THE BYAPINI
Browsing Category

ଦେଶ

ଅଯୋଗ୍ୟ ଚାଷୀ ଫେରାଇବେ ଟଙ୍କା

ପିଏମ କିଷାନ ଯୋଜନାରେ ଅଯୋଗ୍ୟ ହିତାଧୀକାରୀଙ୍କ ଖାତାରୁ ଫେରିବ ଟଙ୍କା । ୪୨ ଲକ୍ଷ ଅଯୋଗ୍ୟ ଚାଷୀଙ୍କ ଠାରୁ ୩ ହଜାର କୋଟି ଆଦାୟ କରିବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ହିତାଧିକାରୀ ଚାଷୀଙ୍କୁ

ମୀରା ଆଣିଲେ ପ୍ରଥମ ମେଡାଲ

ଟୋକିଓ ଅଲିମ୍ପିକ୍ସରୁ ଦେଶ ପାଇଁ ଆସିଲା ଖୁସି ଖବର । ଭାରୋତ୍ତୋଳନରେ ମୀରା ବାଇ ଚାନୁ ହାତେଇଲେ ପ୍ରଥମ ପଦକ । ୪୯ କେଜି ବର୍ଗରେ ଚାନୁ ଦ୍ୱିତୀୟ ସ୍ଥାନରେ ରହିଛି ସିଲଭର ପଦକ ହାସଲ କରିଛନ୍ତି । କ୍ଲିନ୍ ଆଣ୍ଡ ଜର୍କରେ ଚାନୁ

ଟୋକିଓ ଅଲିମ୍ପିକ୍ସ: ହକିରେ ଭାରତର ଦମଦାର ବିଜୟ

ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହିକରେ ବିଜୟରୁ ଭାରତ ଅଭିଯାନ ଆରମ୍ଭ ହୋଇଛି । ଆଜି ପ୍ରଥମ ମୁକାବିଲାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ନ୍ୟୁଜଲାଣ୍ଡକୁ ୩-୨ରେ ପରାସ୍ତ କରିଛି ଭାରତ । ଭାରତର ବିଜୟ ହିରୋ ଥିଲେ

ମୁମ୍ବାଇରେ ବର୍ଷା ବିତ୍ପାତ

ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ। ଲଗାଣ ବର୍ଷା ଯୋଗୁଁ ମୁମ୍ବାଇରେ ସ୍ଥିତି ସାଂଘାତିକ ହୋଇପଡିଛି । ଅନେକ ସ୍ଥାନରେ ଘର ଭୁଶୁଡିପଡିଛି । ମୁମ୍ୱାଇର ଚେମ୍ୱୁରରେ କାନ୍ଥ ପଡ଼ି ୧୭ଜଣଙ୍କର ମୃତ୍ୟୁ ହୋଇଛି । କାନ୍ଥ ତଳେ କିଛି ଲୋକ

ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ପୁଣି ମୁହାଁମୁହିଁ ହେବେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ । ହାଇଭୋଲଟେଜ ମ୍ୟାଚ ଦେଖିବେ କିକ୍ରେଟ ପ୍ରେମୀ । କରୋନା ମହାମାରୀ ଭିତରେ ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ଭିତରେ ଆଇସିସି ଟି-୨୦ ବିଶ୍ୱକପ୍ ଖେଳାଯିବ । ଗୋଟିଏ ଗ୍ରୁପରେ

ବଢିଲା ମହଙ୍ଗା ଭତ୍ତା

କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାରଙ୍କ ଉପହାର । ବଢିଲା କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୧ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟରେ ମଂଜୁରୀ ମିଳିଛି । ମହଙ୍ଗା ଭତ୍ତା ୧୭%ରୁ ବଢି ୨୮%

ସଂକ୍ରମଣ ତାଲିକାର ପାଂଚ ନମ୍ବରରେ ଓଡିଶା

ଦେଶର ୫ଟି ସର୍ବାଧିକ ସଂକ୍ରମିତ ରାଜ୍ୟ ମାନଙ୍କ ମଧ୍ୟରେ ଓଡିଶା ରହିଛି । ଜୁନ ଏବଂ ଜୁଲାଇରେ ଦେଶରେ ମୋଟ ସଂକ୍ରମଣରେ ଓଡିଶା ପାଂଚ ନମ୍ବର ସ୍ଥାନରେ ରହିଛି । ସ୍ୱାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏନେଇ ସୂଚନା

କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି

ମୋଦୀ କ୍ୟାବିନେଟର ସମ୍ପ୍ରସାରଣ ପରେ ପ୍ରଥମ କ୍ୟାବିନେଟ ୈବଠକରେ ବଡ଼ ନିଷ୍ପତି ନିଆଯାଇଛି । ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ର ପାଇଁ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।ଚାଷୀଙ୍କ ସହାୟତା ପାଇଁ ମଣ୍ଡି ଭିତ୍ତିଭୂମି

ନଜର ପକାନ୍ତୁ ମୋଦିଙ୍କ ନୂଆ ଟିମ ଉପରେ

କ୍ୟାବିନେଟ ମନ୍ତ୍ରୀ୧. ନାରାୟଣ ଟାଟୁ ରାଣେ୨. ସର୍ବାନନ୍ଦ ସୋନୱାଲ୩. ଡକ୍ଟର ବୀରେନ୍ଦ୍ର କୁମାର୪ .ଜ୍ୟୋତିରାଦିତ୍ୟ ସିନ୍ଧିଆ୫.ରାମଚନ୍ଦ୍ର ପ୍ରସାଦ ସିଂ୬. ଅଶ୍ୱିନୀ ବୈଷ୍ଣବ୭. ପଶୁପତି କୁମାର ପାରସ୍୮. କିରଣ ରିଜିଜୁ୯. ରାଜକୁମାର

ଜାଣନ୍ତୁ ମନ୍ତ୍ରୀପଦରୁ ଇସ୍ତଫା ଦେଲେ କେଉଁମାନେ?

ମୋଦୀଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ୧୨ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଦୁଇ ହେଭିୱେଟ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କିଛିଦିନ ହେବ