THE BYAPINI
Browsing Category

ଦେଶ

ଜେଲରୁ ବାହାରିଲେ ଶାହାରୁଖଙ୍କ ପୁଅ ଆର୍ୟନ

ଜେଲରୁ ବାହାରିଲେ ଶାହାରୁଖଙ୍କ ପୁଅ ଆର୍ୟନ ଖାନ୍ । କଡା ସୁରକ୍ଷାବଳୟ ଭିତରେ ମୁମ୍ବାଇର ଆର୍ଥର ରୋଡ ଜେଲରୁ ୨୭ ଦିନ ପରେ ମୁକୁଳିଛନ୍ତି ଶାହାରୁଖଙ୍କ ପୁଅ ଆରୟନ । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଅକ୍ଟୋବର ୨ରେ ଆର୍ୟନ

ଆଜି ‘ମନ୍ନତ’ ଫେରିବେ ଆର୍ୟନ

ଆଜି ଜେଲରୁ ମୁକୁଳିବେ ଆରୟନ ଖାନ୍ । ଜାମିନ ଅର୍ଡର ପହଁଚିବାରେ ବିଳମ୍ବ ହେତୁ ଗତକାଲି ଜେଲରୁ ମୁକୁଳି ପାରି ନଥିଲେ ଆରୟନ । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗୁରୁବାର ଆରୟନଙ୍କ ବମ୍ବେ ହାଇକୋର୍ଟ ସର୍ତ କୂଳମ ଜାମିନ ପ୍ରଦାନ

ଜେଲରୁ ମୁକୁଳିବେ ଆର୍ୟନ

ଜେଲରୁ ବେଲ୍ । ଶେଷରେ ବଲିଉଡ୍ ଅଭିନେତା ଶାହାରୁଖ୍ ଖାନଙ୍କ ପୁଅ ଆରୟନ ଖାନଙ୍କୁ ମିଳିଛି ଜାମିନ୍ । ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଆରୟନଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ଆଜି କିନ୍ତୁ ଶାହାରୁଖଙ୍କ ପୁଅକୁ

ତେଲ ଦରରେ ନିଆଁ

ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ପେଟ୍ରୋଲ, ଡିଜେଲ ଦରରେ ଲାଗୁନି ବ୍ରେକ । ଆଜି ଭୁବନେଶ୍ୱର ପେଟ୍ରୋଲ ଦର ଲିଟର ପିଛା ୩୯ ପଇସା ବଢିଥିବାବେଳେ ଡିଜେଲ ୩୫ ପଇସା ବଢିଛି । ଓଡିଶାରେ ପେଟ୍ରୋଲ ଦର ଦେଶର ଦିଲ୍ଲୀ, ଚେନ୍ନାଇ ଓ

ଜାମିନ ଅପେକ୍ଷାରେ ଆର୍ୟନ

ଜାମିନ ଅପେକ୍ଷାରେ ବଲିଉଡ଼ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍ । ଜାମିନ ପାଇଁ ଦୁଇ ଦିନ ଶୁଣାଣି ପରେ ବି ଏହି ଷ୍ଟାରକିଡଙ୍କୁ ମିଳିନି ଜାମିନି । ଆଜି ପୁଣି ଥରେ ବମ୍ବେ ହାଇକୋର୍ଟରେ ହେବ ଶୁଣାଣି । ଆର୍ୟନଙ୍କ ଗିରଫଦାରୀକୁ

କାଲି ଆର୍ୟନଙ୍କ ଜାମିନ ଶୁଣାଣି

ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ଆଜି ବି ହୋଇପାରିଲା ନାହିଁ । ଆସନ୍ତାକାଲିକୁ ଶୁଣାଣି ସ୍ଥଗିତ ରଖିଲେ କୋର୍ଟ । ମଙ୍ଗଳବାର ଦିନ ଉଭୟ ଓକିଲଙ୍କ ମଧ୍ୟରେ ଯୁକ୍ତି ଶେଷ ହୋଇ ନପାରିବାରୁ ଏହି

ଜଳିଗଲେ ପରିବାରର ୪ ଜଣ

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ । ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଜଳିଗଲେ ପରିବାରର ୪ସଦସ୍ୟ । ୪ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଭୋର ୪ଟାରେ ଅଗ୍ନିଶମ ବାହିନୀକୁ

ଆର୍ୟନଙ୍କୁ ମିଳିବ କି ବେଲ୍?

ଆଜି ଆରୟନ ଖାନଙ୍କ ଜାମିନ ଆବେଦନର ମୁମ୍ବାଇ ହାଇକୋର୍ଟରେ ହେବ ଶୁଣାଣି । ଆରୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚେଂଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନର ମଧ୍ୟ ଶୁଣାଣି ହେବ । ଏନଡିପିଏସ କୋର୍ଟରେ ଆରୟନଙ୍କ ଜାମିନ

୧୦୦ କୋଟି ଡୋଜ୍ କେବଳ ସଂଖ୍ୟା ନୁହେଁ ଦେଶର ସାମର୍ଥ୍ୟର ପ୍ରତିବିମ୍ବ

ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହେବା ପରେ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ୧୦୦ କୋଟି ଡୋଜ୍ କେବଳ ଏକ ସଂଖ୍ୟା ନୁହେଁ ଏହା ଆମ ଦେଶର

ଦେଶରେ ୧୦୦ କୋଟି ଟପିଲା ଟିକାକରଣ

ଇତିହାସ ରଚିଲା ଭାରତ । କୋଭିଡ୍ ଟିକାକରଣରେ ଭାରତର ରେକର୍ଡ । ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି, ଯେଉଁଠି ଏତେ ଦ୍ରୁତ ଗତିରେ ଟିକାକରଣ ୧୦୦ କୋଟି ଟପିଛି । ଏହି ସଫଳତା ପରେ ଟୁଇଟ କରି ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି