Browsing Category
ଦେଶ
କମୁଛି କରୋନା ସଂକ୍ରମଣ
ଦେଶରେ କମୁଛି କରୋନା ସଂକ୍ରମଣ । ୨ ଲକ୍ଷ ତଳକୁ ଖସିଛି ସକ୍ରିୟ ମାମଲା ।ବର୍ତମାନ ଦେଶର ସକ୍ରିୟ ମାମଲା ମୋଟ୍ ମାମଲାର ୧ ପ୍ରତିଶତରୁ କମ୍ । ଏବେ ଦେଶରେ ସକ୍ରିୟ ମାମଲା ଶୂନ ଦଶମିକ ୫୭ ପ୍ରତିଶତ ରହିଛି । ଯାହାକି ମାର୍ଚ୍ଚ ୨୦୨୦!-->…
ଅକ୍ଟୋବର ୧୮ରୁ ବିମାନ ଉଡାଣ ଉପରୁ ହଟିବ ସମସ୍ତ ପ୍ରତିବନ୍ଧକ
କମୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ସରକାରଙ୍କ ବଡ ନିଷ୍ପତ୍ତି । ଅକ୍ଟୋବର ୧୮ରୁ ବିମାନ ଉଡାଣ ଉପରୁ ହଟିବ ସମସ୍ତ ପ୍ରତିବନ୍ଧକ । ଯାତ୍ରୀବାହି ବିମାନ ଉଡାଣ ଓ ପୂର୍ଣ୍ଣ କ୍ଷମତା ସହ ଉଡାଣ ଉପରେ ଲଗାଇଥିବା ପ୍ରତିବନ୍ଧକ!-->…
ଏଣିକି ପିଲାଙ୍କୁ ବି ଦିଆଯିବ କରୋନା ଟିକା
ଏଣିକି ପିଲାଙ୍କୁ ବି ଦିଆଯିବ କରୋନା ଟିକା । ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କରୋନା ଟିକା ଦେବା ନେଇ ଅନୁମତି ଦେଇଛି ଡିସିଜିଆଇ । ପିଲାଙ୍କୁ କୋଭାକ୍ସିନର ୨ ଡ଼ୋଜ ଦିଆଯିବା ନେଇ ଅନୁମତି ମିଳିଛି । ଭାରତ ବାୟୋଟେକ୍ ପିଲାଙ୍କ ଉପରେ!-->…
ଆଜି ଭାରତ-ଚୀନ୍ ବୈଠକ
ଆଜି ଭାରତ ଓ ଚୀନ ମଧ୍ୟରେ ଉଚ୍ଚସ୍ତରୀୟ ସୈନ୍ୟ ବୈଠକ ହେବ । ସକାଲ ସାଢେ ୧୦ଟାରେ ମେଲଡୋ ଘାଟିରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଲଦାଖର ପୂର୍ବାଂଚଳରେ ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହର ଉପରେ ଦୁଇ ଦେଶର!-->…
କ୍ରାଇମବ୍ରାଞ୍ଚ ଅଫିସରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ
କ୍ରାଇମବ୍ରାଞ୍ଚ ଅଫିସରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା । ବହୁ ଚର୍ଚ୍ଚିତ ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ଘଟଣାରେ ଆଜି ଆଶିଷଙ୍କୁ ଜେରା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏହା ପୂର୍ବରୁ ମଧ୍ୟ ତାଙ୍କୁ ସମନ!-->…
ଆର୍ୟନ ଖାନଙ୍କୁ ମିଳିଲାନି ଜାମିନ୍
ଡ୍ରଗ୍ସ କେସରେ ବଢିଲା ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ଅଡୁଆ । ମୁମ୍ବାଇର କିଲ୍ଲା କୋର୍ଟ ଆଜି ଆରୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ଜାମିନ୍ ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି କୋର୍ଟ କହିବା ସହିତ ଏହାକୁ ଖାରଜ!-->…
ଟାଟା ମାଲିକାନାକୁ ଗଲା ଏୟାର୍ ଇଣ୍ତିଆ
ଟାଟାକୁ ମିଳିଲା ଏୟାର ଇଣ୍ଡିଆର ମାଲିକାନା । ୬୮ ବର୍ଷ ପରେ ପୁଣି ଏୟାର ଇଣ୍ଡିଆର ମାଲିକାନା ଫେରିପାଇଲା ଟାଟା । ଏୟାର ଇଣ୍ଡିଆ ପାଇଁ ସବୁଠୁ ଅଧିକ ବିଡ ଲଗାଇଥିଲା ଟାଟା । ୧୮ ହଜାର କୋଟିର ବିଡ ଲଗାଇଥିଲା ଟାଟା ସନ୍ସ ।!-->…
ଚାଲିଗଲେ ‘ରାମାୟଣର ରାବଣ’
ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣରେ ରାବଣ ଚରିତ୍ରରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ଦେହାନ୍ତ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଅରବିନ୍ଦଙ୍କ ଭଣଜା!-->…
ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କଲା ୟୁପି ପୋଲିସ
କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗିରଫ । ସୀତାପୁରରେ ପ୍ରିୟଙ୍କାଙ୍କୁ ଗିରଫ କଲା ୟୁପି ପୁଲିସ । ସୀତାପୁର ପିଏସି ଗେଷ୍ଟ ହାଉସରେ ଅସ୍ଥାୟୀ ଜେଲ କରି ରଖାଯାଇଛି । ଗିରଫ ନେଇ ସୂଚନା ଦେଲେ କଂଗ୍ରେସ ନେତା!-->…
୨୦୯ ଦିନ ପରେ ନିମ୍ନ ସ୍ତରରେ କରୋନା
ଦେଶରେ ୨୦୯ ଦିନ ପରେ ସଂକ୍ରମଣ ସବୁଠି ନିମ୍ନସ୍ତରରେ ରହିଛି । ଗତ ୨୪ଘଂଟା ମଧ୍ୟରେ ଦେଶରେ ନୂଆ ୧୮ହଜାର ୩୪୬ ନୂଆ ମାମଲା ସାମ୍ନାକୁ ଆସିଛି । କେରଳରୁ ୮ ହଜାର ୮୫୦ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୧୪୯ଜଣ ।!-->…