Browsing Category
ଦେଶ
ଆଜି ନିଟ୍ ପରୀକ୍ଷା
ଆଜି ନିଟ୍ ପରୀକ୍ଷା । କୋଭିଡ କଟକଣା ଭିତରେ ଏହି ପରୀକ୍ଷା ହେବାକୁ ଯାଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ସହରରେ ଏଥର ପରୀକ୍ଷା କେନ୍ଦ୍ର କରାଯାଇଛି । କୋଭିଡ କଟକଣା ଭିତରେ ଏହି ପରୀକ୍ଷା ହେବାକୁ ଯାଉଛି । କରୋନା!-->…
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୀଡ଼ିତା
ମୁମ୍ବାଇ ସାକିନାକା ଅଞ୍ଚଳରେ ଦୁଷ୍କର୍ମର ଶୀକାର ହୋଇଥିବା ପୀଡିତାଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ମହିଳାଙ୍କ!-->…
ତୃତୀୟ ଥର ପାଇଁ ଦୈନିକ ଟିକାକରଣ ଟପିଲା କୋଟିଏ
ଟିକାକରଣରେ ନୂଆ ରେକର୍ଡ । ୧୧ ଦିନରେ ତୃତୀୟ ଥର ପାଇଁ ଦୈନିକ ଟିକାକରଣ ଟପିଲା କୋଟିଏ । ସୋମବାର ଦେଶରେ ୧ କୋଟି ୫ଲକ୍ଷରୁ ଅଧିକ ଡୋଜ ଟିକାକରଣ କରାଯାଇଛି । ଟୁଇଟ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ!-->…
ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ
ପରଲୋକରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା । ୪୦ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ । ମୁମ୍ବାଇର କପୁର ହସ୍ପିଟାଲରେ ପରଲୋକ । ବିଗ୍ ବସ୍ ବିଜେତା ଥିଲେ ସିଦ୍ଧାର୍ଥ ଶୁକ୍ଳା । ଲୋକପ୍ରିୟ ଟେଲି ଅଭିନେତା ଥିଲେ ସିଦ୍ଧାର୍ଥ ।ଗତକାଲି!-->…
ଭାରତ ପାଇଁ ଭଲ ଖବର
ଭାରତ ପାଇଁ ଖୁସି ଖବର ।ପାରା ଅଲିମ୍ପିକ୍ସରେ ଦେଶ ପାଇଁ ସୁନାର ପଦକ ଆଣିଛନ୍ତି ମହିଳା ସୁଟର ଅବନୀ ଲେଖରା । ୧୯ ବର୍ଷିୟା ଅବନୀ ୧୦ ମିଟର ଏୟାର ରାଇଫଲର କ୍ଲାସ୍ ଏସଏଚ୍ ୧ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୨୪୯.୬ ସ୍କୋର କରି!-->…
ହାଇଜମ୍ପରେ ନିଷାଦ କୁମାର ଜିତିଲେ ରୌପ୍ୟ
ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ଭାରତର ଆଥଲେଟ୍ ନିଶାଦ କୁମାର ଦେଶକୁ ପୁରୁଷ ହାଇ ଜମ୍ପରେ ଦ୍ଵିତୀୟ ପଦକ ଦେଇଛନ୍ତି। ନିଶାଦ ୨.୦୬ ମିଟର ଉଚ୍ଚ ଡିଆଁ ମାରି ରୌପ୍ୟ ପଦକ ନିଜ ନାମରେ କରିଛନ୍ତି।ତେବେ ଆଜି ମ୍ୟାଚରେ ନିଷାଦ!-->…
ଆତଙ୍କବାଦ ବିରୋଧରେ ଗର୍ଜିଲେ ରାଜନାଥ
ଆତଙ୍କବାଦ ଦମନ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ କଡା ଆଭିମୁଖ୍ୟ । କେବେଳ ଭାରତରେ ଆତଙ୍କବାଦ ଦମନ କରିବା ଆମର ଲକ୍ଷ୍ୟ ନୁହେଁ । ଅନ୍ୟଦେଶରେ ଆତଙ୍କବାଦ ଦମନ ପାଇଁ ବି ପଛାଇବୁନି ବୋଲି ଚେତାବନୀ ଦେଇଛନ୍ତି ରାଜନାଥ!-->…
ଭାବିନା ଜିତିଲେ ରୌପ୍ୟ ପଦକ
ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ମେଡ଼ାଲ । ଟେବୁଲ ଟେନିସରେ ଭାବିନା ପଟେଲ ଜିତିଲେ ରୌପ୍ୟ ପଦକ ।ଫାଇନାଲ ମ୍ୟାଚରେ ଭାବିନା, ଚୀନର ଜୋହୁ ୟିଙ୍ଗଙ୍କ ମଧ୍ୟରେ ଖେଳ ହୋଇଥିଲା ।ଚୀନ ପ୍ରତିଯୋଗୀଙ୍କ ଠାରୁ ପରାସ୍ତ!-->…
ସେପ୍ଟେମ୍ବର ୩୦ ଯାଏଁ କଟକଣା ବଢ଼ାଇଲା କେନ୍ଦ୍ର
ଆସିଲା ସେପ୍ଟେମ୍ୱର ମାସର ଗାଇଡଲାଇନ । ପୁଣି ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ୩୦ ଯାଏଁ କଟକଣା ବଢ଼ାଇଲା କେନ୍ଦ୍ର । ଭାରତ ସରକାରଙ୍କ ଗୃହ ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖି ଏନେଇ!-->…
‘ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି’
ଆଫଗାନିସ୍ତାନ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ । ର୍ବଦଳୀୟ ବୈଠକରେ ଆଫଗାନିସ୍ଥାନ ସ୍ଥିତି ନେଇ ମାନସ ମନ୍ଥନ ହୋଇଛି । ସେଠାରେ କେତେ ଭାରତୀୟ ଫସିଛନ୍ତି । କେତେ ଜଣଙ୍କୁ କେବେ ଓ କେମିତି ଉଦ୍ଧାର କରାଯାଇଛି, ସେନେଇ ବୈଠକରେ ସୂଚନା!-->…