Browsing Category
ଦେଶ
ଆସିଲା ୪୩ ଜଣିଆ ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା
ଆଜି ଶପଥ ନେବେ ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳ । ନରେନ୍ଦ୍ର ମୋଦୀ ନିଜ ୨ୟ ପାଳିର ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି । ଏହାରି ଭିତରେ ଖବର ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ୪୩ ଜଣ ସମ୍ଭାବ୍ୟ ମନ୍ତ୍ରୀଙ୍କ!-->…
ପରଲୋକରେ ଦିଲ୍ଲୀପ କୁମାର
ବିଶିଷ୍ଟ ବଲିଉଡ ଅଭିନେତା ଦିଲ୍ଲୀପ କୁମାରଙ୍କ ଦେହାନ୍ତ । ୯୮ ବର୍ଷ ବୟସରେ ସକାଳ ୭ଟା ୩୦ ମିନିଟରେ ଆଖିବୁଜିଛନ୍ତି ଦିଲ୍ଲୀପ କୁମା । ଶ୍ୱାସକ୍ର୍ରିୟା ଜନିତ ରୋଗରେ ଦିଲ୍ଲୀପ ପୀଡିତ ଥିଲେ । ଜୁନ ୨୯ରୁ ମୁମ୍ବାଇର ହିନ୍ଦୁଜା!-->…
କାଲି ସନ୍ଧ୍ୟାରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ
କାଲି ସନ୍ଧ୍ୟାରେ ହେବ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । କାଲି ସନ୍ଧ୍ୟା ୬ଟାରେ ମୋଦିଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । କେନ୍ଦ୍ରରେ ଏନ୍ଡିଏ ସରକାରର ଦ୍ବିତୀୟ!-->…
କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ୮ ରାଜ୍ୟରେ ନୂଆ ରାଜ୍ୟପାଳ
ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ବଡଧରଣ ଅଦଳବଦଳ ନେଇ ସଂକେତ ମିଳୁଛି । କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି । ଏକାଧିକ ରାଜ୍ୟ ପାଇଁ ରାଜ୍ୟପାଳ ବଦଳିଥିବା ନେଇ ଘୋଷଣା ହୋଇଛି ।ରାଷ୍ଟ୍ରପତି ରାମନାଥ!-->…
୧୫ ବର୍ଷର ସଂପର୍କରେ ପଡିଲା ପୂର୍ଣ୍ଣଛେଦ
୧୫ ବର୍ଷର ସଂପର୍କରେ ପଡିବ ପୂର୍ଣ୍ଣଚ୍ଚେଦ । ଅଲଗା ହେବେ ବଲିଉଡ଼ ଅଭିନେତା ଅମୀର ଖାନ ଓ କିରଣ ରାଓ । ଅମୀର ଖାନ ଓ ତାଙ୍କର ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି । ଦୁହେଁ ଏନେଇ ଘୋଷଣା କରିଛନ୍ତି । ଏନେଇ!-->…
ଭାରତକୁ ଆସିବ ମଡର୍ଣ୍ଣା ଟିକା
କୋଭିସିଲ୍ଡ, କୋଭାକ୍ସିନ୍, ସ୍ଫୁଟନିକ ଭି ପରେ ଏବେ ଭାରତକୁ ମିଳିଲା ଚତୁର୍ଥ କରୋନା ଟିକା । ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ମଡର୍ଣ୍ଣା ଟିକାକୁ ମିଳିଲା ଅନୁମତି । ଡିସିଜିଆଇ ଟିକାର ବ୍ୟବହାରକୁ ଅନୁମତି ଦେଇଛନ୍ତି । ଟିକାର!-->…
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କରୋନା ପ୍ୟାକେଜ
ମହାମାରୀ ସମୟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଅର୍ଥମନ୍ତ୍ରୀ କରୋନା ପ୍ୟାକେଜ ଘୋଷଣା କରିଛନ୍ତି । କରୋନା ଦ୍ୱାରା କ୍ଷତିଗ୍ରସ୍ତ ସେକ୍ଟରଗୁଡ଼ିକ ପାଇଁ କେନ୍ଦ୍ର ସରକାର ଜରୁରୀ ଋଣ ସହାୟତାର ଘୋଷଣା କରିଛନ୍ତି।!-->…
ଡରାଉଛି ଡେଲଟା ପ୍ଲସ ଭାରିଆଣ୍ଟ
କରୋନା ଦ୍ୱିତୀୟ ଲହର ବିପଦ ଟଳିନି । ଡରାଇଲାଣି ଭୟଙ୍କର ଭାରିଆଣ୍ଟ ଡେଲଟା ପ୍ଲସ । ୪୦ଟି ମାମଲା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଓ ତାମିଲନାଡୁକୁ ହାଇ ଆଲର୍ଟରେ ରଖାଯାଇଛି । ଏବେ ସୁଦ୍ଧା ଦେଶର ୮ଟା!-->…
ମନେ ରହିବେ ମିଲଖା ସିଂ
ପରଲୋକରେ ଫ୍ଲାଇଂ ଶିଖ୍ ମିଲଖା ସିଂ । ଗତ ମେ’ ମାସରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।ଚଣ୍ଡିଗଡ଼ର ପିଜିଆଇଏମ୍ଆର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେ ଆଖିବୁଜିଛନ୍ତି । ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ!-->…
ଜୁଲାଇ ୩୧ରେ ସିବିଏସଇ ଦ୍ୱାଦଶ ରେଜଲ୍ଟ!
ଜୁଲାଇ ୩୧ ସୁଦ୍ଧା ବାହାରିବ ସିବିଏସଇ ଦ୍ୱାଦଶ ଫଳାଫଳ । ସିବିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ମାର୍କସିଟ୍ ପ୍ରସ୍ତୁତ କରିବାକୁ ତିଆରି ହୋଇଥିବା ୧୩ ସଦସ୍ୟ ବିଶିଷ୍ଟ ସମିତି ଏନେଇ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି । ଦଶମ,!-->…