THE BYAPINI
Browsing Category

ଦେଶ

ସୋସିଆଲ ମିଡିଆ ଉପରେ ଅଙ୍କୁଶ

ସୋସିଆଲ ମିଡିଆ ପ୍ଲାଟଫର୍ମ, ଓଟିଟି ପ୍ଲାଟଫର୍ମ ଏବଂ ଡିଜିଟାଲ ମିଡିଆ ପାଇଁ ଗାଇଡଲାଇନ୍ ଜାରି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓ ରବିଶଙ୍କର ପ୍ରସାଦ ଏକ ସାମ୍ୱାଦିକ ସମ୍ମୀଳନୀ କରି ଏହାର ସୂଚନା ଦେଇଛନ୍ତି । ନୂତନ

ତେଲ ସହ ତାଳ ଦେଇ ବଢୁଛି ଗ୍ୟାସ ଦର..୨ ମାସରେ ବଢିଲା ୨୦୦ ଟଙ୍କା

ଦେଶରେ ପେଟୋଲ ଓ ଡିଜେଲର ଦର ବଢି ଚାଲିଥିବା ସମୟରେ ଏଲପିଜିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଦେଶରେ ପୁଣି ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛିା ତୈଳ କମ୍ପାନୀଗୁଡିକ ରିଫିଲ ପିଛା ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା

ଭାରତ ଫେରିବେ ନୀରବ ମୋଦି! ପିଏନବି ଦୁର୍ନୀତିର ହେବ ପର୍ଦ୍ଦାଫାଶ

ପିଏନବି ମହାଦୁର୍ନୀତିୀର ମହାଖଳନାୟକ ନିରବ ମୋଦିଙ୍କୁ ଭାରଣ ଅଣାଯିବ । ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟାର୍ପଣ ନେଇ ଲଣ୍ଡନ କୋର୍ଟ ମୁଞ୍ଜୁରୀ ପ୍ରଦାନ କରିଛନ୍ତି । ଲଣ୍ଡନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ଏହି ମାମଲାର ଶୁଣାଣୀ

ଚିନ୍ତା ବଢାଉଛି ନୂଆ ଷ୍ଟ୍ରେନ୍

ମହାରାଷ୍ଟ୍ରରେ ଭୟଙ୍କର ହେଲାଣି କରୋନା । ଏବେ ଦୈନିକ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଂଟାରେ ୮ ହଜାର ୮୦୭ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି । ନୂଆ ମାମଲା ମିଶାଇ ସଂକ୍ରମଣ ସଂଖ୍ୟା ୨୧ ଲକ୍ଷ ୨୧ ହଜାର ୧୧୯ରେ ପହଂଚିଛି

କାଲି ଭାରତ ବନ୍ଦ

ଆସନ୍ତାକାଲି ଭାରତ ବନ୍ଦ । ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡ଼ାକରା ଦିଆଯାଇଛି । ଜିଏସଟି ବ୍ୟବସ୍ଥାକୁ ସରଳ କରିବା ଦାବିରେ ବ୍ୟବସାୟୀ ସଙ୍ଗଠନ ଦି କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ବା

ରେଳଯାତ୍ରୀଙ୍କୁ ଝଟକା..ବଢିଲା ରେଳଭଡା

ମହାମାରୀ କରୋନା ଯୋଗୁ ବନ୍ଦ ଥିବା ରେଳ ସେବା ଏବେ ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ରେଳଯାତ୍ରୀଙ୍କ ମହଙ୍ଗା ମାଡ଼ । ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ପାଇଁ ରେଳ ଭଡା ବୃଦ୍ଧି କରିଛନ୍ତି । ତେବେ ସ୍ୱଳ୍ୱ ଦୂରଗାମୀ

ମୋଟେରାରୁ ମୋଦୀ ଷ୍ଟାଡିୟମ..ବିଶ୍ୱର ସବୁଠୁ ବଡ କ୍ରିକେଟ ଗ୍ରାଉଣ୍ଡ

ଗୁଜରାଟର ଅହମ୍ମଦାବାଦ ସ୍ଥିତ ମୋଟେରା ଷ୍ଟାଡିୟମ ଏବେ ବିଶ୍ଵର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କ୍ରିକେଟ୍‌ ଷ୍ଟାଡିୟମ ଉଦ୍‌ଘାଟନ କରିଛନ୍ତି । ଷ୍ଟାଡିୟମର ପୁନଃନିର୍ମାଣ ସହିତ ଏବେ ଏହାର

ନିର୍ବାଚନ ଆସିଲା, ସିବିଆଇ ଫେରିଲା ?

ନିର୍ବାଚନ ଆସିଲେ ସିବିଆଇ କ୍ରିୟାଶୀଳ ହୁଏ । ଭାରତୀୟ ରାଜନୀତିରେ ଏମିତି ଅନେକ ନଜିର ରହିଛି ଯେତେବେଳେ ଯେଉଁ ରାଜ୍ୟରେ ଭୋଟ ପଡିବାକୁ ଥାଏ ସେତେବେଳେ ଉକ୍ତ ରାଜ୍ୟର ନେତାଙ୍କର ଫାଇଲ ଝାଡି ଝୁଡି ସିବିଆଇ ପୁଣି ବାହାର କରେ ।

କୋକେନ୍ ପଛର ସତ କଣ?

ପଶ୍ଚିମବଙ୍ଗରେ ନିର୍ବାଚନ ଆଗରୁ ବିଜେପିକୁ ଜୋରଦାର ଧକ୍କା ଲାଗିଛି । ଦଳର ଜଣେ ଯୁବନେତ୍ରୀଙ୍କ ନିକଟରୁ କୋକେନ ଜବତ ହେବା ପରେ ଦଳ ବିବାଦ ଘେରକୁ ଆସିଛି । ଏହି ଯୁବତୀ ଜଣକ ହେଉଛନ୍ତି ପାମେଲା ଗୋସ୍ୱାମୀ । ଦଳର ପଦାଧିକାରୀ ମଧ୍ୟ

‘ବିକାଶରେ ବାଧକ ରାଜନୀତିକରଣ’

ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶାସନ ମୁଖ୍ୟ ମଧ୍ୟ ଯୋଗ