Browsing Category
ଦେଶ
ଟୀକା ନେବାକୁ ଭୁଲିଗଲେ ଦେଢ କୋଟିରୁ ଅଧିକ
ଟୀକା ନେବାକୁ ଭୁଲିଗଲେ ଦେଢ କୋଟିରୁ ଅଧିକ । କରୋନାର ଦ୍ୱିତୀୟ ଡୋଜ୍ ନେବା ପାଇଁ ଭୁଲି ଗଲେ ଦେଶର ୧ କୋଟି ୬୦ ଲକ୍ଷ ଲୋକ । ଏମାନଙ୍କ ମଧ୍ୟରେ ୧ କୋଟିରୁ ଅଧିକ ବୟସ୍କ ବ୍ୟକ୍ତି ଅଛନ୍ତି । ପ୍ରଥମ ଡୋଜ୍ ଟିକା ନେବାର ୧୬ ସପ୍ତାହ!-->…
ଅଟକ ପରେ ଭାରତୀୟଙ୍କୁ ମୁକ୍ତ କଲା ତାଲିବାନ
ପ୍ରବାସୀ ଭାରତୀୟଙ୍କୁ ଅଟକ ପରେ ମୁକ୍ତ କଲା ତାଲିବାନ । ଆଫଗାନିସ୍ତାର ରାଜଧାନୀ କାବୁଲ ଏୟାରପୋର୍ଟ ନିକଟରୁ ନେଇଯାଇଥିବା ସମସ୍ତ ଭାରତୀୟ ପୁଣି ଏୟାରପୋର୍ଟକୁ ଫେରୁଛନ୍ତି । ତାଲିବାନୀ ସମସ୍ତ ଲୋକଙ୍କ ପାସପୋର୍ଟ ଯାଞ୍ଚ କରିବା!-->…
ଦୁଇଟି ଡୋଜ ନେବା ପରେ ବି କରୋନା
ଟିକାର ଦୁଇଟି ଡୋଜ ନେବା ପରେ ବି ହେଉଛି ସଂକ୍ରମଣ । ଦେଶରେ ଦ୍ୱିତୀୟ ଡୋଜ ନେଇସାରିଥିବା ୮୭ହଜାରରୁ ଅଧିକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ କେବଳ କେରଳରୁ ୪୬ପ୍ରତିଶତ ବ୍ୟକ୍ତି ଦୁଇଟି ଡୋଜ ଟିକା!-->…
ଝିଅମାନେ ଦେଇପାରିବେ ଏନଡ଼ିଏ ପରୀକ୍ଷା
ଏଣିକି ଝିଅମାନେ ଦେଇପାରିବେ ଏନଡ଼ିଏ ପରୀକ୍ଷା । ଝିଅମାନଙ୍କୁ ନ୍ୟାସନାଲ ଡିଫେନ୍ସ ଏକାଡେମୀ ବା ଏନଡିଏରେ ପରୀକ୍ଷା ଦେବା ପାଇଁ ସୁପ୍ରିମକୋର୍ଟ ଆଜି ଅନୁମତି ଦେଇଛନ୍ତି । ସେପ୍ଟେମ୍ବର ୫ରେ ଏହି ପରୀକ୍ଷା ହେବ ।ସୈନିକ ସ୍କୁଲ ଓ!-->…
କାବୁଲରୁ ଫେରିଲେ ଭାରତୀୟ.. ଭାରତ ମାତାକି ଜୟ ଧ୍ୱନୀରେ କମ୍ପିଲା ପରିବେଶ
କାବୁଲରୁ ଆସିଲା ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ । ୧୨୦ ଜଣ ଭାରତୀୟଙ୍କୁ ନେଇ ଗୁଜୁରାଟର ଜାମନଗରରେ ପହଂଚିଛି ବାୟୁସେନାର ସି-୧୯ ଏୟାରକ୍ରାଫ୍ଟ । ଆଇଟିବିପି ଯବାନ ଓ ଦୂତାବାସ କର୍ମଚାରୀଙ୍କୁ ନେଇ ବାୟୁସେନାର ସ୍ୱତନ୍ତ୍ର!-->…
‘ଆମେରିକୀୟଙ୍କୁ ଆକ୍ରମଣ ହେଲେ, ସ୍ଥିତି ଭୟଙ୍କର ହେବ’
ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗରେ ଜୋ ବାଇଡେନ୍ ଦ୍ୱାଇଟ୍ ହାଉସରୁ ଦେଶକୁ ସମ୍ବୋଧିତ!-->…
କାବୁଲ ବିମାନ ବନ୍ଦରରେ ଦଳାଚକଟା
ଆଫଗାନିସ୍ତାନରେ ସ୍ଥିତି ଅସମ୍ଭାଳ । ସହରରେ ତାଲିବାନ ସେନା ପଶିବା ପରେ କାବୁଲବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ତାଲିବାନ ହାତକୁ ଆଫଗାନିସ୍ତାନ ଯିବାପରେ ଏବେ କଲବଲ ହେଉଛନ୍ତି ଏଠିକାର ନାଗରିକ ଓ ଏଠାରେ ରହୁଥିବା ବିଦେଶୀ ନାଗରିକ!-->…
ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ମୋଦିଙ୍କ ନୂଆ ନାରା
ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ପତାକା ଉତୋଳନ କରି ଏକ ନୂଆ ନାରା ଦେଇଛନ୍ତି । ଆତ୍ମନିର୍ଭରଶୀଳ ଭାରତ ପାଇଁ “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ” ସହିତ “ସବକା ପ୍ରୟାସ” ମଧ୍ୟ!-->…
ବିରୋଧୀଙ୍କ ଉପରେ ବର୍ଷିଲେ ୭ ମନ୍ତ୍ରୀ
ସଂସଦ ମଧ୍ୟରେ ସୁରକ୍ଷାକର୍ମୀଙ୍କ ସହିତ ହାତାହାତି ଘଟଣାରେ ମୁହାଁମୁହିଁ ହୋଇଛନ୍ତି ଶାସକ ଏବଂ ବିରୋଧୀ । ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି, ବାହାରୁ ମାର୍ଶାଲ ଅଣାଯାଇ ବିରୋଧୀଦଳ ସଦସ୍ୟଙ୍କ ସହ ଦୁର୍ବବ୍ୟହାର କରାଯାଇଛି । ଏହାରି!-->…
ମିଶ୍ରିତ ଡୋଜ ଅଧିକ ପ୍ରଭାବଶାଳୀ
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି ମିଶ୍ରିତ ଡୋଜ୍ । କରୋନା ସଂକ୍ରମଣକୁ ରୋକିବାକୁ ଟିକାକରଣ ହିଁ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି କାରଣରୁ କୋଭିଡ-୧୯ ଟିକାକୁ ନେଇ ଏବେ ବି!-->…