Browsing Category
ଦେଶ
ଭାରତ ଜିତିଲା ମିସ୍ ୟୁନିଭର୍ସ ଟାଇଟଲ
ଭାରତ ଜିତିଲା ମିସ୍ ୟୁନିଭର୍ସ ଟାଇଟଲ ୨୦୨୧ । ମିସ୍ ୟୁନିଭର୍ସ ୨୦୨୧ ତାଜ ପିନ୍ଧିଲେ ହରନାଜ୍ କୌର । ତେବେ ଦୀର୍ଘ ୨୧ ବର୍ଷ ପରେ ଏହି ଟାଇଟଲ ପୁଣି ହାସଲ କରିଛି ଭାରତ । ୭୦ ତମ ମିସ୍ ୟୁନିଭର୍ସ ଭାବେ ବିଜେତା ହୋଇଛନ୍ତି ହରନାଜ!-->…
ସତର୍କ କରାଇଲେ କେନ୍ଦ୍ର ସରକାର
କରୋନା ବଢ଼ୁଥିବାରୁ ଚିଠି ଲେଖି ସତର୍କ କରାଇଲେ କେନ୍ଦ୍ର ସରକାର । ଦେଶରେ ପୁଣି ବଢ଼ୁଛି ସଂକ୍ରମଣ । ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସତର୍କ ହୋଇଯାଇଛନ୍ତି । ବର୍ତ୍ତମାନ ଦେଶର ବିଭିନ୍ନ!-->…
ଆଜି ପଞ୍ଚଭୂତରେ ବିଲୀନ ହେବେ ଜେନେରାଲ ବିପିନ ରାଓ୍ୱତ
ଆଜିି ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କର ହେବ ଅନ୍ତିମ ସଂସ୍କାର । ଏହା ପୂର୍ବରୁ ଦୁଇ ପାର୍ଥିବ ଶରୀରକୁ ସାଧାରଣ ଲୋକେ ସିଡିଏସଙ୍କ ଦିଲ୍ଲୀସ୍ଥିତ କାମରାଜ ମାର୍ଗ ବାସଭବନରେ ଅନ୍ତିମ ଦର୍ଶନ କରିପାରିବେ । ସକାଳ!-->…
ସିଡିଏସ ବିପିନ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ତାମିଲନାଡୁର କୁନ୍ନୁର ଠାରେ ସେନାର ଏମଆଇ-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଖରାପ ପାଗ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଛି । ଏହି ହେଲିକପ୍ଟରରେ ସିଡିଏସ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ବି ଉପସ୍ଥିତ ଥିଲେ । ଏହି ଦୁର୍ଘଟଣା!-->…
ଓମିକ୍ରନ: ସତର୍କ କଲା ‘ହୁ’
କରୋନାର ଡେଲ୍ଟା ପ୍ରଜାତି ତୁଳନାରେ ଓମିକ୍ରନ୍ ପ୍ରଜାତି ଅତ୍ୟନ୍ତ ସଂକ୍ରାମକ। ଓମିକ୍ରନ୍ ପ୍ରଜାତିରେ ଆକ୍ରାନ୍ତ ହେବାର ୯୦ ଦିନ ପରେ ବି ପୁନଃ ସଂକ୍ରମଣ ହେବା ଆଶଙ୍କା ୩ ଗୁଣା ଅଧିକ ରହିଛି। ଡେଲଟା ତୁଳନାରେ ଓମିକ୍ରନ୍!-->…
ଓମିକ୍ରନ: କାହାକୁ ଅଧିକ ବିପଦ?
ଦେଶରେ ଦ୍ରୁତ ଗତିରେ ବ୍ୟାପିଚାଲିଛି ଓମିକ୍ରନ ଭ୍ୟାରିଆଣ୍ଟ । ଡେଲଟା ପ୍ରଜାତି ଠାରୁ ଓମିକ୍ରନ ୩ ଗୁଣ ଅଧିକ ସଂକ୍ରାମକ । ପିଲା ଓ ଟିକା ନେଇ ନଥିବା ବ୍ୟକ୍ତିଙ୍କ ପାଇଁ ଓମିକ୍ରନ ଭୂତାଣୁ ଅଧିକ ବିପଦ ବୋଲି କହିଛନ୍ତି ବିଶ୍ୱ!-->…
ଆଜି ଆସୁଛନ୍ତି ପୁଟିନ୍
ଆଜି ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ପୁଟିନ୍ । କରୋନା ଏବଂ ୟୁକ୍ରେନ୍ ସଙ୍କଟ ଭିତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଭାରତ ଗସ୍ତରେ ଆସୁଥିବାରୁ ଏହା ଉପରେ ପୂରା ବିଶ୍ୱର ନଜର ରହିଛି। ଆମେରିକା ଓ ଚୀନ୍ର!-->…
ଭାରତରୁ ମିଳିଲା ଓମିକ୍ରନ ଭ୍ୟାରିଆଣ୍ଟ..ବଢିଲା ଭୟ
କରୋନାର ନୂଆ ଭୁତାଣୁ ଓମିକ୍ରନକୁ ନେଇ ବିଶ୍ୱବାସୀଙ୍କ ଚିନ୍ତା ବଢିଥିବା ବେଳେ ଭାରତ ଛୁଇଁଛି ଓମିକ୍ରନ ଭୂତାଣୁ । ଭାରତକୁ ମିଶାଇ ବର୍ତ୍ତମାନ ପର୍ୟ୍ୟନ୍ତ ବିଶ୍ୱର ୨୯ ଟି ଦେଶରେ କାୟା ମେଲାଇସାରିଛି ଓମିକ୍ରନ ।କେନ୍ଦ୍ର ସ୍ୱାସ୍ଥ୍ୟ!-->…
ଦିଲ୍ଲୀରେ ୮ ଟଙ୍କା କମିଲା ପେଟ୍ରୋଲ
ଶସ୍ତା ହେଲା ପେଟ୍ରୋଲ । ରାଜଧାନୀ ଦିଲ୍ଲୀରୁ ଆସିଛି ଆଶ୍ୱସ୍ତିକର ଖବର । ଦିଲ୍ଲୀ ସରକାର ସାଧରଣ ଲୋକଙ୍କୁ ପକେଟକୁ ଦୃଷ୍ଟିରେ ରଖି ପେଟ୍ରୋଲ ଦାମ କମ୍ କରିଛନ୍ତି । ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ଭାଟ କମ୍ କରିବାକୁ!-->…
କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ
ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ । ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ । ଲୋକସଭାରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଣିଥିବା କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ!-->…