THE BYAPINI
Browsing Category

ଦେଶ

ଦିଲ୍ଲୀରେ ଓମିକ୍ରନ ଭୟ, ମେଟ୍ରୋରେ ଲାଗିଲା ଲମ୍ବା ଲାଇନ୍

ଓମିକ୍ରନ ଓ କୋଭିଡ ବିପଦ ବଢିବା ପରେ ଦିଲ୍ଲୀରେ ବଢିଛି କଟକଣା । ୫୦ ପ୍ରତିଶତ ତଥା ଅଧା ଯାତ୍ରୀରେ ମେଟ୍ରୋ ଟ୍ରେନ ଚାଲିବାକୁ ଥିବା ବେଳେ ଛିଡା ହୋଇ ଯାତ୍ରାକୁ ନିଷିଦ୍ଧ କରାଯାଇଛି। ଦିଲ୍ଲୀ ବିପର୍ୟ୍ୟୟ ପ୍ରଶାସନ କର୍ତ୍ତୃପକ୍ଷ ବା

ଭୟ ଭିତରେ ଭଲ ଖବର: ଆଉ ୨ ଟିକାକୁ ମିଳିଲା ମଞ୍ଜୁରୀ

ଓମିକ୍ରନ ଭୟ ଭିତରେ ଆଶ୍ୱସ୍ତିକର ଖବର । କରୋନା ବିରୋଧୀ ଲଢେଇରେ ଆଉପାଦେ ଆଗକୁ ବଢିଲା ଭାରତ । ଦେଶରେ ଆଉ ଦୁଇଟି ଟିକାକୁ ମିିିଳିଲା ମଞ୍ଜୁରୀ । କୋର୍ବେଭାକ୍ସ ଓ କୋଭାଭାକ୍ସକୁ ମଞ୍ଜୁରୀ ମିଳିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ

ସୌରଭ ଗାଙ୍ଗୁଲିଙ୍କୁ କରୋନା

ବିସିସିଆଇ ଅଧ୍ୟକ୍ଷ ତଥ୍ୟା ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ସୌରଭ୍ ଗାଙ୍ଗୁଲିଙ୍କୁ କରୋନା । ଗାଙ୍ଗୁଲି କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ କୋଲକତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗାଙ୍ଗୁଲିଙ୍କ କରୋନା

ବାୟୁ ସେନାର ପୁଣି ଏକ ହେଲିକପ୍ଟର ଦୁର୍ଘଟଣା, ପାଇଲଟ ମୃତ

ଭାରତୀୟ ବାୟୁସେନାର ସୁପରସୋନିକ ଫାଇଟର ଜେଟ୍ ଏମଆଇଜି-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତ-ପାକିସ୍ତାନ ସୀମା ଜୈସଲମର ନିକଟରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ

କେନ୍ଦ୍ରର ‘ଓମିକ୍ରନ’ ଗାଇଡଲାଇନ୍

କରୋନାର ନୂଆ ପ୍ରଜାତି ଓମିକ୍ରନର ସଂକ୍ରମଣ ବଢୁଥିବା ବେଳେ ରାଜ୍ୟ ଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର ।ରାଜ୍ୟ ପାଇଁ ନିର୍ଦ୍ଦେଶାବଳୀ ଜାରି କଲା କେନ୍ଦ୍ର । ନିୟମ ପାଳନ କରିବାରେ ଅବହେଳା ନକରି କଡାକଡି

ଚିନ୍ତା ବଢାଇଲା ଓମିକ୍ରନ, ମୋଦୀ ଡାକିଲେ ବୈଠକ

ପୁଣି ସରକାରଙ୍କ ଚିନ୍ତା ବଢାଇଲା ଓମିକ୍ରନ । ଦେଶରେ ମୋଟ ୨୨୦ ଜଣ ଲୋକ ଏହି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇସାରିଲେଣି । ଓମିକ୍ରନ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧିପାଇବାରେ ଲାଗିଛି । ଏହାର ମୁକାବିଲା ନେଇ ଆସନ୍ତା କାଲି

ଓମିକ୍ରନ: ୫ ଦିନରେ ୪ ଗୁଣା ବୃଦ୍ଧି

ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି ଓମିକ୍ରନ୍ । କେବଳ ୫ ଦିନରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୪ ଗୁଣା ବଢି ୨୧୮ରେ ପହଞ୍ଚିଛି । ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୫ରେ ପହଞ୍ଚିଛି । ଦିଲ୍ଲାରେ ୫୪ ଜଣ ଓମିକ୍ରନ

ଭାରତରେ ପହଂଚିଲା ଏସ-୪୦୦ ମିସାଇଲ

ଭାରତରେ ପହଂଚିଲା ଅଭେଦ୍ୟ ମହାକବଚ ଏସ-୪୦୦ । ଏହି ମିସାଇଲର ପୂରା ନାମ ହେଉଛି ଏସ-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ । । ଏହାକୁ ପ୍ରଥମ ପର୍ୟ୍ୟାୟରେ ପଞ୍ଜାବରେ ସ୍ଥାପିତ କରାଯାଇଛି । ଏହି ମିସାଇଲ ଭାରତରେ ପହଂଚିବା ପରେ ଏବେ

ଦେଶରେ ୨୦୦ ଛୁଇଁଲା ଓମିକ୍ରନ

ଦେଶରେ ଓମିକ୍ରନ ଭ୍ୟାରିଆଣ୍ଟ ଦ୍ରୁତ ଗତିରେ ମାଡି ଚାଲିଛି । ଦେଶରେ ୨୦୦ ଛୁଇଁଲା ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ୧୨ଟି ରାଜ୍ୟକୁ ବ୍ୟାପିଲାଣି ଓମିକ୍ରନ୍ ଭୂତାଣୁ । ୨୦୦ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୭୭ଜଣ ସୁସ୍ଥ ହେଲେଣି ।

ଇଡିରେ ହାଜର ହେଲେ ଐଶ୍ୱର୍ଯ୍ୟା ରାୟ

ଇଡି କାର୍ୟ୍ୟାଳୟରେ ହାଜର ହେଲେ ଐଶ୍ୱର୍ୟ୍ୟା ରାୟ । ପାନାମ ପେପର୍ସ ଲିକ୍ ମାମଲାରେ ସମନ କରିଥିଲା ଇଡି । ଏହାପରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଦିଲ୍ଲୀ କାର୍ୟ୍ୟାଳୟରେ ହାଜର ହୋଇଛନ୍ତି ଐଶ୍ୱର୍ୟ୍ୟା ରାୟ ବଚ୍ଚନ । ଐଶ୍ୱର୍ୟ୍ୟାଙ୍କୁ