THE BYAPINI
Browsing Category

ଦେଶ

ନାଜାଲ ବୁଷ୍ଟର ଡୋଜ ଟ୍ରାଏଲକୁ ଅନୁମତି

କରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ଏବେ ବୁଷ୍ଟର ଡୋଜ ଦିଆଯାଉଛି । ଦୁଇଟି ଡୋଜ ନେଇସାରିଥିବା ବ୍ୟକ୍ତି କିଭଳି ସଂକ୍ରମଣରୁ ବର୍ତ୍ତିବେ ସେଥିପାଇଁ ବୁଷ୍ଟର ଡୋଜ ଦିଆଯାଉଛି । ଏବେ ଇଞ୍ଜେକସନ ଜରିଆରେ ବୁଷ୍ଟର ଡୋଜ ଦିଆଯାଉଥିବା

କମୁଛି କରୋନା ଗ୍ରାଫ୍

ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ହାର । ଦିନକରେ ଆଉ ୫ ହଜାର ୫୭ ନୂଆ ପଜିଟିଭ୍ ଚିହ୍ନଟ । ଗତକାଲି ଏହି ସଂଖ୍ୟା ଥିଲା ୫ ହଜାର ୯୦୧ । ୨୪ ଘଂଟାରେ ୬୧ ହଜାର ୬୩୫ ନମୁନା ପରୀକ୍ଷା ହୋଇଥିବା ବେଳେ ୫ ହଜାର ୫୭ ପଜିଟିଭ୍

ରାଜ୍ୟରେ ତଳକୁ ଖସୁଛି କରୋନା ଗ୍ରାଫ୍..ଦେଶରେ ସାମାନ୍ୟ ବୃଦ୍ଧି

ଆଜି ରାଜ୍ୟରେ ତଳକୁ ଖସିଛି କରୋନା ମିଟର । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୯୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୮୨ ଜଣ

ପୁଣି ବଢିଲା କରୋନା ସଂକ୍ରମଣ

ଦେଶରେ ପୁଣି ବଢିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟାରେ ୨ ଲକ୍ଷ ୮୫ ହଜାର ୯୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁନଳାରେ ପାଖାପାଖି ୩୦ ହଜାର ନୂଆ ମାମଲା ସାମ୍ନାକୁ ଆସିଛି । ଗତକାଲି ୨ ଲକ୍ଷ ୫୫ ହଜାର

ଦୁର୍ଘଟଣାରେ ବିଧାୟକଙ୍କ ପୁଅ ସମେତ ୭ ମୃତ

ମହାରାଷ୍ଟ୍ରର ବର୍ଦ୍ଧା ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବିଜେପି ବିଧାୟକ ପୁଅ ସମେତ ୭ଜଣଙ୍କ ମୃତ୍ୟୁ ହୋଇଛି । ସୋମବାର ରାତି ପାଖାପାଖି ସାଢେ ୧୧ଟା ସମୟରେ ବର୍ଦ୍ଧା ସେଲସୁରା ନିକଟରେ ଏପରି ଦୁର୍ଘଟଣା ଘଟିଛି ।ଦୁର୍ଘଟଣା

ତଳମୁହାଁ କରୋନା ସଂକ୍ରମଣ

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୫ ହଜାର ୮୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୫୨ଜଣ ୧୮ ବର୍ଷରୁ କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩ ହଜାର ୪୧୩ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨ ହଜାର

ଖସୁଛି ସଂକ୍ରମଣ..ଆଣୁଛି ଆଶ୍ୱସ୍ତି

ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୨୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୨୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ

ଅରୁଣାଚଳ ପ୍ରଦେଶରୁ ନିଖୋଜ ଯୁବକଙ୍କ ମିଳିଲା ପତ୍ତା

ଅରୁଣାଚଳ ପ୍ରଦେଶରୁ ନିଖୋଜ ଯୁବକଙ୍କ ମିଳିଲା ପତ୍ତା । ଭାରତୀୟ ସେନା ସହ ଯୋଗାଯୋଗ କଲା ଚୀନ୍ ପିପୁଲ୍ସ ଲିବରେସନ ଆର୍ମି । ଖୁବଶୀଘ୍ର ଆବଶ୍ୟକ ପ୍ରକ୍ରିୟା ଶେଷ କରି ଯୁବକଙ୍କୁ ଫେରାଇ ଦିଆଯିବ ବୋଲି ଚୀନ କହିଛି । ଭାରତ-ଚୀନ୍ ସୀମା

ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍

ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ ।ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାର ୫୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪୯୪୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭୯ ପଜିଟି ଚିହ୍ନଟ ହୋଇଛନ୍ତି । ସେହିପରି ୦ରୁ ୧୮ ବର୍ଷ

ରାଲି ଓ ରୋଡ ସୋ ଉପରେ ଗୋଟିଏ ସପ୍ତାହ ବଢିଲା କରୋନା କଟକଣା

ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି, ରାଲି ଓ ରୋଡ ସୋ ଉପରେ ଗୋଟିଏ ସପ୍ତାହ ବଢିଲା କରୋନା କଟକଣା । କରୋନା ମହାମାରୀକୁ ନଜରରେ ରଖି କେନ୍ଦ୍ର ନିର୍ବାଚନ ଆୟୋଗ ୫ ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ରୋଡ ସୋ ଓ ରାଲି ଉପରେ