ହାଲକା ଭୂମିକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ- ଏନସିଆର ଓ ଅନ୍ୟ ଇଲାକାରେ ମଧ୍ୟ ହାଲକା ଭୂମିକମ୍ପ ଅନୁଭୂତ ହୋଇଛି । ଜମ୍ମୁରେ!-->…
ଦିଲ୍ଲୀରେ ଖୋଲିବ ସ୍କୁଲ, ରାତି ୧୧ଟାରୁ ନାଇଟ କର୍ଫ୍ୟ
ଆସନ୍ତା ସୋମବାରରୁ ଦିଲ୍ଲୀରେ ଶିକ୍ଷାନୁଷ୍ଠାନରେ ଖୋଲିବ ତାଲା । ଆରମ୍ଭ ହେବ ଶ୍ରେଣୀ ଗୃହ ପାଠପଢା । ଆସନ୍ତା ୭ ତାରିଖରୁ ସ୍କୁଲ ଖୋଲିବା ନେଇ ନିଷ୍ପତି ନିଆଯାଇଛି । ଆସନ୍ତା ୭ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ!-->…
୨୦୨୨ ନିଟ୍ ପିଜି ପରୀକ୍ଷା ସ୍ଥଗିତ
ସ୍ଥଗିତ ରହିଲା ୨୦୨୨ ନିଟ୍ ପିଜି ପରୀକ୍ଷା । ପରୀକ୍ଷା ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ନିଟ୍ ପିଜି ପରୀକ୍ଷା ହେବାର ଥିଲା । ୬ରୁ ୮ ସପ୍ତାହ ପର୍ୟ୍ୟନ୍ତ!-->…
ତଳମୁହାଁ କରୋନା ଗ୍ରାଫ୍
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ । ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଂଟାରେ ୨ ହଜାର ୬୯୭ ନୂଆ ଆକ୍ରାନ୍ତ ଚିହ୍ନଟହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୫୬୮ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୨୯ ଜଣ ଚିହ୍ନଟ!-->…
ନଦୀରେ ଭାସିଯାଇଥିଲେ ୩୮ ଡ୍ରାଗନ ସେନା
ଗଲୱାନ ସଂଘର୍ଷକୁ ନେଇ ଖୋଲିଲା ଚୀନର ପୋଲ୍ । ଗଲୱାନ୍ ସଂଘର୍ଷରେ ମରିଥିଲେ ୩୮ ଚୀନ୍ ସେନା । ଅଷ୍ଟ୍ରେଲିଆ ନ୍ୟୁଜ୍ ପେପର ‘ଦ କ୍ଲାକସନ’ରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଭାରତ-ଚୀନ୍ ମଧ୍ୟରେ ସଂଘର୍ଷ ବେଳେ!-->…
କରୋନା: କେଉଁ ଜିଲ୍ଲାରୁ କେତେ ପଜିଟିଭ?
ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୬୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୫୧୫ ଜଣ ଅଛନ୍ତି। ୨,୧୧୫ ଜଣ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୫୧୪ଟି ହେଉଛି ଲୋକାଲ୍!-->…
ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ନିଆଁ
ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଟ୍ରେନଟି ପୁରୀ ଫେରୁଥିବା ବେଳେ ମହାରାଷ୍ଟ୍ର ନନ୍ଦୁରବାର ଷ୍ଟେସନରେ ଅଗ୍ନିକାଣ୍ଡ ହୋଇଥିଲା । ଦିନ ପାଖାପାଖି ୧୦ଟା ୩୦ରେ ଟ୍ରେନର ଥିବା ପ୍ୟାଂଟ୍ରି କାରରେ ନିଆଁ ଲାଗିଯାଇଥିଲା ।!-->…
କମୁଛି କରୋନା ସଂକ୍ରମଣ
ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଂଟା ଭିତରେ ୪ ହଜାର ୮୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ଶୁନରୁ ୧୮ ବର୍ଷ ଭିତରେ ୬୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ହଜାର ୮୦୯ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା!-->…