Browsing Category
ଦେଶ
ଶସ୍ତା ହେବ କରୋନା ଟିକା
ଶସ୍ତା ହେବ କରୋନା ଟିକା । ମହାମାରୀ କରୋନା ସଂକ୍ରମଣ ଭିତରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି।କରୋନା ଭ୍ୟାକ୍ସିନ,ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ସମସ୍ତ ଉପକରଣ ଉପରେ ୩ ମାସ!-->…
‘ଅମ୍ଲଜାନ ଅଟକାଇଲେ ଫାଶୀରେ ଝୁଲାଇ ଦେବୁ’
କଠୋର ହେଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀରେ କରୋନା ରୋଗୀଙ୍କ ମୃତ୍ୟୁ ଓ ଅକ୍ସିଜେନ୍ ଅଭାବକୁ ନେଇ ଉଦବେଗ ପ୍ରକାଶ କଲେ ଦିଲ୍ଲୀ ହାଇକୋର୍ଟ । ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟର ହସ୍ପିଟାଲରେ ଅକ୍ସିଜେନ ଘୋର ସଙ୍କଟ ଦେଖାଯାଇଛି।!-->…
ସ୍ଥିତି ଭୟଙ୍କର
ସ୍ଥିତି ଅସମ୍ଭାଳ । ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଢିଚାଲିଛି। ଗତ ୨୪ ଘଂଟାରେ ୩ଲକ୍ଷ ୪୬ ହଜାର ୭୮୬ ଆକ୍ରାନ୍ତ ଚିହ୍ନଟ । ସେହିପରି ଗୋଟିଏ ଦିନରେ ୨ହଜାର ୬୨୪ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣ ସଂଖ୍ୟା ୩!-->…
ପୁଣି ମିିଳିବ ମାଗଣା ରାସନ
ମହାମାରୀ ମାଡିଚାଲିଥିବା ବେଳେ କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ହାହାକାର ପରିସ୍ଥିତି ସୃଷି ହୋଇଛି । ଏପରି ସମୟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ମିଳିବ ମାଗଣା ରାସନ । ଆସନ୍ତା ଦୁଇ ମାସ ମେ ଓ ଜୁନ ପାଇଁ କେନ୍ଦ୍ର ସରକାର!-->…
ଅକ୍ସିଜେନ ଅଭାବରୁ ଆଖିବୁଜିଲେ ୨୫ ରୋଗୀ
କରୋନା ସଂକ୍ରମଣ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଆଇସିୟୁ ବେଡ ସହିତ ଅକ୍ସିଜେନର ଅଭାବ ଯୋଗୁଁ ଅନେକ ରୋଗୀ ଆଖିବୁଜୁଛନ୍ତି । ଅକ୍ସିଜେନ୍ କୋଟା ବୃଦ୍ଧି ସତ୍ତ୍ୱେ ଅକ୍ସିଜେନ୍ ସଂକଟ ଟଳୁନି । ଏପରି ସମୟରେ ରାଜଧାନୀ ଦିଲ୍ଲୀରୁ!-->…
ବଢୁଛି ବିପଦ
ମାଡିଚାଲିଛି ମହାମାରୀ । କରୋନା ସଂକ୍ରମଣ ମାମଲାରେ ଆମେରିକାକୁ ଟପିଲା ଭାରତ । ବିଶ୍ୱରେ କରୋନା ଦୈନିକ ସଂକ୍ରମଣର ସର୍ବାଧିକ ମାମଲା ଭାରତରେ ଚିହ୍ନଟ ହୋଇଛି । ଦେଶର ବିଭିନ୍ନ ରାଜ୍ୟରେ କର୍ଫ୍ୟୁ, କଟକଣା, ଲକଡାଉନ ପରେ ବି!-->…
କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: କ’ଣ ନେଇଛ ପଦକ୍ଷେପ ଜଣାଅ
ଦେଶରେ କରୋନା ସଂକ୍ରମଣକୁ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । କରୋନା ସଂକ୍ରମଣ ଏବେ ଅଣାୟତ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଦେଶର ବିଭିନ୍ନ ରାଜ୍ୟରେ!-->…
ପ୍ରଧାନମନ୍ତ୍ରୀ ବାତିଲ କଲେ ପଶ୍ଚିମବଙ୍ଗ ରାଲି
ଦେଶରେ କରୋନା ସଂକ୍ରମଣ ସାଂଘାତିକ ରୂପ ନେଇଛି । ଦୈନିକ ଲକ୍ଷାଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛି । ଏପରି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଆଉ ନିର୍ବାଚନୀ ରାଲି କରିବେ ନାହିଁ ବୋଲି କହିଛନ୍ତି ।!-->…
ଅକ୍ସିଜେନ ପାଇଁ ହାହାକାର
ଦେଶରେ କରୋନା ସଂକ୍ରମଣ ଅଣାୟତ ହୋଇପଡିଥିବା ବେଳେ ମହାମାରୀ ସମୟରେ ସବୁଠୁ ଖରାପ ସ୍ଥିତି ଦେଇ ଗତିକରୁଛି ରାଜଧାନୀ ଦିଲ୍ଲୀ । କରୋନା ରୋଗୀଙ୍କ ପାଇଁ ଦେଖାଦେଇଛି ଅକ୍ସିଜେନ ଅଭାବ । ଅମ୍ଲଜାନ ପାଇଁ ଦିଲ୍ଲୀରେ ସୃଷ୍ଟି ହୋଇଛି!-->…
କରୋନା କବଜାରେ ଭାରତ
ଅଣାୟତ ହୋଇପଡ଼ିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣରେ ରେକର୍ଡ ଭାଙ୍ଗିଲା ଭାରତ । ଗତ କିଛି ଦିନ ହେବ ଭାରତରେ ରେକର୍ଡ ପଜିଟିଭ୍ ମାମଲା ଆସୁଛି । ଗତ ୨୪ ଘଂଟାରେ ୩ ଲକ୍ଷ ୧୪ ହଜାର ୮୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ!-->…