THE BYAPINI
Browsing Category

ଦେଶ

ପୋଲିସ ଗୁଳିରେ ଟଳିଲେ ୪ ମାଓବାଦୀ

ମହାରାଷ୍ଟ୍ର ପୋଲିସକୁ ବଡ ସଫଳତା । ଗଡଚିରୋଲି ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୪ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏନେଇ ଗଡଚିରୋଲି ଜିଲ୍ଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା

ମଣିପୁରରେ ଆତଙ୍କବାଦୀ ଆକ୍ରମଣ

ମଣିପୁରରେ ଆତଙ୍କବାଦୀ ଆକ୍ରମଣ । ଆକ୍ରମଣରେ ୬ ଜଣଙ୍କ ଜୀବନ ନେଇ ଯାଇଛନ୍ତି ଆତଙ୍କବାଦୀ। ଆତଙ୍କବାଦୀଙ୍କ ଆକ୍ରମଣରେ କମାଣ୍ଡିଂ ଅଫିସର ଓ ୩ ଜଣ ଯବାନ ସହିଦ ହୋଇଛନ୍ତି। ଏଥିସହ କମାଣ୍ଡିଂ ଅଫିସରଙ୍କ ସ୍ତ୍ରୀ ଓ ପୁଅଙ୍କ ଜୀବନ ମଧ୍ୟ

ଏନକାଉଣ୍ଟରରେ ଟଳିଲେ ୩ ଆତଙ୍କୀ

ସେନା ଗୁଳିରେ ଟଳିଲେ ୩ ଆତଙ୍କୀ । ଜମ୍ମୁକାଶ୍ମୀର କୁଲଗ୍ରାମରେ ଏନକାଉଣ୍ଟର । କୁଲଗ୍ରାମରେ ୨ଜଣ ନିହତ ହୋଇଥିବା ବେଳେ ଶ୍ରୀନଗରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ତେବେ କୁଲଗ୍ରାମରେ ନିହତ ହୋଇଥିବା ଦୁଇ ଆତଙ୍କୀ ହିଜବୁଲ

ହସ୍ପିଟାଲରେ ଅଗ୍ନିକାଣ୍ଡ: ଜଳିଗଲେ ୪ ଶିଶୁ

ମଧ୍ୟପ୍ରଦେଶ ଭୋପାଳରେ ଦୁଃଖଦ ଘଟଣା। କମଳା ନେହରୁ ହସ୍ପିଟାଲ ଶିଶୁ ବିଭାଗରେ ଅଗ୍ନିକାଣ୍ଡ । ଶିଶୁ ବିଭାଗରେ ନିଆଁ ଲାଗି ଯିବାରୁ ୪ ଜଣ ଶିଶୁଙ୍କର ଜୀବନ ଯାଇଛି । ୩୬ ନବଜାତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସର୍ଟ ସର୍କିଟ୍ରୁ

ଯବାନଙ୍କ ମଧ୍ୟରେ ଝଗଡ଼ାରୁ ଫୁଟିଲା ଗୁଳି..୪ ଯବାନ ମୃତ

ଛତିଶଗଡ଼ ସୁକମା ସିଆରପିଏଫ କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ଝଗଡ଼ାରୁ ଫୁଟିଛି ଗୁଳି । ପରସ୍ପର ମଧ୍ୟରେ ଗଣ୍ଡଗୋଳ ଲାଗିବା ପରେ ଗୁଳି ବିନିମୟ ହୋଇଛି । ଗଣ୍ଡଗୋଳ ଏତେ ସାଂଘାତିକ ରୂପ ନେଇଥିଲା ସେ ଜଣେ ଯବାନ ତାଙ୍କ ସାଥୀ ଯବାନଙ୍କ ଉପରେ

ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ,ଜଳିଗଲେ ୧୦ ରୋଗୀ

ମହାରାଷ୍ଟ୍ର ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ । ଅହମ୍ମଦନଗର ଜିଲ୍ଲା ସ୍ଥିତ କୋଭିଡ୍ ହସ୍ପିଟାଲରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ ଯୋଗୁ ୧୦ ଜଣ କୋଭିଡ୍ ଆକ୍ରାନ୍ତ ପୋଡ଼ି ହୋଇ ମୃତ୍ୟୁବରଣ

ହଟିଲେ ୱାଙ୍ଖଡେ…ତଦନ୍ତ ଭାର ନେଲେ ସଂଜୟ

ସମୀର ୱାଙ୍ଖଡେ ବିଦା ହେବା ପରେ ଓଡ଼ିଶା କ୍ୟାଡର ଆଇପିଏସଙ୍କୁ ଦାୟିତ୍ୱ । ଓଡିଶା କ୍ୟାଡର ଆଇପିଏସ ସଂଜୟ ସିଂହ କରିବେ ଆରୟନ ମାମଲାର ତଦନ୍ତ । ଆରୟନ ଖାନ ମାମଲା ସହ ଅନ୍ୟ ୫ଟି ମାମଲାକୁ ମଧ୍ୟ ଏନସିବିର ଦିଲ୍ଲୀ ଜୋନକୁ ହସ୍ତାନ୍ତର

କେଦାରନାଥରେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥଙ୍କ ଦର୍ଶନ କରିବା ସହ ୧୨ ଫୁଟ ଉଚ୍ଚ ଓ ୩୫ ଟନ ଓଜନର ଶଙ୍କାରାଚାର୍ୟ୍ୟଙ୍କ ମୂର୍ତ୍ତି ଉେନ୍ମୋଚନ କରିଛନ୍ତି । ଏହାସହ ସେ ଶଙ୍କରାଚାର୍ୟ୍ୟ ସମାଧିସ୍ଥଳର ଲୋକାର୍ପଣ କରିଥିଲେ । ୨୦୧୩

ମହଙ୍ଗା ହେଲା ଗ୍ୟାସ ଦର

ମାସ ଆରମ୍ଭରୁ ମହଙ୍ଗା ମାଡ଼ । ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ଝଟ୍କା । ପ୍ରେଟୋଲ ଓ ଡିଜେଲ ଦର ଲଗାତର ବୃଦ୍ଧି ପାଉଥିବା ବେଳେ ଆଜି ବଢିଛି ଗ୍ୟାସ୍ ଦର । ଅଣସବସିଡି ଗ୍ୟାସ୍ ଦର ବୃଦ୍ଧି ପାଇଛି । ୧୯ କେଜି ସିଲିଣ୍ଡର ଦର ୨୬୬

ତେଲ ଦରରେ ଲାଗୁନି ବ୍ରେକ୍

ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୩୭ ପଇସା ଓ ଡିଜେଲ ୪୦ ପଇସା ମହଙ୍ଗା ହୋଇଛି ।ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ବଢିବା ଦ୍ୱାରା ସରକାରୀ କମ୍ପାନି ଗୁଡିକ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢାଇ