Browsing Category
ଦେଶ
ଇତିହାସ ରଚିଲା ମହିଳା ହକି ଦଳ
ଟୋକିଓ ଅଲମ୍ପିକ୍ରେ ଇତିହାସ ରଚିଲା ମହିଳା ହକି ଦଳ। କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍ ସେମି ଫାଇନାଲକୁ ପ୍ରବେଶ କରିଛି। ଅଷ୍ଟ୍ରେଲିଆକୁ ୧-୦ ଗୋଲ୍ରେ ହରାଇ ଭାରତୀୟ ମହିଳା ହକି ଟିମ୍ ସେମିରେ!-->…
ବ୍ରୋଞ୍ଜ ଜିତିଲେ ସିନ୍ଧୁ
ଟୋକିଓ ଅଲିମ୍ପିକ୍ସରୁ ଆଜି ଭାରତ ପାଇଁ ଆସିଛି ଖୁସି ଖବର । ବ୍ୟାଡମିଣ୍ଟନରେ ସଟଲର ପିଭି ସିନ୍ଧୁ ଜିତିଲେ ବ୍ରୋଞ୍ଜ ପଦକ । ସିନ୍ଧୁ ଚାଇନାର ବିଙ୍ଗ୍ ଜିଆଉଙ୍କୁ ଦୁଇଟି ସେଟରେ ପରାସ୍ତ କରି ଦେଶ ପାଇଁ ଆଣିଛନ୍ତି ମେଡାଲ । ୨୧-୧୩!-->…
ସେମିଫାଇନାଲରେ ସିନ୍ଧୁ
ଅଲିମ୍ପିକ୍ସରେ ଭାରତ ପାଇଁ ଖୁସି ଖବର । ଜାପାନର ଷ୍ଟାର ଖେଳାଳି ୟାମାଗୁଚିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କଲେ ଭାରତର ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ । ସିଧା ଖେଳରେ ୟାମାଗୁଚି ୨୧-୧୩, ୨୨-୨୦ରେ ପରାସ୍ତ ହୋଇଥିଲେ । ଏହି!-->…
ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ରେଜଲ୍ଟ
ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତବର୍ଷ ପାସ୍ ହାର ରହିଛି ୯୯ ଦଶମିକ ୩୭ ପ୍ରତିଶତ । ମୋଟ୍ ୯୯.୩୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୯.୧୩ ପ୍ରତିଶତ ।!-->…
ପଦକ ଆଶାରେ ଭାରତ
ଆଜିର ଦିନ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ବେଶ ଭଲ ରହିଛି । ଭାରତ ପାଇଁ ବଢିଛି ପଦକ ଆଶା ।ଭାରତୀୟ ଖେଳାଳିମାନେ ଆଜିର ଦିନରେ ଅନେକ ସଫଳତା ଆଣିଦେଇଛନ୍ତି । ହକି ଓ ବ୍ୟାଡ଼ମିଣ୍ଟନ ପରେ ବକ୍ସିଂରେ ମଧ୍ୟ ଭାରତୀୟ ଖେଳାଳି ବିଜୟୀ!-->…
ଶପଥ ନେଲେ ବୋମାଇ
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ବାସବରାଜ ବୋମାଇ । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି । ଜି କେବଳ ମୁଖ୍ୟମନ୍ତ୍ରୀ ଶପଥ ନେଇଥିବା ବେଳେ ମନ୍ତ୍ରୀମଣ୍ଡଳର!-->…
ମାଡିଗଲା ଟ୍ରକ,୧୮ ମୃତ
ଲକ୍ଷ୍ନୌ: ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ । ଉତ୍ତରପ୍ରଦେଶ ବାରାବାଙ୍କିରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି ।
ବାରବାଙ୍କି ସ୍ଥିତ ଅଯୋଧ୍ୟା ସୀମାରେ!-->!-->!-->…
ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ
ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ୬୧ ବର୍ଷୀୟ ବୋମାଇଙ୍କ ନାଁରେ ବେଙ୍ଗଳୁରୁରେ ବିଧାୟକ ଦଳ ବୈଠକରେ ବାଜିଲା ମୋହର । ବାସବରାଜ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ଆର୍ ବୋମାଇଙ୍କ ପୁଅ । ଜଣେ!-->…
ଦିଲ୍ଲୀରେ ମୋଦୀ-ମମତା ଭେଟଘାଟ
ଦିଲ୍ଲୀରେ ମମତା-ମୋଦୀ ଭେଟଘାଟ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଦିଲ୍ଲୀରେ ମୋଦୀଙ୍କ ସହ ମମତାଙ୍କର ଏହା ପ୍ରଥମ ବୈଠକ!-->…
କୃର୍ଣ୍ଣାଲ ପାଣ୍ଡ୍ୟାଙ୍କୁ କରୋନା
ଭାରତୀୟ ଅଲ୍ରାଉଣ୍ଡର କୃର୍ଣ୍ଣାଲ ପାଣ୍ଡ୍ୟାଙ୍କୁ କରୋନା । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତିୁ କୃର୍ଣ୍ଣାଲ । ରିପୋର୍ଟ ନଆସିବା ଯାଏଁ ସଙ୍ଗରୋଧରେ ରହିବେ ଅନ୍ୟ ଖେଳାଳି ।!-->…