Browsing Category
ଦେଶ
ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ
ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ । ପାନାମ ପେପର୍ସ ଲିକ୍ ମାମଲାରେ ସମନ କରିଛି ଇଡି । ଐଶ୍ୱର୍ୟ୍ୟାଙ୍କୁ ପଚରାଉଚରା ପାଇଁ ଡାକିଛି ପ୍ରବର୍ତ୍ତନନିର୍ଦ୍ଦେଶାଳୟ । ପୂର୍ବରୁ ମଧ୍ୟ ଏହି ମାମଲାରେ ଐଶ୍ୱର୍ୟ୍ୟାଙ୍କୁ!-->…
ଦେଶରେ ଦ୍ରୁତ ଗତିରେ ମାଡୁଛି ଓମିକ୍ରନ
ଦେଶରେ ମାଡିଚାଲିଛି ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ଏବେ ଓମିକ୍ରନ ସଂକ୍ରମିତଙ୍କ ମାମଲା ସାମନାକୁ ଆସୁଛି । ଆଜି କର୍ଣ୍ଣାଟକରୁ ୫ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକ ସ୍ୱାସ୍ଥ୍ୟ!-->…
ମୁମ୍ବାଇ: ସ୍କୁଲରେ ମାଡିଲା କରୋନା
ବିଶ୍ୱରେ ଓମିକ୍ରନ ମାମଲା ବଢିବାରେ ଲାଗିଛି । ଭାରତରେ ମଧ୍ୟ ଏହା ଦ୍ରୁତ ଗତିରେ ମାଡୁଛି । ଭାରତରେ ଏବେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୧୩ରେ ପହଞ୍ଚିଛି । ମହାରାଷ୍ଟ୍ରର ନଭୀ ମୁମ୍ବାଇରେ କରୋନା ବିସ୍ଫୋରଣ । ଧନସୋଲୀସ୍ଥିତ ଏକ!-->…
ଦେଶରେ ବଢିବାରେ ଲାଗିଛି ଓମିକ୍ରନ ମାମଲା
ଦେଶରେ ବଢିବାରେ ଲାଗିଛି ଓମିକ୍ରନ ସଂକ୍ରମଣ ମାମଲା । ଦେଶରେ ଓମିକ୍ରନ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭୭ରେ ପହଁଚିଗଲାଣି । ଦିଲ୍ଲୀରୁ ଆଜି ୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ଓମିକ୍ରନ୍!-->…
ଆଖି ବୁଜିଲେ ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ
ତାମିଲନାଡୁର କୁନୁରରେ ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂହଙ୍କର ଦହାନ୍ତ ହୋଇଛି । ଦୀର୍ଘଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଟ୍ୱିଟ କରି ସୂଚନା!-->…
ଭୟ ବଢାଇଲା ‘ଓମିକ୍ରନ’
ଭୟ ବଢାଇଲା ଓମିକ୍ରନ । ଦେଶରେ ଦିନକୁ ଦିନ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ଆଉ ୮ ଆକ୍ରାନ୍ତ ଚିହ୍ନଟ ପରେ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିିଛି । ଏହି ୮ଜଣଙ୍କ ମଧ୍ୟରୁ!-->…
ରାଜଧାନୀ ଦିଲ୍ଲୀରେ ଆଉ ୪ ଓମିକ୍ରନ ଆକ୍ରାନ୍ତ
ବିଶ୍ୱରେ ଦ୍ରୁତ ଗତିରେ ମାଡିଚାଲିଛି ଓମିକ୍ରନ ଭ୍ୟାରିଆଣ୍ଟ । ଦେଶରେ ମଧ୍ୟରେ ଓମିକ୍ରନ ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କ ସଂଖା ବଢିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ୪ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ!-->…
କରୀନାଙ୍କ ଘର ସିଲ୍ କଲା ବିଏମସି
କରୀନା କପୁର ଖାନ ଏବଂ ତାଙ୍କର ଘନିଷ୍ଠ ବନ୍ଧୁ ଅମୃତା ଆରୋଡା କରୋନା ସଂକ୍ରମିତ ପରେ ତାଙ୍କ ବାସଭବନକୁ ସିଲ୍ କରିଛି ବିଏମସି । ବିଏମସି ପକ୍ଷରୁ କୁହାଯାଇଛି ଯେ, ଯଦିଓ ଏଯାଏଁ କରୀନାଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ!-->…
ଆତଙ୍କୀ ଆକ୍ରମଣର ଜବାବ ଦେବାକୁ ସେନା ପ୍ରସ୍ତୁତ
ଜମ୍ମୁ କାଶ୍ମୀରରେ ଶ୍ରୀନଗରରେ ହୋଇଥିବା ସୋମବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆଉ ଜଣେ ପୁଲିସ ସହିଦ ହୋଇଛନ୍ତି । ଏବେ ସହିଦଙ୍କ ସଂଖ୍ୟା ବଢିକି ୩ରେ ପହଞ୍ଚିଛି । ଶ୍ରୀନଗରରେ ସୋମବାର ସନ୍ଧ୍ୟାରେ ସମୟରେ ଏକ ବସ ଉପରେ!-->…
ଡେଲଟାଠୁ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ..ସତର୍କ କରାଇଲା ‘ହୁ’
ଡେଲଟାଠାରୁ ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ପ୍ରଜାତି ଓମିକ୍ରନ । ଏନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓ କହିଛି, ଡେଲଟା ଭୂତାଣୁ ଠାରୁ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ । ତେବେ ରୋଗୀଙ୍କ ଠାରେ!-->…