Browsing Category
ଦେଶ
କିଏ ସେହି ସନ୍ଦିଗ୍ଧ? ସିସିଟିଭିରେ ଆସିଲା ଫଟୋ
ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖିବା ଘଟଣାର ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୂଚନା ମୁତାବକ, ଯେଉଁ ବ୍ୟକ୍ତି ଗାଡିରେ ବିସ୍ଫୋରକ ରଖି ଆଣ୍ଟିଲିୟା ପାଖକୁ ଆସିଥିଲା। ସେହି ବ୍ୟକ୍ତିର ଫଟୋ!-->…
ରଣବୀର କପୁରଙ୍କୁ କରୋନା
ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ କରୋନା । ରଣବୀରଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ମା’ ନିତୁ କପୁର ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି । ୩୮ବଷୀୟ ଅଭିନେତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାରୁ ଆସୁଛି ଓ ଏବେ!-->…
ବ୍ରିଗେଡ଼ ଗ୍ରାଉଣ୍ଡର ‘ଚକ୍ରବର୍ତ୍ତୀ’
ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବହୁ ଦିନ ଧରି ହେଉଥିବା ଚର୍ଚ୍ଚା ଉପରୁ ପରଦା ଉଠିଛି । ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ବିଜେପିର ବଙ୍ଗ ମିଶନର ସାରଥୀ ସାଜିବେ ମିଥୁନ ଦା’ । ବିଧାନସଭା ନିର୍ବାଚନ ପାଇଁ!-->…
ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମସି : ନନ୍ଦିଗ୍ରାମରୁ ଲଢିବେ ଦିଦି
ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ତୃଣମୂଳ କଂଗ୍ରେସ ପାର୍ଟି । ୨୯୪ଟି ଆସନ ମଧ୍ୟରୁ ୨୯୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମସି । ଏଥର ଦଳ ୧୦୦ ଟି ଆସନରେ ନୂଆ!-->…
ତାଜମହଲରେ ବୋମା ଗୁଜବ
ତାଜମହଲରେ ବୋମା ଗୁଜବ । ତାଜମହଲ ପରିସରରେ ବୋମା ରଖାଯାଇଥିବା ନେଇ ଏକ ଫୋନ କଲ ଆସିଥିଲା । ଆଉ ଏହାକୁ ନେଇ ଆଗ୍ରାର ତାଜମହଲ ପରିସରରେ ଖେଳି ଯାଇଥିଲା ଆତଙ୍କ । ବୋମା ସୂଚନା ପାଇବା ପରେ ତାଜମହଲ ପରିସରରେ ଉପସ୍ଥିତ ଥିବା!-->…
ପେଟ୍ରୋଲ ପମ୍ପରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ
୭୨ ଘଣ୍ଟା ମଧ୍ୟରେ ପେଟ୍ରୋଲ ପମ୍ପଗୁଡିକରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର । ଭାରତର ନିର୍ବାଚନ କମିସନ୍ ପେଟ୍ରୋଲ୍ ପମ୍ପ୍ଗୁଡ଼ିକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ର୍ବାଚନ ହେବାକୁ ଥିବା ୪ ରାଜ୍ୟ ଓ ପୁଡୁଚେରୀରେ ଥିବା!-->…
କୋଭାକ୍ସିନ ୮୧% ଫଳପ୍ରଦ
ସ୍ୱଦେଶୀ କରୋନା ଟିକା କୋଭାକ୍ସିନକୁ ନେଇ ଜାରି ରହିଥିବା ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ପରେ ଏଭଳି ଦାବି କରାଯାଇଛି।!-->…
ରାଷ୍ଟ୍ରପତି ନେଲେ କରୋନା ଟିକା
କରୋନା ମହାମାରୀ ବିରୋଧରେ ସବୁଠାରୁ ବଡ ଟିକା କରଣ ଅଭିଯାନ ଭାରତରେ ଚାଲୁ ରହିଛି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ରିସର୍ଚ୍ଚ ଏବଂ ରିଫରଲ ହସ୍ପିଟାଲକୁ ଆସି କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । ଏହାପୂର୍ବରୁ!-->…
କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ
ସୋମବାରଠାରୁ ଦେଶରେ ଦ୍ୱିତୀୟ ପର୍ୟ୍ୟାୟ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଦିଲ୍ଲୀ ଏମସରେ ଟିକାର ପ୍ରଥମ ଡ଼ୋଜ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀ ଏମସରେ ଟିକାର ପ୍ରଥମ ଡ଼ୋଜ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।!-->…
‘ଏପ୍ରିଲରେ କମିବ ତେଲ ଦର’
ପେଟ୍ରୋଲ ଓ ଡିଜେଲ ଦର ଦେଶରରେ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । କିଛି ସ୍ଥାନରେ ସେଂଚୁରୀ ଛୁଇଁଲାଣି ପେଟ୍ରୋଲ ।ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଉଥିବା ବେଳେ ଏତିକିବେଳେ କେନ୍ଦ୍ର!-->…