THE BYAPINI
Browsing Category

ଦେଶ

ଘୁଞ୍ଚିଲା ପଞ୍ଜାବ ନିର୍ବାଚନ

ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ: ଫେବୃଆରୀ ୧୪ ପରିବର୍ତ୍ତେ ୨୦ରେ ହେବ ମତଦାନ । ରବି ଦାସଙ୍କ ଜୟନ୍ତୀ ପାଇଁ ରାଜ୍ୟର ସମସ୍ତ ରାଜନୈତିକ ଦଳ ତାରିଖ ଘୁଂଚାଇବାକୁ ନିବେଦନ କରିଥିଲେ । ଏହାପରେ ପଂଜାବ ମୁଖ୍ୟମନ୍ତ୍ରୀ

କମୁଛି ଦୈନିକ ସଂକ୍ରମଣ

ରାଜ୍ୟରେ ୧୦ହଜାର ୪୮୯ କରୋନା ପଜିଟିଭ ଚିହ୍ନଟ ହୋଇଛି । ଗତକାଲି ତୁଳନାରେ ଆଜି କମିଛି ଦୈନିକ କରୋନା ସଂକ୍ରମଣ । ସେହିପରି ଗତକାଲି ତୁଳନାରେ ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ମଧ୍ୟ କମିଛି । ଶୂନରୁ ୧୮ବର୍ଷ ବର୍ଗର ୯୮୨ ଆକ୍ରାନ୍ତ

ଉପରମୁହାଁ କରୋନା ମିଟର

ରାଜ୍ୟରେ ୧୧ ହଜାର ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଜ୍ଝ ଏମାନଙ୍କ ମଧ୍ୟରୁ ୦ ରୁ ୧୮ ବର୍ଷ ମଧ୍ୟରେ ୧୦୧୬ ଥିବାବେଳେ ସଙ୍ଗରୋଧରୁ ୬୪୭୯ ଜଣ ଓ ୪୬୯୮ ଜଣ ସ୍ଥାନୀୟ

ଟିକାକରଣକୁ ପୂରିଲା ବର୍ଷେ

ଦେଶରେ କରୋନା ଟିକାକରଣକୁ ପୂରିଛି ବର୍ଷେ । ଗତ ବର୍ଷ ଜାନୁଆରୀ ୧୬ ତାରିଖରେ ସାରା ଦେଶରେ ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକାକରଣ ଆରମ୍ଭ ହୋଇଥିଲା । ଏହା ପରଠୁ ଦେଶରେ ଟିକାକରଣ କାର୍ୟ୍ୟକ୍ରମ ଜାରି ରହିଛି ।

ଗୋରଖପୁରରୁ ନିର୍ବାଚନ ଲଢିବେ ଯୋଗୀ

ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ବିଜେପିର ୟୁପି ଇନଜାର୍ଜ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀଙ୍କ ନାଁ ଘୋଷଣା

୨୪ ଘଣ୍ଟାର କରୋନା ଗ୍ରାଫ୍

ଦେଶରେ ୨୪ ଘଂଟାରେ ୨ ଲକ୍ଷ ୬୮ହଜାରରୁ ଅଧିକ ସଂକ୍ରମିତ ,୪୦୨ମୃତ୍ୟୁ ରେକର୍ଡ କରାଯାଇଛି । ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୪,୬୩୧ ଅଧିକ ରହିଛି। ଦେଶରେ ଦୈନିକ ପଜିଟିଭିଟି ହାର ୧୬.୬୬% ରହୁଛି । ୨୪ ଘଣ୍ଟାରେ ଚିହ୍ନଟ

ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ

ଜାନୁଆରୀ ୩୧ ତାରିଖରୁ ସଂସଦର ବଜେଟ୍ ଅଧିବେଶନ । ଫେବୃଆରୀ ୧ରେ ସଂସଦରେ ଉପସ୍ଥାପିତ ହେବ ବଜେଟ୍ । ଜାନୁଆରୀ ୩୧ ତାରିଖରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ, ଫେବୃଆରୀ ୧ ତାରିଖରେ କେନ୍ଦ୍ରୀୟ ବଜେଟ୍ ସଂସଦରେ

ସୁପରସ୍ପ୍ରେଡର ହୋଇପାରେ ମାଘମେଳା!

ପ୍ରୟାଗରାଜରେ ସୁପରସ୍ପ୍ରେଡର ହୋଇପାରେ ମାଘମେଳା । ଶୁକ୍ରବାର ଅର୍ଥାତ ଆଜି ମକର ସଂକ୍ରାନ୍ତି ଅବସରରେ ଏଠାରେ ଲକ୍ଷ ଲକ୍ଷ ଲୋକବୁଡ ପକାଉଛନ୍ତି । ଏଠାରେ କରୋନା ବିସ୍ଫୋରଣ ହୋଇସାରିଲାଣି । ଏଠାରେ ବର୍ତମାନ ସୁଦ୍ଧା ୭୦ ପଜିଟିଭି

୨୪ ଘଣ୍ଟାର କରୋନା ଗ୍ରାଫ

ଦେଶରେ ୨୪ ଘଂଟା ମଧ୍ୟରେ ୨ ଲକ୍ଷ ୬୪ ହଜାର ୨୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମଣ ହାର ବର୍ତମାନ ୧୪.୭୮ ପ୍ରତିଶତ ରହିଛି । କରୋନା ସଂକ୍ରମଣ ଗତକାଲି ତୁଳନାରେ ୬.୭ ପ୍ରତିଶତ ବଢିଛି । ଗତକାଲି ତୁଳନାରେ ଆଜି ୧୬

କରୋନା ସଂକ୍ରମଣର ବିସ୍ଫୋରଣ..ସ୍ଥିତି ଅସମ୍ଭାଳ

ଦେଶରେ କୋଭିଡ୍‌ର ଦୈନିକ ମାମଲା ୨ ଲକ୍ଷ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୭ ପ୍ରତିଶତ ଏକ ଲମ୍ବ ଡିଆଁ ମାରିଛି ଭାଇରସ୍‌। ଆଜି ଭାରତରେ ୨,୪୭,୪୧୭ଟି ରେକର୍ଡ଼ସ୍ତରୀୟ କୋଭିଡ୍ ମାମଲା ଚିହ୍ନଟ ହୋଇଛି। ବୁଧବାର ଦେଶରେ ୧,୯୪,୭୨୦ଟି