THE BYAPINI
Browsing Category

ଦେଶ

କରୋନା କଲାଣି କମବ୍ୟାକ୍ ! ୧୦ ଦିନରେ ସଂକ୍ରମଣ ଦୁଇଗୁଣ

ଦେଶରେ ହୁ ହୁ ହୋଇ ବଢିଲାଣି କରୋନା ସଂକ୍ରମଣ । ଗତବର୍ଷ ଭଳି ସ୍ଥିତି ଉପୁଜିବା ନେଇ ଆଶଙ୍କା ଦେଖାଦେଲାଣି । ଗତ ୨୪ ଘଣ୍ଟାର କରୋନା ରିପୋର୍ଟରେ କିଛି ଏଭଳି ଦିଗ ସାମ୍ନାକୁ ଆସୁଛି । କାରଣ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨ ହଜାର

କ୍ରିକେଟର ଭଗବାନଙ୍କୁ କରୋନା

କ୍ରିକେଟର ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।ଏବେ ହୋମ କ୍ୱାରେଣ୍ଟାଇନରେ ଥିବା ମଧ୍ୟ

ହୋଇପାରେ ଲକଡାଉନ, ଏପ୍ରିଲ୍ ୨ ଯାଏଁ ସ୍ଥିତି ଉପରେ ନଜର

ସାରା ଦେଶରେ କରୋନା ମିଟର ଉପରମୁହାଁ ହୋଇଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ସଂଗୀନ । ସଂକ୍ରମଣ ସଂଖ୍ୟା ଦିନକୁ ଦିନ ହୁହୁ ହୋଇ ବଢିବାରେ ଲାଗିଛି । ତେଣୁ କରୋନାକୁ ମାତ୍‌ ଦେବାକୁ କିଛି କଠୋର ପଦକ୍ଷେପ ନେବାକୁ ମଧ୍ୟ ଚିନ୍ତା

ବେକାବୁ ହେଉଛି ସଂକ୍ରମଣ!

ଦେଶରେ କରୋନା ସଂକ୍ରମଣ ଯେପରି ବଢିଚାଲିଛି ତାହା ଚିନ୍ତାଜନକ । ଦିନକୁ ଦିନ ଦେଶରେ ବେକାବୁ ହେବାରେ ଲାଗିଛି ସଂକ୍ରମଣ । ଦେଶରେ ପ୍ରତିଦିନ ଏବେ ୫୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ୨୦୨୦ ଅକ୍ଟୋବର ୨୩ ପର

ଜାଣନ୍ତୁ କାଲି କାହିଁକି ଭାରତ ବନ୍ଦ?

କେନ୍ଦ୍ର କୃଷି ଆଇନକୁ ବିରୋଧ ଜାରି ରଖିଥିବା କୃଷକଙ୍କ ଆନ୍ଦୋଳନକୁ ଶୁକ୍ରବାର ୪ ମାସ ପୁରିବାକୁ ଯାଉଛି । କୃଷି ଆଇନର ପ୍ରତିବାଦରେ ପୁନର୍ବାର ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା। ଆସନ୍ତା କାଲି

ସାବଧାନ! ସତର୍କ ନହେଲେ ଅସମ୍ଭାଳ

ସାବଧାନ! ସତର୍କ ନହେଲେ ଅସମ୍ଭାଳ ହେବ ସ୍ଥିତି । ପୁଣି ଥରେ ଲୋକଙ୍କ ମନରେ ଛନକା ପଶାଇଲାଣି କରୋନା । ଦେଶରେ ଦୀର୍ଘ ୫ମାସର ବ୍ୟବଧାନ ପରେ ୫୦ ହଜାର ଟପିଛି ସଂକ୍ରମଣ ସଂଖ୍ୟା । ୨୦୨୦ ଅକ୍ଟୋବର ୨୩ ପର ଠାରୁ ଗତ ୨୪ ଘଣ୍ଟା ମଧ୍ୟରେ

ସରକାରଙ୍କୁ ଡରାଇଲାଣି ସଂକ୍ରମଣ!

କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହା ପୁଣି ଥରେ ସରକାରଙ୍କ ନିଦ ହଜାଇଦେଇଛି । ପୁଣି ଯେଭଳି ସଂକ୍ରମିତଙ୍କ ସଂଖ୍ୟା ଆକାଶଛୁଆଁ ନହେବ ସେନେଇ ଜରୁରୀ ପଦକ୍ଷେପ ମାନ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ହୋଲି

ସତର୍କ ନହେଲେ ଲକଡାଉନ!

ଗତ ବର୍ଷ ଠିକ ଆଜିର ଦିନରେ କେନ୍ଦ୍ର ସରକାର ଲକଡାଉନ ଲାଗୁ କରିଥିଲେ । କିନ୍ତୁ ବର୍ଷ ପରେ ପୁଣି କରୋନା ତାର କାୟା ବିସ୍ତାର କରିଛି । ଦେଶରେ ଯେପରି ଭାବେ ଏବେ ସଂକ୍ରମଣ ବଢୁଛି , ହୁଏତ ଦିନେ କି ଦୁଇ ଦିନ ଭିତରେ ଏହା ୫୦ ହଜାର

ଏପ୍ରିିଲରୁ ନିସ୍ତାର ନାହିଁ..

ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ବେଳେ ଆଜି କେନ୍ଦ୍ର ସରକାର ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କୁ ଟେଷ୍ଟ, ଟ୍ରାକ୍‌ ଏବଂ ଟ୍ରିଟ୍‌ ପଲିସି ଦୃଢ଼ ଭାବେ ଲାଗୁ କରିବାକୁ ନିର୍ଦେଶ ଦିଆଯାଇଛି।

ଏପ୍ରିଲ ପହିଲାରୁ କେଉଁମାନେ ନେବେ ଟିକା?

ଦେଶରେ କରୋନା ସଂକ୍ରମଣ ପୁଣି ବଢିଚାଲିଥିବା ବେଳେ ଏହାରି ମଧ୍ୟରେ କରୋନା ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଆସନ୍ତା ଏପ୍ରିଲ ୧ରୁ ଦେଶରେ ୪୫ବର୍ଷ ବୟସରୁ ଉର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ ଦିଆଯିବ କରୋନ ଟିକା।