Browsing Category
ଦେଶ
ରାମମନ୍ଦିର ଉପରେ ଡାକ ଟିକେଟ୍ ଉନ୍ମୋଚନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଉପରେ ଏକ ସ୍ମାରକ ଡାକ ଟିକେଟ୍ ଉନ୍ମୋଚନ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ସାରା ବିଶ୍ୱରେ ପ୍ରଭୁ ରାମଙ୍କ ଉପରେ ପ୍ରକାଶିତ ଷ୍ଟାମ୍ପଗୁଡ଼ିକର ଏକ!-->…
ଜାନୁଆରୀ ୨୨ରେ ଛୁଟି ଘୋଷଣା କଲେ ୫ ରାଜ୍ୟ
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ ପୂର୍ବରୁ କେବଳ ଉତ୍ତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ଜାନୁଆରୀ ୨୨ ସାରା ରାଜ୍ୟରେ ଛୁଟି ଘୋଷଣା କରିଥିବାବେଳେ ଏବେ ଆଉ ୫ରାଜ୍ୟ ସାର୍ବଜନୀକ ଛୁଟି!-->…
ଆଜି ଗର୍ଭଗୃହରେ ରାମଲଲାଙ୍କ ଶ୍ୟାମଳ ମୂର୍ତ୍ତି ହେବ ସ୍ଥାପନ
ନୂଆଦିଲ୍ଲୀ: ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ଅଯୋଧ୍ୟା ସହର । ପ୍ରାଣ ପ୍ରତିଷ୍ଠା ପୂଜାର ଦ୍ୱିତୀୟ ଦିନରେ ମନ୍ଦିରରେ ପୁରୁଷୋତମଙ୍କ ଶ୍ୟାମଳ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ ହୋଇଛି । ଆଜି ଗର୍ଭଗୃହରେ ରାମ!-->…
ବାଣ କାରଖାନାରେ ବିସ୍ଫୋରଣ: ୨୩ ମୃତ
ନୂଆଦିଲ୍ଲୀ: ମଧ୍ୟ ଥାଇଲ୍ୟାଣ୍ଡର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏଥିରେ ୨୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆଗକୁ ଆହୁରି ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା!-->…
ଆଫଗାନିସ୍ଥାନକୁ ପରାସ୍ତ କରି ସିରିଜକୁ ୩-୦ରେ କ୍ଲିନ ସ୍ୱିପ କଲା ଭାରତ
ନୂଆଦିଲ୍ଲୀ: ଦୁଇ ଦୁଇ ଥର ସୁପର ଓଭର, ଆଉ ଶେଷରେ ବିଜୟ ହାସଲ କଲା ଭାରତ। ସିରିଜକୁ ୩-୦ରେ କଲା କ୍ଲିନ ସ୍ୱିପ୍ । ବୁଧବାର ବେଙ୍ଗାଲୁରୁରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ଥାନକୁ ପରାସ୍ତ କରି ସିରିଜକୁ ୩-୦ରେ!-->…
ଭୟଙ୍କର ସଡକ ଦୁର୍ଘଟଣା; ୪ ପୋଲିସ କର୍ମୀ ମୃତ
ଚଣ୍ଡିଗଡ଼: ପଞ୍ଜାବରେ ଭୟଙ୍କର ସଡକ ଦୁର୍ଘଟଣା । କୁହୁଡି ଯୋଗୁଁ ରାସ୍ତାଘାଟ ଦେଖା ନଯିବାରୁ ଟ୍ରକକୁ ପଛପଟୁ ଧକ୍କା ଦେଲା ପୋଲିସ ବସ୍ । ଦୁର୍ଘଟଣାରେ ଚାଲିଗଲା ୪ ଜଣ ପୋଲିସ କର୍ମୀଙ୍କ ଜୀବନ । ବୁଧବାର ପଞ୍ଜାବ ହୋସିଆରପୁରରେ ଏଭଳି!-->…
ଆସାମରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ : ଆସାମର ଦାରଙ୍ଗରେ ବୁଧବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।ଭାରତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ଏହି ଭୂକମ୍ପ ଝଟକାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଛି। ଭୂମିକମ୍ପର ଝଟକା ଦାରଙ୍ଗ!-->…
ଆଖି ବୁଝିଲା ପୁଣି ଏକ ଚିତା
ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଝିଲା ପୁଣି ଏକ ଚିତା । ନାମିବ୍ୟାରୁ ଆସିଥିବା ଚିତାବାଘଙ୍କ ମଧ୍ୟରୁଶୌର୍ୟ୍ୟ ନାମକ ଚିତା ବାଘର ମୃତ୍ୟୁ ହୋଇଛି। ଏହା ପୂର୍ବରୁ ୩ ଚିତାବାଘ ଶାବକ ସହ ୬ ବୟସ୍କ ବାଘଙ୍କ ମୃତ୍ୟୁ!-->…
ମାଞ୍ଜା ସୂତା ଯୋଗୁଁ ୨ ଶିଶୁ ମୃତ
ନୂଆଦିଲ୍ଲୀ: ଘାମକର ସଂକ୍ରାନ୍ତିରେ ମାଞ୍ଜା ସୂତା ନେଇଛି ୨ ଶିଶୁଙ୍କ ଜୀବନ । ମଧ୍ୟପ୍ରଦେଶ ଧାର ଓ ଗୁଜୁରାଟର ମହିସାଗର ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ ୪ ବର୍ଷ ଓ ୭ ବର୍ଷ ।
ସୂଚନା!-->!-->!-->…
ପରଲୋକରେ କବି ମୁନାୱାର ରାଣା
ଲକ୍ଷ୍ନୌ: ପ୍ରସିଦ୍ଧ ଉର୍ଦ୍ଦୁ କବି ମୁନାୱର ରାଣାଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ସେ ଲକ୍ଷ୍ନୌ ପିଜିଆଇରେ ଚିକିତ୍ସାଧୀନ ଥିଲେ। ରାଣାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ମୁନାୱର କିଡନୀ ଏବଂ!-->…