THE BYAPINI
Browsing Category

ଦେଶ

ଛୋଟ ପିଲାଙ୍କ ଉପରେ ହେବ କରୋନା ଟିକା ପରୀକ୍ଷା

କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ମାଡୁଥିବା ବେଳେ ଆଗକୁ ତୃତୀୟ ଲହର ମଧ୍ୟ ଆସିବ । ତୃତୀୟ ଲହରରେ ଛୋଟ ଛୁଆ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେଣୁ ଏହାକୁ ନଜରରେ ରଖି ଛୋଟ ଛୁଆଙ୍କୁ କିଭଳି କରୋନା ଦାଉରୁ

କରୋନା:କେଉଁଠି କମୁଛି କେଉଁଠି ବଢୁଛି?

ଦେଶରେ କେବେ କମିବ ସକ୍ରମଣ? ଏପ୍ରିଲ ପହିଲାରୁ ହୁ ହୁ ହୋଇ ବଢିଚାଲିଥିବା ଭାଇରସ ଲୋକଙ୍କୁ ଅଣନିଶ୍ୱାସୀ କରିଦେଇଛି । ଭାରତରେ କିଛି ଦିନ ହେବ ସଂକ୍ରମଣ ୪ ଲକ୍ଷ ତଳେ ରହୁଛି । ହେଲେ ଏବେ ବି ସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି ।

ଆମେରିକାରେ ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଟିକା

ସାରା ବିଶ୍ୱରେ ମହାମାରୀ ତାଣ୍ଡବ ରଚିଥିବା ବେଳେ କରୋନା ବିରୋଧୀ ଲଢେଇ ଟିକାକରଣରେ ଆଉ ପାଦେ ଆଗେଇଲା ଆମେରିକା । ଭାଇରସ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି ଶକ୍ତିଶାଳୀ ରାଷ୍ଟ୍ର । କିନ୍ତୁ ଏବେ କରୋନାକୁ ମାତ୍ ଦେବାକୁ ଆମେରିକା

ଆଶ୍ୱସ୍ତି ଆଣୁଛି ସଂକ୍ରମଣ ସଂଖ୍ୟା ହ୍ରାସ

କିଛି ଦିନ ପରେ ଦେଶରେ ସଂକ୍ରମଣକୁ ନେଇ ସାମାନ୍ୟ ଆଶ୍ୱସ୍ତି ଅନୁଭବ ହେଉଛି । ୪ ଲକ୍ଷ ଉପରେ ରହୁଥିବା ସଂକ୍ରମଣ ସଂଖ୍ୟା ଦୁଇରୁ ତିନି ଦିନ ହେବ ତଳ ମୁହାଁ ହୋଇଛି । ଏବେ ବି ସ୍ଥିତି ଅସମ୍ଭାଳ ଥିବା ବେଳେ ବିଭିନ୍ନ ରାଜ୍ୟରେ ଲକଡାଉନ

ଶୀର୍ଷକୁ ଛୁଇଁ ଖସିଲା କି ସଂକ୍ରମଣ?

ଦେଶରେ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ହ୍ରାସ । ଗତ କିଛି ଦିନର ବ୍ୟବଧାନ ପେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ତଳକୁ ଖସିଛି । ମୃତ୍ୟୁ ସଂଖ୍ୟାରେ ମଧ୍ୟ ସାମାନ୍ୟ ହ୍ରାସ ପାଇଛି । ସଂକ୍ରମଣ ସଂଖ୍ୟା ସାମାନ୍ୟ ତଳକୁ ଖସିଥିଲେ

ଖସୁନି ସଂକ୍ରମଣ..କାମ ଦେଉନି କି କଟକଣା?

ଦେଶର ଅଧିକାଂଶ ରାଜ୍ୟରେ ଲକଡାଉନ, ସଟଡାଉନ । ହେଲେ ନା କମୁଛି ୪ ଲକ୍ଷ ତଳକୁ ସଂକ୍ରମଣ, ନା ୪ ହଜାର ତଳକୁ ମୃତ୍ୟୁ ସଂଖ୍ୟା । କ୍ରମାଗତ ଦେଶରେ ପ୍ରତିଦିନ ୪ ଲକ୍ଷ ଉପରେ ଏବେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସ୍ଥିତି ଭୟଙ୍କର

ଲକ୍ଷଣ ବିନା ଫୁସଫୁସ୍ ହେଉଛି ସଂକ୍ରମିତ

ସାବଧାନ ! ୨ୟ ଲହରରେ କ୍ଷତିଗ୍ରସ୍ତ ହେଉଛି ଫୁସଫୁସ । ଲକ୍ଷଣ ନଥାଇ ବି ସଂକ୍ରମିତ ହେଉଛି ଫୁସଫୁସ । କରୋନାର ୨ୟ ଲହରିରେ ନୂଆ ଷ୍ଟ୍ରେନ ଏତେ ଘାତକ ସାଜୁଛି ଯେ ଏହା ସିଧାସଳକ ଫୁସଫୁସ ଉପରେ ପ୍ରଭାବ ପକାଉଛି । କରୋନାରେ ପୀଡିତ

ମେ’ ୨୪ ଯାଏଁ ସଂପୂର୍ଣ୍ଣ ଲକଡାଉନ

ତାମିଲନାଡୁରେ ଲାଗୁ ହେଲା ଲକଡାଉନ୍ । କରୋନା ସଂକ୍ରମଣକୁ ନଜରରେ ରଖି ତାମିଲନାଡୁ ସରକାର ମେ ୧୦ ତାରିଖରୁ ଦୁଇ ସପ୍ତାହ ନିମନ୍ତେ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ୧୪ ଦିନ ଯାଏଁ ସମ୍ପୂର୍ଣ୍ଣ ଲକଡାଉନ୍

ଦେଶରେ କେବେ ଶୀର୍ଷ ଛୁଇଁବ ସଂକ୍ରମଣ?

ଏବେ ଦେଶରେ ଯେପରି ଭାବେ ସଂକ୍ରମଣ ବଢିଚାଲିଛି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । କେବେ ଶୀର୍ଷକୁ ଛୁଇଁବ କରୋନା? କେବେ କମିବ ସଂକ୍ରମଣ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶମଣ୍ଡଳୀ ଦ୍ବାରା ପ୍ରସ୍ତୁତ ଗାଣିତିକ ନମୁନା

ଭୟ ବଢାଉଛି ଭାଇରସ

ଦେଶରେ କରୋନା ସଂକ୍ରମଣ ଏବେ ସୀମା ଡେଇଁଯାଇଛି । କରୋନାଭାଇରସ୍‌ର ଦ୍ବିତୀୟ ଲହର ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଦେଶରେ ଏକ ପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ