Browsing Category
ଦେଶ
ମୋଦୀ କରିବେ କରୋନା ସମୀକ୍ଷା
ଦେଶରେ ନିୟନ୍ତ୍ରଣ ବାହାରେ କରୋନା ସ୍ଥିତି । କରୋନା ସଂକ୍ରମଣ ଓ ତାର ନିୟନ୍ତ୍ରଣ ନେଇ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ସୂଚନା ମିଳିଛି । ଏହି!-->…
ଦେଶରେ ସଂକ୍ରମଣ ବେକାବୁ..ଦିନକରେ ଦେଢ ଲକ୍ଷ ଟପିଲା
ଦେଶରେ ଆଜି ଦେଢ ଲକ୍ଷ ଉପରେ କରୋନା ପଜିଟିଭ୍ । ୨୪ ଘଣ୍ଟା ଭିତରେ ସଂକ୍ରମଣ ୧,୫୯,୬୩୨ ଥିବାବେଳେ ୩୨୭ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୪୦, ୮୬୩ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି । ଏବେଯାଏଁ ଦେଶରେ କରୋନାର ୫, ୯୦,୬୧୧ ସକ୍ରିୟ!-->…
୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ..ଜାଣନ୍ତୁ କେଉଁଠି କେବେ?
୫ ରାଜ୍ୟରେ ପଡିବ ନିର୍ବାଚନ ଭୋଟ୍ । ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ନିର୍ବାଚନ୍ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ଯାହାକି!-->…
କାୟା ମେଲାଉଛି କରୋନା
ସାରା ଦେଶରେ ଆରମ୍ଭ ହୋଇଗଲାଣି ତୃତୀୟ ଲହର । ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୪୧,୯୮୬ କରୋନା ଭାଇରସ୍ ଜନିତ ନୂତନ ସଂକ୍ରମଣ ଓ ୨୮୫ମୃତ୍ୟୁ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ!-->…
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: କେନ୍ଦ୍ରୀୟ ଟିମର ତଦନ୍ତ
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସମସ୍ତ ରେକର୍ଡ ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନମନ୍ତ୍ରୀଙ୍କ ସେଦନିର ଗସ୍ତର!-->…
ଚାଷୀଙ୍କ ପାଇଁ ବିଜୁଳି ବିଲ୍ ଅଧା କଲେ ୟୁପି ମୁଖ୍ୟମନ୍ତ୍ରୀ
ଉତ୍ତରପ୍ରଦେଶବାସୀଙ୍କୁ ଏକ ବଡ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଜାନୁଆରୀରୁ ଚାଷୀଙ୍କ ବିଦ୍ୟୁତ୍ ଶୁଳ୍କ ଅଧା କରାଯାଇଛି। ଫଳରେ ଚାଷୀଙ୍କ ବିଦ୍ୟୁତ୍ ବିଲ୍ ୫୦ ପ୍ରତିଶତ ହ୍ରାସ ପାଇବ। ସରକାରଙ୍କ ଏହି ନିଷ୍ପତ୍ତି!-->…
ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ..ଦେଶରେ ଲକ୍ଷେ ଟପିଲା..
ଉପର ମୁହାଁ କରୋନା ଗ୍ରାଫ। ଦେଶରେ ଲକ୍ଷେ ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଂଟା ଭିତରେ ୧ ଲକ୍ଷ ୧୭ ହଜାର ୧୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଗତକାଲି ୯୦ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଥିଲା ।ଗତକାଲି ତୁଳନାରେ ୨୮.୮!-->…
ସୁରକ୍ଷାରେ ତ୍ରୁଟି: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ଭବନରେ ଏହି!-->…
ଚିନ୍ତା ବଢାଇଲା ସଂକ୍ରମଣ..
ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି ଦେଶରେ କରୋନା ସଂକ୍ରମଣ । ଦେଶରେ ଲକ୍ଷେ ମୁହାଁ ଦୈନକ ସଂକ୍ରମଣ । ୨୪ଘଣ୍ଟାରେ ୯୦ହଜାର ୯୨୮ ପଜିଟିଭ ଚିହ୍ନଟ ହୋଇଛନ୍ତି । କାଲି ତୁଳନାରେ ୫୬.୫ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ସେହିପରି!-->…
‘ମୁଁ ଜୀବିତ ଫେରିିଛି, ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ’
ଆଜି ପଞ୍ଜାବରେ ମଝି ରାସ୍ତାରେ ଅଟକିଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ । ଫ୍ଲାଏଓଭର ଉପରେ ପ୍ରାୟ ୧୫ରୁ ୨୦ ମିନିଟ୍ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫଶି ରହିଥିଲା । ଆଉ ଏହିଠାରୁ ସଭାସ୍ଥଳକୁ ଯିବା ପରିବର୍ତ୍ତେ ପୁଣିଥରେ!-->…