Browsing Category
ଦେଶ
ଆଜି ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା
ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ।ଦେଶର କୋଭିଡ ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନ ୪ଟା ୩୦ରେ ଭିଡିଓ କନଫରେନ୍ସିଂରେ ଏହି!-->…
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ; ତଦନ୍ତ କମିଟି ଗଠନ କଲେ ସୁପ୍ରମିକୋର୍ଟ
ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲାର ତଦନ୍ତ ପାଇଁ କମିଟି ଗଠନ କଲେ ସୁପ୍ରିମକୋର୍ଟ । ୪ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କ!-->…
ମାଡିଚାଲିଛି ସଂକ୍ରମଣ..ସ୍ଥିତି ଉଦବେଗଜନକ
ଦେଶରେ ୨ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ । ଦିନକରେ ଚିହ୍ନଟ ହେଲେ ଲକ୍ଷେ ୯୪ ହଜାର ୭୨୦ ପଜିଟିଭ୍ ।ସଂକ୍ରମଣ ହାର ବି ୧୧ ଦଶମିକ ୦୫ ପ୍ରତିଶତ ହୋଇଯାଇଛି । ଗତକାଲି ତୁଳନାରେ ୨୬ହଜାର ୬୫୭ ଅଧିକ ମାମଲା ସାମ୍ନାକୁ ଆସିଛି । ସେହିପରି!-->…
ଲକଡାଉନ୍ ମୁହାଁ ଦିଲ୍ଲୀ !
ଦେଶରେ କରୋନା ମହାମାରୀ ପାଇଁ ସ୍ଥିତି ସଙ୍ଗୀନ ହେବାକୁ ଲାଗିଲାଣି। ଚିନ୍ତା ବଢ଼ାଇଲାଣି ଓମିକ୍ରନ୍ ଭାରିଏଣ୍ଟ। ପ୍ରାୟ ସବୁ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ବଢ଼ି ଚାଲିଛି। ଦେଶରେ ରାଜଧାନୀ ଦିଲ୍ଲୀରେ କରୋନା ଓ!-->…
ଲତା ମଙ୍ଗେଶକରଙ୍କୁ କରୋନା
ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେଶକର କରୋନା ପଜିଟିଭ୍ । ୯୨ ବର୍ଷିୟ ଏହି ଗାୟିକା କରୋନା ସଂକ୍ରମିତ ହେବା ପରେ ତାଙ୍କୁ ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ତାଙ୍କର ଜଣେ ସଂପର୍କୀୟ ସୂଚନା ଦେଇଛନ୍ତି!-->…
ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ଆଜି ଅପରାହ୍ଣ ୪ଟାରେ କୋଭିଡ୍ ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଗତ ଶନିବାର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ ମୋଦୀ ।ଦେଶରେ କରୋନା ସଂକ୍ରମିତଙ୍କ!-->…
କାୟା ମେଲାଉଛି କରୋନା
ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୬୮,୦୬୩ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୭୭ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ହାର କମ ରହିଛି। ଗତକାଲି ସଂକ୍ରମଣ ହାର!-->…
ଦ୍ରୁତ ଗତିରେ ବ୍ୟାପୁଛି ସଂକ୍ରମଣ..ବଢିଲା ଭୟ
ରାଜ୍ୟରେ ୫ ହଜାର ମୁହାଁ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୪୮୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ ସଙ୍ଗରୋଧରୁ ୨୮୨୩ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୦୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଶୂନରୁ ୧୮!-->…
ଗୁଜୁରାଟରେ ୧୦ ଜଣ ପାକିସ୍ତାନୀଙ୍କୁ ଅଟକ
ଗୁଜୁରାଟରେ ୧୦ ଜଣ ପାକିସ୍ତାନୀଙ୍କୁ ଅଟକ ରଖିଲା ତଟରକ୍ଷା ବାହୀନି । ଏ ସମସ୍ତ ପାକିସ୍ତାନୀ ‘ୟାସୀନ’ ନାମକ ଏକ ଡଙ୍ଗାରେ ଥିଲେ । ଏହି ଘଟଣା ଜାନୁଆରୀ ୮ ତାରିଖ ରାତିରେ ଏକ ଅପରେଶନ ବେଳେ ଘଟିଥିଲା । ସେମାନଙ୍କୁ ପଚରା ଉଚରା ପାଇଁ!-->…
ଜାନୁଆରୀ ମଝିରେ ଶୀର୍ଷ ଛୁଇଁବ କରୋନା
ଜାନୁଆରୀ ମଝିରେ ଶୀର୍ଷ ଛୁଇଁବ କରୋନା । ଆଇଆଇଟି କାନପୁରର ଗଣିତଜ୍ଞ ପ୍ରଫେସର ମିନିନ୍ଦର ଅଗ୍ରୱାଲଙ୍କ ଆକଳନ ଅନୁସାରେ, ମୁମ୍ବାଇ ଓ ଦିଲ୍ଲୀ ଭଳି ସହରରେ ଚଳିତ ମାସ ତୃତୀୟ ସପ୍ତାହ ଆଡକୁ କରୋନା ସଂକ୍ରମଣ ପିକ୍ ଛୁଇଁପାରେ । ତେବେ!-->…