Browsing Category
ଦେଶ
କରୋନା ଔଷଧ ‘ଟୁ ଡିଜି’
ଆସିଲା ଡିଆରଡିଓ ଦ୍ବାରା ପ୍ରସ୍ତୁତ କରୋନା ଔଷଧ –ଟୁ ଡିଜି। ଭ୍ୟାକସିନ ପରେ ପ୍ରଥମ ଥର ପାଇଁ ଆସିଛି କରୋନା ଔଷଧ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ଆଣ୍ଟି କୋଭିଡ ଔଷଧର!-->…
୩ ଲକ୍ଷ ତଳକୁ ଖସିଲା ସଂକ୍ରମଣ
ସଂକ୍ରମଣର ଭୟ ଭିତରେ ଆଜି ସାମାନ୍ୟ ଆଶ୍ୱସ୍ତିକର ଖବର । ଅନେକ ଦିନର ବ୍ୟବଧାନ ପରେ ୩ ଲକ୍ଷ ତଳକୁ ଖସିଛି ଦେଶରେ ସଂକ୍ରମଣ । ଦେଶରେ ହୁ ହୁ ହୋଇ ବଢିଚାଲିଥିବା ସଂକ୍ରମଣରେ ସାମାନ୍ୟ ବ୍ରେକ ଲାଗିଛି । କିନ୍ତୁ ମୃତ୍ୟୁ ସଂଖ୍ୟା ୪!-->…
କଲବଲ କରୁଛି କରୋନା
ଦେଶରେ କରୋନା ସଂକ୍ରମଣ ସ୍ଥିତି ଉଦବେଗଜନକ । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ହେଉଥିବା ବେଳେ ହଜାର ହଜାର ରୋଗୀଙ୍କ ଜୀବନ ଯାଉଛି । ବିଭିନ୍ନ ରାଜ୍ୟରେ ସ୍ଥିତି ସଂଗୀନ । ଅନେକ ରାଜ୍ୟ ଲକଡାଉନ, ସଟଡାଉନ ଲାଗୁ କରିଛନ୍ତି ।!-->…
ଅକ୍ସିଜେନ ଅଭାବ..୪ ଦିନରେ ୭୪ ଜଣଙ୍କ ମୃତ୍ୟୁ
ଦେଶରେ କରୋନା ସଂକ୍ରମଣ ସ୍ଥିତି ସାଂଘାତିକ ହୋଇଥିବା ବେଳେ ସବୁଆଡେ କରୋନାର କରୁଣ ଚିତ୍ର । ଗୋଆରେ ଏକ ଦୁଃଖଦ ଚିତ୍ର ସାମନାକୁ ଆସିଛି । ଅକ୍ସିଜେନ ଅଭାବରୁ ହସ୍ପିଟାଲରେ ଗତ ୪ ଦିନରେ ୭୪ ଜଣଙ୍କ ମୃତ୍ୟୁ ହୋଇଛି । ଅମ୍ଳଜାନ ଅଭାବରୁ!-->…
ଜାଣନ୍ତୁ ବଜାରରେ କେତେ ଟଙ୍କାର ମିଳିବ ସ୍ପୁଟନିକ-ଭି ଟିକା?
ଆଉ ଗୋଟିଏ ସପ୍ତାହ ପରେ ଭାରତରେ ଉପଲବ୍ଧ ହେବ ଋଷ ଟିକା ସ୍ପୁଟନିକ-ଭି । ଭାରତୀୟ ବଜାରରେ ଉପଲବ୍ଧ ହେବା ପୂର୍ବରୁ ଏହାର ମୂଲ୍ୟ ନିର୍ଦ୍ଧାରଣ ହୋଇଛି । ଋଷ ଟିକା ସ୍ପୁଟନିକ-ଭି ଟିକାର ଦର ୯୪୮ ଟଙ୍କା ଧାର୍ୟ୍ୟ କରାଯାଇଛି ।!-->…
କେବେ ନେବେ ଦ୍ୱିତୀୟ ଡୋଜ?
କୋଭିିସିଲ୍ଡ କରୋନା ଟିକାର ଦୁଇଟି ଡୋଜ ମଧ୍ୟରେ ଥିବା ସମୟସୀମାକୁ ବୃଦ୍ଧି କରିଯାଇଛି । ଏଣିକି ୩ ମାସ ପରେ ଅର୍ଥାତ ପ୍ରଥମ ଡୋଜ ନେବାର ୧୨ରୁ ୧୬ ସପ୍ତାହ ମଧ୍ୟରେ ନେବେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ । ଦୁଇଟି ଡୋଜ୍ ମଧ୍ୟରେ!-->…
ଆସନ୍ତା ସପ୍ତାହରେ ବଜାରରେ ମିଳିବ ଟିକା
ମହାମାରୀ ଭୟ ଭିତରେ ଭଲ ଖବର । ଆସନ୍ତା ସପ୍ତାହରୁ ରୁଷିଆରୁ ଆମଦାନୀ କରାଯାଇଥିବା ସ୍ପୁଟନିକ୍ ଭି ଭାରତରେ ଉପଲବ୍ଧ ହୋଇପାରେ । ନୀତି ଆୟୋଗର ସ୍ଵାସ୍ଥ୍ୟ କମିଟିର ସଦସ୍ୟ ଭିକେ ପଲ୍ କହିଛନ୍ତି, ସ୍ପୁଟନିକ୍ ଭ୍ୟାକ୍ସିନ ଭାରତରେ!-->…
୭ ମାସରେ ୨୧୬ କୋଟି ଡୋଜ?
ମହାମାରୀ ସଂକଟ ସମୟରେ କରୋନାକୁ ମାତ ଦେବାକୁ ହେଲେ ଅଧିକରୁ ଅଧିକରୁ ଲୋକଙ୍କ ଟିକାକରଣ ଆବଶ୍ୟକ । ହେଲେ ଟିକା ଅଭାବ ଯୋଗୁ ବିଭିନ୍ନ ରାଜ୍ୟକୁ ଆବଶ୍ୟକ ପରିମାଣର ଭ୍ୟାକସିନ ଯୋଗାଇହେଉନାହିଁ । ହେଲେ ଆଉ ଟିକା ସମସ୍ୟା ରହିବ ନାହିଁ ।!-->…
ଖୁବଶୀଘ୍ର ଛୋଟ ପିଲାଙ୍କୁ ଟିକା
ମହାମାରୀ ବିରୋଧୀ ଲଢେଇରେ ଆଉ ପାଦେ ଆଗକୁ ଯାଇଛନ୍ତି ସରକାର । ପିଲାଙ୍କ ଉପରେ କୋଭିଡ ଟିକା ଟ୍ରାଏଲ ପାଇଁ ଅନୁମତି । ୨ରୁ ୧୮ ବର୍ଷ ପିଲାଙ୍କୁ କୋଭାକ୍ସିନର ଟ୍ରାଏଲ ପାଇଁ ଅନୁମତି ଦେଇଛି ଡିସିିଜିିଆଇ । ୫୨୫ ଜଣ ସୁସ୍ଥ!-->…
ପୁଣି ସଂକ୍ରମଣ ଉପରମୁହାଁ
ତଳକୁ ଖସୁନି ସଂକ୍ରମଣ । ଗତ ଦୁଇ ଦିନ ଧର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପରେ ପୁଣି ବଢିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାର ଉପରେ ରହୁଛି ।ଦେଶବାସୀଙ୍କୁ ଅଥୟ କଲାଣି ମହାମାରୀ । ଲକଡାଉନ, ସଟଡାଉନ ପରେ ବି!-->…