Browsing Category
ଦେଶ
ସଂକ୍ରମଣ ବଢିବାର କାରଣ କ’ଣ?
କରୋନାର ଦ୍ୱିତୀୟ ଲହରରେ ଦେଶରେ ଅଚାନକ ଭାବେ ହୁ ହୁ ବଢିଚାଲିଛି ସଂକ୍ରମଣ । ପ୍ରତିଦିନ ନୂଆ ରେକର୍ଡ କରୁଛି କରୋନା । ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ତେବେ କେଉଁ କାରଣ ପାଇଁ!-->…
ସ୍ଥିତି ଭୟଙ୍କର
ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଭୟଙ୍କର ସ୍ଥିତି ଉପୁଜିଛି । ଦେଶରେ ସର୍ବକାଳୀନ ରେକର୍ଡ କରିଛି ମହାମାରୀ କରୋନା। ପ୍ରତିଦିନ କରୋନାର ନୂଆ ନୂଆ ରେକର୍ଡ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। ଦେଶରେ ଦୈନିକ ଆକ୍ରାନ୍ତ!-->…
ସଂକ୍ରମଣ ସ୍ଥିତି ସାଂଘାତିକ
ଦେଶରେ ସଂକ୍ରମଣ ସ୍ଥିତି ସାଂଘାତିକ । ସୁନାମୀ ପରି ସଂକ୍ରମଣ ମାଡି ଚାଲିଛି । ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଢିଚାଲିଛି । ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଗତ ୨୪!-->…
ସାବଧାନ! ନିୟନ୍ତ୍ରଣ ବାହାରେ ସଂକ୍ରମଣ
ଏବେ ସାବଧାନ ହୋଇଯାନ୍ତୁ । କାରଣ ଦେଶରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ଯେପରି ବଢୁଛି ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ । ଆଜି ଦ୍ୱିତୀୟ ଥର ଲାଗି ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ୨ ଲକ୍ଷ ଟପିଯାଇଛି। ଦେଶରେ ୨ ଲକ୍ଷ ୧୭ ହଜାର ୩୫୩!-->…
ଦିଲ୍ଲୀରେ ଶନିବାର,ରବିବାର କର୍ଫ୍ୟୁ
ମହାରାଷ୍ଟ୍ର ପରେ ଦିଲ୍ଲୀରେ କରୋନା କଟକଣା କଡାକଡି କରିଛନ୍ତି ସରକାର । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା ହୋଇଛି । ଶୁକ୍ରବାର ରାତି ୧୦ଟାରୁ ଆରମ୍ଭ ହୋଇ ସୋମବାର ୬ ପର୍ୟ୍ୟନ୍ତ!-->…
ଦିନକରେ ୨ ଲକ୍ଷ ସଂକ୍ରମିତ
ଦେଶରେ କରୋନା ଭାଇରସ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଦେଶରେ ମାତ୍ର ୧୦ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୨ଗୁଣ ହୋଇଯାଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢୁଥିବା ବେଳେ ଗତ ୨୪ ଘଣ୍ଟା!-->…
ଜାଣନ୍ତୁ ବିନା ପରୀକ୍ଷାରେ ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ କେମିତି ମିଳିବ ମାର୍କ?
ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଦେଶରେ ମହାମାରୀ କରୋନା ସାଂଘାତିକ ଭାବରେ ବ୍ୟାପୁଥିବା ବେଳେ ସିବିଏସଇ ଦଶମ ପରୀକ୍ଷା ବାତିଲ କରିଦିଆଯାଇଛି ।ତେବେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଜୁନ ୧ ତାରିଖରେ ପରିସ୍ଥିତିର!-->…
ଆଜିଠୁ ମହାରାଷ୍ଟ୍ରରେ ୧୪୪ ଧାରା..୧୫ ଦିନିଆ ଜନତା କର୍ଫ୍ୟୁ
ମହାରାଷ୍ଟ୍ରରେ ଲାଗୁ ହେବ କର୍ଫ୍ୟୁ । ୧୫ ଦିନ ପାଇଁ ପୂରା ରାଜ୍ୟରେ ଲାଗୁ ହେବ ୧୪୪ ଧାରା । ଆଜି ରାତି ୮ଟାରୁ ଆସନ୍ତା ୧୫ ଦିନ ପାଇଁ ଏହି କଟକଣା ଲାଗୁ ହେବ। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି କରୋନାର ‘ବ୍ରେକ୍ ଦ ଚେନ୍’ ଅଭିଯାନ!-->…
ଅସମ୍ଭାଳ ସ୍ଥିତି
ଦେଶରେ ଅସମ୍ଭାଳ ହେଉଛି ସ୍ଥିତି । ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। ଦୈିନିକ ସଂକ୍ରମଣ ଦୁଇ ଲକ୍ଷ ମୁହାଁ ହୋଇଛି । ଏପ୍ରିଲ ୫ ତାରିଖରେ ପ୍ରଥମଥର ଦେଶରେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ୭!-->…
ଛତିଶଗଡ ସରକାରଙ୍କ ଏ କିଭଳି ଆଦେଶ?
ଛତିଶଗଡ଼ ସରକାରଙ୍କ ଅଜବ ଆଦେଶ । ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଛତିଶଗଡ ସରକାର ଦେଇଥିବା ଏକ ଅଦେଶକୁ ନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି ।ସରକାରୀ ଆଦେଶ!-->…