Browsing Category
ଦେଶ
କୋଭିଡ ହସ୍ପିଟାଲରେ ନିଆଁ, ୧୬ ମୃତ
କୁହାଯାଏ ଯେତେବେଳେ ବିପଦ ଆସେ ସେତେବେଳେ ସବୁଆଡେ ଏକାସାଂଗେ ଆସେ । ଦେଶରେ ଗୋଟେପଟେ ସଂକ୍ରମଣ ବ୍ୟାପିଚାଲିଥିବା ବେଳେ ଏହି ସମୟରେ ଗୁଜୁରାଟରୁ ଆସିଛି ଆଉ ଏକ ଦୁଃଖଦ ଖବର । ଗୁଜୁରାଟ ଭରୁଚରେ ପଟେଲ ୱେଲଫେୟାର୍ ହସ୍ପିଟାଲରେ ନିଆଁ!-->…
ଲାଗିଲା ଲକଡାଉନ ଭଳି କଟକଣା: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ?
ନିର୍ବାଚନ ଶେଷ ହେବା ପରେ ହିଁ ପଶ୍ଚିମବଙ୍ଗରେ ଆଶିଂକ ଲକଡାଉନ ଲାଗୁ ଘୋଷଣା କରାଯାଉଛି । ଆସନ୍ତାକାଲିଠାରୁ ଏହି କଟକଣା ଲାଗୁ ହେବ । ସପିଂ କମ୍ପ୍ଲେକ୍ସ , ମଲ୍, ବ୍ୟୁଟି ପାର୍ଲର, ସିନେମା ହଲ୍, ରେଷ୍ଟୁରାଣ୍ଟ, ବାର, ଜିମ୍!-->…
କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ଭ୍ୟାକ୍ସିନ କିଣିବା ପାଇଁ ଗରିବ ଲୋକ କେଉଁଠୁ ପଇସା ଆଣିବେ ?
ଦେଶରେ କରୋନା ସଂକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ କରିଛନ୍ତି। ଆଜି ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ବେଳେ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ପ୍ରଶ୍ନ!-->…
ଆମେରିକା ପଠାଇଲା କୋଭିଡ ସାମଗ୍ରୀ
ଆମେରିକା ବଢାଇଲା ସହାୟତାର ହାତ । ସଂକଟ ବେଳେ ଭାରତ ପାଖରେ ଛିଡାହୋଇଛି ଯୁକ୍ତରାଷ୍ଟ୍ର ଆମେରିକା । ବିମାନରେ ପଠାଇଛି କୋଭିଡ ସାମଗ୍ରୀ । ଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଥିବା ପ୍ରଥମ କୋଭିଡ୍ ଜରୁରୀକାଳୀନ ସାମଗ୍ରୀ ସବୁ ଆଜି!-->…
ସଂକ୍ରମଣର ବିସ୍ଫୋରକ ସ୍ଥିତି
ସାରା ଦେଶରେ କରୋନା ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଅଣନିଶ୍ୱାସ ହୋଇପଡିଛନ୍ତି ଲୋକେ । ହସ୍ପିଟାଲରେ ବେଡ ନାହିଁ, ଅକ୍ସିଜେନ ନାହିଁ । ଜୀବନ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଶହ ଶହ ରୋଗୀ । ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ!-->…
ଋଷ ବଢାଇଲା ସହାୟତାର ହାତ
ଋଷ ବଢାଇଲା ସହାୟତାର ହାତ । ଭାରତରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଋଷ ପ୍ରଥମ ପର୍ୟ୍ୟାୟରେ କିଛି ମେଡିକାଲ ସାମଗ୍ରୀ ଭାରତ ପଠାଇଛି । ଦୁଇଟି ବିମାନରେ ଭାରତ ପାଇଁ ମାନବୀୟ ସହାୟତା ପ୍ରେରଣ କରିଛି ଋଷ । ୨ ଟି!-->…
ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କରୋନା
ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କରୋନା । ଅଶୋକ ଗେହଲଟ୍ ପଜିଟିଭ୍ ନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଗୋଟିଏ ଦିନ ପୂର୍ବର ଅଶୋକ ଗେହଲଟଙ୍କ ପତ୍ନୀ ସୁନୀତା ଗେହଲଟ୍ ଙ୍କ କୋଭିଡ ଟେଷ୍ଟ ପଜିଟିଭ୍ ଆସିଥିଲା । ଆଜି ଅଶୋକ!-->…
ଦିନକରେ ୩୬୪୫ ଜଣଙ୍କର ମୃତ୍ୟୁ
କରୋନା ସଂକ୍ରମଣରେ ଲାଗୁନି ବ୍ରେକ । ବିବ୍ରତ କରୁଛି ବେକାବୁ କରୋନା । ଦେଶରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କାମ ଦେଉନି କଟକଣା । ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ!-->…
କମିଲା କୋଭିସିଲ୍ଡ ଟିକାର ଦାମ
ଟିକାର ଦରକୁ ନେଇ ଲାଗିରହିଥିବା ଭିତରେ କମିଲା କୋଭିସିଲ୍ଡ ଟିକାର ଦାମ । କୋଭିସିଲ୍ଡ ଟିକା ଦାମ କମିବା ନେଇ ସେରମ ମୁଖ୍ୟ ଟୁଇଟ କରି ସୂଚନା ଦେଇଛନ୍ତି । ପୂର୍ବରୁ ଏହା ୪୦୦ ଟଙ୍କା ଥିବା ବେଳେ ରାଜ୍ୟ ପାଇଁ ଡୋଜ ପିଛା ୧୦୦ ଟଙ୍କା!-->…
ମହାରାଷ୍ଟ୍ରରେ ମାଗଣା ଟିକା
ମହାରାଷ୍ଟ୍ରରେ କରୋନା ସ୍ଥିତି ସଂଗୀନ ଥିବା ବେଳେ ମାଗଣା ଟିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କ୍ୟାବିନେଟ୍ ବୈଠକରେ ୧୮-୪୪ ବର୍ଷ ବୟସ୍କ ସମସ୍ତଙ୍କୁ ମାଗଣା ଭ୍ୟାକସିନ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି!-->…