THE BYAPINI
Browsing Category

ଦେଶ

କୃଷକ ଆନ୍ଦୋଳନରେ ଫାଟ

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ପରେଡ ସମୟରେ ହିଂସାକାଣ୍ଡ ପରେ କୃଷକ ଆନ୍ଦୋଳନରେ ଫାଟ ସୃଷ୍ଟି ହୋଇଛି। କୃଷକ ନେତା ଭାନୁପ୍ରତାପ ସିଂହ ଏବଂ ବିଏମ୍ ସିଂହ ଆନ୍ଦୋଳନରୁ ଓହରିଛନ୍ତି । ଏହି ଦୁଇ ନେତାଙ୍କ ନେତୃତ୍ୱରେ

ଦୋହଲିଗଲା ଦିଲ୍ଲୀ

୭୨ତମ ଗଣତନ୍ତ୍ର ଦିବସ ପରେଡ ଉପରେ ଯେମିତି ନଜର ରହିଥିଲା ସେମିତି ଚାଷୀଙ୍କ ଟ୍ରାକ୍ଟର ରାଲିର ରୂପରେଖ କଣ ହେବ ତା ଉପରେ ମଧ୍ୟ ରହିଥିଲା ସାରା ଦେଶର ନଜର । ମଙ୍ଗଳବାର ସକାଳେ ଆନ୍ଦୋଳନରତ କୃଷକ ସଂଗଠନର ଏକ ଗୋଷ୍ଠୀ ସିଙ୍ଘୁ

ପେଟ୍ରୋଲ ଦରରେ ଲାଗୁନି ବ୍ରେକ୍

ପେଟ୍ରୋଲ ଦରରେ ଲାଗୁନି ବ୍ରେକ୍ । ଆକାଶଛୁଆଁ ହେବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ତୈଳ ଦର । ଚଳିତ ସପ୍ତାହରେ ଚାରିଥର ବୃଦ୍ଧି ପାଇଲାଣି ପେଟ୍ରୋଲ ଓ ଡିଜେଲ ଦର। ଫଳରେ ପ୍ରତିଦିନ ଦର ନୂଆ ଶିଖରରେ ପହଞ୍ଚୁଛି। ଲଗାତାର ତେଲଦର

ଟ୍ରାକ୍ଟର ଗଡ଼ିବ, ଟେନସନ ବଢିବ!

ଦିନକ ପରେ ସାଧାରଣତନ୍ତ୍ର ଦିବସ । ଏନେଇ ପ୍ରସ୍ତୁତି ଚାଲିଥିବା ବେଳେ ସବୁଠୁ ବଡ଼ ସମସ୍ୟା ହୋଇପାରେ କୃଷକଙ୍କ ଟ୍ରାକ୍ଟର ରାଲି । ଦିଲ୍ଲୀ ପୁଲିସ ଟ୍ରାକ୍ଟର ରାଲି ପାଇଁ ସର୍ତମୂଳକ ମଂଜୁରୀ ଦେଇଛି । ଏପଟେ କୃଷି ମନ୍ତ୍ରୀ ନରେନ୍ଦ୍ର

ପ୍ରଥମ ଦିନରେ ବାଇଡେନଙ୍କ ଆକ୍ସନ

ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ । ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଜୋ ବାଇଡେନ କାର୍ୟ୍ୟଭାର ସମ୍ଭାଳିଛନ୍ତି। ରାଷ୍ଟ୍ରପତି ଭାବେ କାର୍ୟ୍ୟଭାର ସମ୍ଭାଳିବା ପରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରିଚାଲିଛନ୍ତି ଜୋ

ମୋଦି,ମୁଖ୍ୟମନ୍ତ୍ରୀ ନେବେ ଟିକା!

ଦେଶରେ ଏବେ ଜୋରସୋରରେ ଚାଲିଛି ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣ । ଖୁବ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ମଧ୍ୟ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେବେ ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ ।

ଟିକା କାରଖାନାରେ ନିଆଁ

କରୋନା ଟିକା ଉପରେ ସାରା ଦେଶର ନଜର ଥିବା ବେଳେ କୋଭିସିଲ୍ଡ ପ୍ରସ୍ତୁତ କରୁଥିବା ପୁଣେର ସେରମ ଇନଷ୍ଟିଚ୍ୟୁଟରେ ନିଆଁ । ଅଗ୍ନିକାଣ୍ଡରେ ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତ୍ୟୁ ବରଣ କରିଥିବା

ଟିମ୍ ଇଣ୍ଡିଆର ଐତିହାସିକ ବିଜୟ…ଧୂଳି ଚାଟିଲା କଙ୍ଗାରୁ ଦଳ

ଲେଖାହେଲା କ୍ରିକେଟର ନୂଆ ଇତିହାସ । ବିଦେଶ ମାଟିରେ ଟିମ ଇଣ୍ଡିଆର ଐତିହାସିକ ବିଜୟ । ଅଷ୍ଟ୍ରେଲିଆ ଭଳି ଏକ ଶକ୍ତିଶାଳୀ ଦଳକୁ ତାର ଘରୋଇ ମାଟିରେ ପରାଜିତ କରିଛି ଭାରତୀୟ କ୍ରିକେଟ ଦଳ । ଗତ ୩୩ ବର୍ଷ ହେଲା ବ୍ରିସବେନରେ

ଓଡିଆ ପୁଅଙ୍କୁ ବଡ଼ ଦାୟିତ୍ୱ

ଓଡିଆ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ୱ । ପୂର୍ବରୁ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଓଡିଆ ପୁଅଙ୍କୁ ଦେଖିବାକୁ ମିଳିଛି । ଏବେ ପୁଣି ଆଉ ଜଣେ ଓଡିଆଙ୍କୁ ସେନାର ବଡ ପଦବୀରେ ନିଯୁକ୍ତ ମିଳିଛି। ପ୍ରଥମ ଓଡିଆ ଭାବେ ସେନା ଉପମୁଖ୍ୟ

ସଂଜୀବନୀ ସାଇଡ୍ ଇଫେକ୍ଟ

ସାରା ଦେଶରେ ଜାନୁଆରୀ ୧୬ରୁ କରୋନା ଭାକସିନର ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ଦିନ ଦେଶରେ ୧ ଲକ୍ଷ ୬୫ ହଜାର ୭୧୪ଜଣଙ୍କୁ ଟିକା ଦିଆଯାଇଛି । ହେଲେ ଟିକା ନେବେ ପରେ ଯେଉଁ ଖବର ଆସିଛି ତାହା ଆପଣଙ୍କୁ ଟିକା ନେବା ପୂର୍ବରୁ ଚିନ୍ତା