THE BYAPINI
Browsing Category

ଦେଶ

ପ୍ରବଳ କୁହୁଡି; ଏକାଧିକ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ଅଂଶରେ ପ୍ରବଳ ଘନ କୁହୁଡ଼ି। ଦିନ ୯ଟା ପର୍ୟ୍ୟନ୍ତ ରାସ୍ତାଘାଟ ଦେଖାନଯିବାରୁ ଏକାଧିକ ଟ୍ରେନ ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘନ କୁହୁଡି ନେଇ ଭାରତୀୟ ପାଣିପାଗ

ଦ୍ୱିତୀୟ ଟି-୨୦: ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଆଉଏକ ଟି-୨୦ ସିରିଜ୍ ବିଜୟ । ଦ୍ୱିତୀୟ ଟି-୨୦ରେ ଆଫଗାନିସ୍ତାନକୁ ୬ ୱିକେଟ୍ରେ ହରାଇଲା ଭାରତ । ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍ଜା କରି ନେଇଛି । ଇନ୍ଦୋରରେ ଖେଳାଯାଇଥିବା

ବିମାନ ଭିତରର କ୍ୟାପ୍‌ଟେନ୍‌ଙ୍କୁ ପିଟିଲେ ଯାତ୍ରୀ

ନୂଆଦିଲ୍ଲୀ: ଅନଲାଇନରେ ପ୍ରତିଦିନ ନୂଆ ନୂଆ ଭିଡିଓ ଭାଇରାଲ୍‌ ହୋଇଥଏ। ବିମାନ ଭିତରର ଅନେକ ଭିଡିଓ ବି ଆପଣ ଦେଖିଥିବେ। ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଇଣ୍ଡିଗୋ ବିମାନରେ ଥିବା ଜଣେ ଯାତ୍ରୀ କ୍ୟାପ୍‌ଟେନ୍‌କୁ

ପୁଣି ନୂଆ ରେକର୍ଡ କଲା ସେନସେକ୍ସ

ନୂଆଦିଲ୍ଲୀ: ସୋମବାର ଶେୟାର ବଜାର ଖୋଲିବା ମାତ୍ରେ ନୂଆ ରେକର୍ଡ କରିଛି ସେନସେକ୍ସ। ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) ସୁଚକାଙ୍କ ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୩ ହଜାର ପଏଣ୍ଟ ଅତିକ୍ରମ କରିଛି। ସେହିପରି ନ୍ୟାସନାଲ ଷ୍ଟକ

ଆଜିଠୁ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି 'ଭାରତ ଯୋଡ ନ୍ୟାୟ ଯାତ୍ରା' । ଏହି ଯାତ୍ରା ହିଂସା ପ୍ରଭାବିତ ମଣିପୁରର ଥୋବଲରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ମୁମ୍ୱାଇରେ ଶେଷ ହେବ । ୬୬

ଆଜି ଭାରତ-ଆଫଗାନିସ୍ତାନ ଦ୍ବିତୀୟ ଟି-୨୦

ନୂଆଦିଲ୍ଲୀ:   ଆଜି ଭାରତ ଓ ଆଫଗାନିସ୍ତାନ ଦ୍ବିତୀୟ ଟି୨୦ ମ୍ୟାଚ । ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଳାଇବ ଟିମ ଇଣ୍ଡିଆ । ଦ୍ବିତୀୟ ମ୍ୟାଚ ଖେଳିବାକୁ ଘରୋଇ ଦଳ ଓ ଭ୍ରମଣାକାରୀ ଟିମ ଆଫଗାନ ପୁରା ପ୍ରସ୍ତୁତ । ପ୍ରଥମ ମ୍ୟାଚରେ

ଦଳରୁ ଇସ୍ତଫା ଦେଲେ ମିଲିନ୍ଦ ଦେଓରା

ମୁମ୍ବାଇ: ଆଗାମୀ ଲୋକ ସଭା ନିର୍ବାଚନର ଠିକ୍‌ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ ସାଂସଦ ମିଲିନ୍ଦ ଦେଓରା ଦଳରୁ ଇସ୍ତଫା ଦେଇଛନ୍ତି। ରବିବାର ସେ ନିଜ ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ତଳେ ଶୋଇବା ସହ ୧୧ଦିନ ମୌନ ବ୍ରତ ରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବ୍ୟ ରାମ ମନ୍ଦିରର ଉଦ୍‌ଘାଟନ କରିବା ସହ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ଏଥିପାଇଁ

ରାମ ମନ୍ଦିର ନିର୍ମାଣ ପାଇଁ ଭଗବାନ ମୋଦିଙ୍କୁ ଚୟନ କରିଥିଲେ: ଆଡଭାନୀ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୨ ତାରଖରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । ଏହା ପୂର୍ବରୁ ସେ ଏକ ବଡ ବୟାନ ଦେଇଛନ୍ତି । ଅଯୋଧ୍ୟାରେ ଏକ ଭବ୍ୟ ରାମ

କେଜ୍ରିୱାଲଙ୍କୁ ପୁଣି ସମନ କଲା ଇଡି

ନୂଆଦିଲ୍ଲୀ:  କେଜ୍ରିୱାଲଙ୍କୁ ପୁଣି ସମନ କଲା ଇଡି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଥରେ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହାକୁ ମିଶାଇ ୪ ଥର ସମନ