THE BYAPINI
Browsing Category

ଦେଶ

ମୃତ୍ୟୁର ଅଲୋଡା ରେକର୍ଡ

ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଗୋଟିଏ ଦିନରେ କରୋନା ମୃତ୍ୟୁର ଅଲୋଡା ରେକର୍ଡ । ଦିନକରେ ୬ ହଜାର ଟପିଯାଇଛି କରୋନା ମୃତ୍ୟୁ ସଂଖ୍ୟା । ବିହାରର ପୁରୁଣା ତଥ୍ୟ ଯୋଡା ଯାଇ ଥିବାରୁ ଅଚାନକ ଗୋଟେ ଦିନରେ ମୃତ୍ୟୁ ସଂଖ୍ୟା ୬

ଦିଲ୍ଲୀ ଏମ୍ସରେ ହେବ ଶିଶୁଙ୍କ ଦେହରେ ଟିକା ପରୀକ୍ଷା : ସ୍କ୍ରିନିଂ ଆରମ୍ଭ

କରୋନା ଦ୍ୱିତୀୟ ଲହର ସଂକମ୍ରଣ ଏବେ ଧୀରେ ଧୀରେ କମିବାରେ ଲାଗୁଛି । ହେଲେ ଏଯାଏ ସ୍ଥିତି ଖରାପ ରହିଛି । କରୋନାର ତୃତୀୟ ଲହର ମଧ୍ୟ ଆଗକୁ ଆସିବ । ହେଲେ ତୃତୀୟ ଲହର ପୂର୍ବରୁ କିଭଳି ଶିଶୁମାନଙ୍କୁ ଟିକା ଦେଇହେବ ସେ ନେଇ

ଏଥର ହେବନି ସିବିଏସଇ ଦ୍ୱାଦଶ ପରୀକ୍ଷା

ଏଥର ହେବନି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ଚଳିତ ବର୍ଷର ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । ସିବିଏସଇ ଦ୍ୱାଦଶ ପରୀକ୍ଷା ହେବ କି ନାହିଁ ସେ ନେଇ ବରିଷ୍ଠ

ଦେଶରେ କମୁଛି ସଂକ୍ରମଣ

ଦେଶରେ କମୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୪୦ ହଜାର ୮୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବି ସାମାନ୍ୟ ହ୍ରାସ ପାଇଛି । ୪ ହଜାର ତଳକୁ ଖସିଛି ମୃତ୍ୟୁ ସଂଖ୍ୟା । ଦିନକରେ ୩

ମୃତ୍ୟୁରେ ଲାଗୁନି ବ୍ରେକ୍

ଦେଶରେ କମୁଛି ଦୈନିକ କରୋନା ସଂକ୍ରମଣ ମାମଲା । ହେଲେ ମୃତ୍ୟୁରେ ଲାଗୁନି ବ୍ରେକ । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨ ଲକ୍ଷ ୫୭ ହଜାର ୨୯୯ଟି ପଜିଟିଭ୍ ମାମଲା ଚିହ୍ନଟ ହୋଇଛନ୍ତି । ୪ ହଜାର ୧୯୪ ଜଣ ସଂକ୍ରମିତଙ୍କ ଜୀବନ ନେଇଛି କରୋନା

କମୁଛି ସଂକ୍ରମଣ, କମୁନି ମୃତ୍ୟୁ ସଂଖ୍ୟା

ଦେଶରେ କମୁଛି ଦୈନିକ ସଂକ୍ରମଣ । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି। ଲଗାତର ୪ ଦିନ ପରେ ଗତକାଲି ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ତଳକୁ ଖସିଥିବା ବେଳେ ଆଜି ପୁଣି ଏହା ୪ ହଜାର ପାର କରିଛି।ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨

କଲବଲ କଲାଣି କରୋନା

ଦେଶରେ ଲଗାତର ୪ ହଜାର ଉପରେ ରହୁଥିବା କରୋନା ମୃତ୍ୟୁ ସଂଖ୍ୟା କମିଛି । ହେଲେ ସଂକ୍ରମଣ ପୁଣି ବଢିଛି । ଏବେ ବି ଦେଶରେ ସ୍ଥିତି ଉଦବେଗଜନକ ରହିଛି । କରୋନାର ଦ୍ୱିତୀୟ ଲହର ଲୋକଙ୍କୁ କଲବଲ କଲାଣି । ଦେଶରେ ହାହାକାର ପରିସ୍ଥିତି

ଦିନକରେ ରେକର୍ଡ ମୃତ୍ୟୁ

ଦେଶରେ କରୋନା ସଂକ୍ରମଣ କମୁଛି କିନ୍ତୁ ମୃତ୍ୟୁରେ ବ୍ରେକ ଲାଗୁନି । ଦିନକରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି । କିଛି ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଲଗାତର

ମହାମାରୀ ନେଉଛି ଡାକ୍ତରଙ୍କ ଜୀବନ

ମହାମାରୀ ନେଉଛି ଡାକ୍ତରଙ୍କ ଜୀବନ । କରୋନା ମହାମାରୀର ଦ୍ବିତୀୟ ଲହରରେ ଏ ପର୍ୟ୍ୟନ୍ତ ଦେଶରେ ୨୬୯ ଜଣ ଡାକ୍ତର ପ୍ରାଣ ହରାଇଲେଣି। ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ରେଜିଷ୍ଟ୍ରିର ତଥ୍ୟରୁ ଏହା ଜଣାଯାଇଛି। ମୃତ୍ୟୁବରଣ

କମୁଛି ସଂକ୍ରମଣ,ଡରାଉଛି ମୃତ୍ୟୁସଂଖ୍ୟା

ଦେଶରେ କମୁଛି ସଂକ୍ରମଣ । ଲଗାତାର ଦୁଇ ଦିନ ହେବ ୩ ଲକ୍ଷ ତଳକୁ ରହୁଛି ସଂକ୍ରମଣ ସଂଖ୍ୟା । କରୋନା ଦ୍ୱିତୀୟ ଲହର ସଂକ୍ରମଣ ଶୀର୍ଷକୁ ଛୁଇଁସାରିଛି ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଥିବା ବେଳେ ଦେଶର କରୋନା ସଂକ୍ରମଣ ସ୍ଥିତିରୁ