Browsing Category
ଦେଶ
ଏପ୍ରିଲ ୯ରୁ ୧୧ ଦିନିଆ ଲକଡାଉନ୍
ଦେଶରେ କରୋନା ସଂକ୍ରମଣ ଯେପରି ବଢିଚାଲିଛି, ତାକୁ ନିୟନ୍ତ୍ରଣ କରିବା ପାଇଁ ପୁଣି ଥରେ ଫେରିଛି କର୍ଫ୍ୟୁ,ଲକଡାଉନ,କଟେଂନମେଂଟ ଜୋନ । କଟକଣାକୁ କଡାକଡି କରାଯାଇଛି । ଦେଶରେ ଲକ୍ଷେ ଉପରେ ସଂକ୍ରମଣ ରହୁଥିବା ବେଳେ ୮ ରାଜ୍ୟରେ!-->…
ପଂଜାବରେ ନାଇଟ କର୍ଫ୍ୟୁ
କରୋନା ସଂକ୍ରମଣକୁ ବୃଦ୍ଧି ପାଉଥିବା ଦେଖି ଦିଲ୍ଲୀ ପରେ ଏବେ ପଞ୍ଜାବରେ ନାଇଟ କର୍ପ୍ୟୁ । କରୋନା ସଂକ୍ରମଣକୁ ରୋକିବାକୁ କେନ୍ଦ୍ରସରକାର ରାଜ୍ୟ ମାନଙ୍କୁ ଦାୟିତ୍ୱ ଦେଇଥିବା ବେଳେ ଦିଲ୍ଲୀ ପରେ ପଞ୍ଜାବ ସରକାର ରାଜ୍ୟରେ ଏପ୍ରିଲ!-->…
ମାଓବାଦୀଙ୍କ କବଜାରେ କେମିତି ଅଛନ୍ତି ଯବାନ..ଜାରି କଲେ ଫଟୋ
ମାଓବାଦୀଙ୍କ କବଜାରେ ଥିବା ଯବାନଙ୍କ ଆସିଲା ଫଟୋ । ମାଓବାଦୀ ମାନେ ଯବାନ ରାକେଶ୍ୱର ସିଂହ ମାନହାସଙ୍କ ପାଖରେ ରଖିଥିବା ଦେଖିବାକୁ ମିଳିଛି। ବେ ରାକେଶ୍ୱରଙ୍କୁ ଛାଡ଼ିବା ଲାଗି ମାଓବାଦୀମାନେ ମଧ୍ୟସ୍ଥ ଦେବାକୁ କହିଛନ୍ତି।ବେ!-->…
ଏଣିକି କାରରେ ଏକୁଟିଆ ଥିଲେ ମାସ୍କ ବାଧ୍ୟ..ନଚେତ୍..
ଆପଣ କାରରେ ଏକା ଗଲେ ମାସ୍କ ପିନ୍ଧୁନାହାନ୍ତି କି ? ଏଣିକ ହୋଇଯାନ୍ତୁ ସାବଧାନ । କାରରେ ଏକା ଗଲାବଳେ ବି ପିନ୍ଧିବାକୁ ପଡିବ ମାସ୍କ । କରୋନା କାଳରେ ସାଧାରଣ ଲୋକଙ୍କୁ ଦିଲ୍ଲୀ ହାଇକୋର୍ଟ କଡ୍ଡା ତାଗିଦ୍ କରିଛନ୍ତି । ହାଇକୋର୍ଟ!-->…
ନିୟନ୍ତ୍ରଣ ବାହାରେ ସଂକ୍ରମଣ!
କରୋନାର କମବ୍ୟାକ ଦେଶରେ ପୁଣିଥରେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି । ଦେଶରେ ଲଗାତର ତିନି ଦିନ ମଧ୍ୟରୁ ଦୁଇ ଦିନ ସଂକ୍ରମଣ ସଂଖ୍ୟା ଲକ୍ଷେ ଉପରେ ରହିଛି । ଧୀରେ ଧିରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪!-->…
ଋାଜଧାନୀକୁ ଫେରିଲା ନାଇଟ କର୍ଫ୍ୟୁ
ଋାଜଧାନୀକୁ ପୁଣି ଫେରିଛି କର୍ଫ୍ୟୁ । ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ିଚାଲିଛି। ରାଜଧାନୀ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ଦିଲ୍ଲୀରେ!-->…
ଚିନ୍ତା ବଢାଉଛି ଆଠ ରାଜ୍ୟ..ମାଡି ଆସୁଛି ବିପଦ
କରୋନାର ଦ୍ବିତୀୟ ଲହର ଦେଶରେ ଭୟଙ୍କର ହେଲାଣି। ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ଦୈନିକ ସଂକ୍ରମଣ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ିଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ପୁଣି ୯୬ ହଜାର ୯୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ!-->…
ରେକର୍ଡ ଭାଙ୍ଗିଲା ସଂକ୍ରମଣ..ସ୍ଥିତି ଅସମ୍ଭାଳ
ଦେଶରେ କରୋନା ସଂକ୍ରମଣ ପୂର୍ବ ରେକର୍ଡ ଭାଙ୍ଗିଲା । ନିୟନ୍ତ୍ରଣର ବାହାରକୁ ଗଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ଲକ୍ଷେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ଟପିଛି ।!-->…
ବିନା ଦର୍ଶକରେ ଆଇପିଏଲ୍
ବିନା ଦର୍ଶକରେ ଖେଳାଯିବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ର ୧୪ ତମ ସଂସ୍କରଣ । ବିସିସିଆଇ ଉପ ସଭାପତି ରାଜୀହ ଶୁକ୍ଳା ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ବଢୁଥିବା ଦେଖି ବିସିସିଆଇ ଏନେଇ ବଡ ନିଷ୍ପତ୍ତି ନେଇଛି । ଗତବର୍ଷ ଭଳି ଏଥର!-->…
ମହାରାଷ୍ଟ୍ରରେ ଲକଡାଉନ ଭଳି କଟକଣା
କରୋନା ସଂକ୍ରମଣକୁ ଦେଖି ମହାରାଷ୍ଟ୍ରରେ କଡାକଡି ହୋଇଛି କଟକଣା । ପୁରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ରାତି ୮ ଟାରୁ ସକାଳ ୭ ଟା ପର୍ୟ୍ୟନ୍ତ କର୍ଫ୍ୟୁ ଲାଗୁହେବ । କର୍ଫ୍ୟୁ ସମୟରେ କେବଳ ଜରୁରୀକାଳୀନ!-->…