THE BYAPINI
Browsing Category

ଦେଶ

ଶସ୍ତା ହେବ କରୋନା ଟିକା

ଶସ୍ତା ହେବ କରୋନା ଟିକା । ମହାମାରୀ କରୋନା ସଂକ୍ରମଣ ଭିତରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି।କରୋନା ଭ୍ୟାକ୍ସିନ,ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ସମସ୍ତ ଉପକରଣ ଉପରେ ୩ ମାସ…

‘ଅମ୍ଲଜାନ ଅଟକାଇଲେ ଫାଶୀରେ ଝୁଲାଇ ଦେବୁ’

କଠୋର ହେଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀରେ କରୋନା ରୋଗୀଙ୍କ ମୃତ୍ୟୁ ଓ ଅକ୍ସିଜେନ୍ ଅଭାବକୁ ନେଇ ଉଦବେଗ ପ୍ରକାଶ କଲେ ଦିଲ୍ଲୀ ହାଇକୋର୍ଟ । ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟର ହସ୍ପିଟାଲରେ ଅକ୍ସିଜେନ ଘୋର ସଙ୍କଟ ଦେଖାଯାଇଛି।…

ସ୍ଥିତି ଭୟଙ୍କର

ସ୍ଥିତି ଅସମ୍ଭାଳ । ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଢିଚାଲିଛି। ଗତ ୨୪ ଘଂଟାରେ ୩ଲକ୍ଷ ୪୬ ହଜାର ୭୮୬ ଆକ୍ରାନ୍ତ ଚିହ୍ନଟ । ସେହିପରି ଗୋଟିଏ ଦିନରେ ୨ହଜାର ୬୨୪ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣ ସଂଖ୍ୟା ୩…

ପୁଣି ମିିଳିବ ମାଗଣା ରାସନ

ମହାମାରୀ ମାଡିଚାଲିଥିବା ବେଳେ କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ହାହାକାର ପରିସ୍ଥିତି ସୃଷି ହୋଇଛି । ଏପରି ସମୟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ମିଳିବ ମାଗଣା ରାସନ । ଆସନ୍ତା ଦୁଇ ମାସ ମେ ଓ ଜୁନ ପାଇଁ କେନ୍ଦ୍ର ସରକାର…

ଅକ୍ସିଜେନ ଅଭାବରୁ ଆଖିବୁଜିଲେ ୨୫ ରୋଗୀ

କରୋନା ସଂକ୍ରମଣ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଆଇସିୟୁ ବେଡ ସହିତ ଅକ୍ସିଜେନର ଅଭାବ ଯୋଗୁଁ ଅନେକ ରୋଗୀ ଆଖିବୁଜୁଛନ୍ତି । ଅକ୍ସିଜେନ୍ କୋଟା ବୃଦ୍ଧି ସତ୍ତ୍ୱେ ଅକ୍ସିଜେନ୍ ସଂକଟ ଟଳୁନି । ଏପରି ସମୟରେ ରାଜଧାନୀ ଦିଲ୍ଲୀରୁ…

ବଢୁଛି ବିପଦ

ମାଡିଚାଲିଛି ମହାମାରୀ । କରୋନା ସଂକ୍ରମଣ ମାମଲାରେ ଆମେରିକାକୁ ଟପିଲା ଭାରତ । ବିଶ୍ୱରେ କରୋନା ଦୈନିକ ସଂକ୍ରମଣର ସର୍ବାଧିକ ମାମଲା ଭାରତରେ ଚିହ୍ନଟ ହୋଇଛି । ଦେଶର ବିଭିନ୍ନ ରାଜ୍ୟରେ କର୍ଫ୍ୟୁ, କଟକଣା, ଲକଡାଉନ ପରେ ବି…

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: କ’ଣ ନେଇଛ ପଦକ୍ଷେପ ଜଣାଅ

ଦେଶରେ କରୋନା ସଂକ୍ରମଣକୁ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । କରୋନା ସଂକ୍ରମଣ ଏବେ ଅଣାୟତ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଦେଶର ବିଭିନ୍ନ ରାଜ୍ୟରେ…

ପ୍ରଧାନମନ୍ତ୍ରୀ ବାତିଲ କଲେ ପଶ୍ଚିମବଙ୍ଗ ରାଲି

ଦେଶରେ କରୋନା ସଂକ୍ରମଣ ସାଂଘାତିକ ରୂପ ନେଇଛି । ଦୈନିକ ଲକ୍ଷାଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛି । ଏପରି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଆଉ ନିର୍ବାଚନୀ ରାଲି କରିବେ ନାହିଁ ବୋଲି କହିଛନ୍ତି ।…

ଅକ୍ସିଜେନ ପାଇଁ ହାହାକାର

ଦେଶରେ କରୋନା ସଂକ୍ରମଣ ଅଣାୟତ ହୋଇପଡିଥିବା ବେଳେ ମହାମାରୀ ସମୟରେ ସବୁଠୁ ଖରାପ ସ୍ଥିତି ଦେଇ ଗତିକରୁଛି ରାଜଧାନୀ ଦିଲ୍ଲୀ । କରୋନା ରୋଗୀଙ୍କ ପାଇଁ ଦେଖାଦେଇଛି ଅକ୍ସିଜେନ ଅଭାବ । ଅମ୍ଲଜାନ ପାଇଁ ଦିଲ୍ଲୀରେ ସୃଷ୍ଟି ହୋଇଛି…

କରୋନା କବଜାରେ ଭାରତ

ଅଣାୟତ ହୋଇପଡ଼ିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣରେ ରେକର୍ଡ ଭାଙ୍ଗିଲା ଭାରତ । ଗତ କିଛି ଦିନ ହେବ ଭାରତରେ ରେକର୍ଡ ପଜିଟିଭ୍ ମାମଲା ଆସୁଛି । ଗତ ୨୪ ଘଂଟାରେ ୩ ଲକ୍ଷ ୧୪ ହଜାର ୮୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ…