Browsing Category
ଦେଶ
‘ସିଟି ସ୍କାନ ଶରୀର ପାଇଁ କ୍ଷତିକାରକ’
ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆର. ଗୁଲେରିଆଙ୍କ ସତର୍କ ସୂଚନା । ବରମ୍ବାର ସିଟି ସ୍କାନ କରିବା ବିପଦପୂର୍ଣ୍ଣ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି । ଦେଶରେ ଏବେ ପ୍ରତିଦିନ ଲକ୍ଷ ଲ କ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି । ରୋଗୀଙ୍କ ଠାରେ!-->…
ବଢୁଛି ସଂକ୍ରମଣ: ଦେଶରେ ଲାଗୁ ହୋଇପାରେ ଲକଡାଉନ
ଦେଶରେ ଲାଗୁହୋଇପାରେ ଲକଡାଉନ । କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାରୁ ଅନେକ ରାଜ୍ୟରେ ମଧ୍ୟ ଲକଡାଉନ ଲାଗୁ ହୋଇଛି । ହେଲେ ସ୍ଥିତି ସଂଗୀନ ରହିଛି । ସଂକ୍ରମଣର ବ୍ରେକ ଲଗାଇବା ପାଇଁ ସାରା!-->…
ଦିନେ ବିଜେପିକୁ ଜିତାଉଥିଲେ,ଏବେ ବିଜେପିକୁ ହରାଉଛନ୍ତି
ଦିନେ ବିଜେପିକୁ ଜିତାଉଥିଲେ , ଆଉ ଆଜି ବିଜେପିକୁ ହରାଉଛନ୍ତି । ନିର୍ବାଚନର ରଣନୀତି ପ୍ରସ୍ତୁତ କରୁଥିବା ରାଜନୀତିର ଚାଣକ୍ୟଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏହି ଚର୍ଚ୍ଚା ସେତେବେଳେ ଆସିଛି ଯେତେବେଳେ ସେ କରିଥିବା ଦାବି ସତ!-->…
ନନ୍ଦିଗ୍ରାମରେ ହାରିଗଲେ ମମତା
() ବୋଧହୁଏ ଗତ କିଛି ବର୍ଷର ନିର୍ବାଚନ ଇତିହାସରେ ଏମିତି ଫଳାଫଳକୁ କେହି ଅପେକ୍ଷା କରିନଥିଲେ, ଯାହା ନନ୍ଦିଗ୍ରାମ କ୍ଷେତ୍ରରେ ଦେଖିବାକୁ ମିଳିଲା । ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଏତେ ସଂଘର୍ଷପୂର୍ଣ୍ଣ!-->…
ଖେଳ ହୋଇଗଲା ନନ୍ଦୀଗ୍ରାମରେ
ମମତାଙ୍କ ଲୋକପ୍ରିୟତା ଆଗରେ କାମ କଲା ନାହିଁ ମୋଦି ମ୍ୟାଜିକ ।ପଶ୍ଚିମବଙ୍ଗ ନିର୍ବାଚନ ଭୋଟ ଗଣତି ଭିତରେ ଯେଉଁ ଆସନ ଉପରେ ସମସ୍ତଙ୍କ ନଜର ରହିଥିଲା,ଶେଷରେ ତାର ରେଜଲ୍ଟ ଆସିଛି । ନନ୍ଦିଗ୍ରାମରେ ବାଜିମାରିଲେ ମମତା ବାନାର୍ଜୀ ।!-->…
ଦିଦିଙ୍କ ହାତରୁ ଖସୁଛି ନନ୍ଦିଗ୍ରାମ ଆସନ!
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ପ୍ରଥମେ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ପରେ ଟ୍ରେଣ୍ଡରେ ପରିବର୍ତ୍ତନ ହୋଇଥିଲା । ନୂଆ ଟ୍ରେଣ୍ଡ ଅନୁସାରେ ଟିଏମସି!-->…
ମାଡିଚାଲିଛି ମୃତ୍ୟୁ
ଦେଶରେ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମିତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରେକର୍ଡ ୩୬୮୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେହିପରି ଦୈନିକ ସଂକ୍ରମଣ!-->…
ଦିଲ୍ଲୀରେ ଆଉ ସପ୍ତାହେ ବଢିଲା ଲକଡାଉନ ଅବଧି
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପୁଣି ବଢିଲା ଲକଡାଉନ୍ । ଆଉ ସପ୍ତାହେ ପାଇଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଥିବା!-->…
ଭାରତରେ କିଭଳି ରୋକିହେବ ସଂକ୍ରମଣ? ଜାଣନ୍ତୁ କ’ଣ କହିଲେ ଆମେରିକାର ସ୍ୱାସ୍ଥ୍ୟ ବିଶେଷଜ୍ଞ
ସାରା ଦେଶରେ କୋଭିଡ ସଂକ୍ରମଣ ସୁନାମୀ ଭଳି ମାଡି ଚାଲିଥିବା ବେଳେ କିଭଳି ସଂକ୍ରମଣକୁ ନିୟନ୍ତ୍ରଣ କରିହେବ ତାହା ଏବେ ବଡ଼ ପ୍ରଶ୍ନ । ସଂକ୍ରମଣ ଏବେ ଦୈନିକ ୪ ଲକ୍ଷ ଛୁଇଁଥିବା ବେଳେ ଆଗକୁ ସଂକ୍ରମଣ ସଂଖ୍ୟା ଆହୁରି ବଢିପାରେ ବୋଲି!-->…
ସଂକ୍ରମଣ ଭାଙ୍ଗିଲା ସବୁ ରେକର୍ଡ
ସାରା ଦେଶରେ ସାଂଘାତିକ ହୋଇଛି ସ୍ଥିତି । କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି । ନିୟନ୍ତ୍ରଣ ବାହାରେ ସଂକ୍ରମଣ । ଆଜି ଦେଶରେ ରେକର୍ଡ ସ୍ତରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଦେଶରୁ ୪ ଲକ୍ଷରୁ!-->…