THE BYAPINI
Browsing Category

ଦେଶ

କିଏ ନେଲେ ପ୍ରଥମ ଟିକା?

ଦେଶର ସର୍ବ ବୃହତ ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ପରେ ପ୍ରଥମ ଟିକା ନେଇଛନ୍ତି ଦିଲ୍ଲୀ ଏମ୍ସ୍ର କରୋନା ଯୋଦ୍ଧା ତଥା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ଏମ୍ସ୍ର କରୋନା ଯୋଦ୍ଧା ସଫେଇ କର୍ମଚାରୀ

ଟିକା ନେଲେ ସେରମ ମୁଖ୍ୟ

ସାରା ଦେଶରେ କୋଭିଡ ଟିକାକରଣ ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ବେଳେ ଟିକା ପ୍ରସ୍ତୁତ କରିଥିବା ସଂସ୍ଥାର ମୁଖ୍ୟ ମଧ୍ୟ ନିଜେ ଟିକା ନେଇଛନ୍ତି । ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ସିଇଓ ଅଦର

ଭ୍ୟାକସିନ୍‌: ଭାବବିହ୍ୱଳ ହେଲେ ମୋଦି

ମହାମାରୀ ବିରୋଧରେ ମହାଲଢେଇ । ଦୂରେଇ ଯିବ କରୋନା ଏବେ ଦେଶରେ ଆରମ୍ଭ ହେଲା କରୋନା ଟିକାକରଣ । ଦେଶରେ ପ୍ରଥମ ଦିନରେ ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରାଯିବା ସହ ବିଶ୍ୱର ସବୁଠି ବଡ ଟିକାରଣ ଅଭିଯାନ ଆରମ୍ଭ

ଟିକାକରଣ ପାଇଁ ପ୍ରସ୍ତୁତ ଭାରତ

ଅପେକ୍ଷାର ଅନ୍ତ । କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଭାରତ । ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ କରୋନା ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ । ଏଥିପାଇଁ

ବୈଠକ ପରେ ବୈଠକ..ବାହାରୁନି ବାଟ

ବୈଠକ ପରେ ବୈଠକ ବସୁଛି । ହେଲେ ସମାଧାନ ବାହାରିପାରୁନାହିଁ । କେନ୍ଦ୍ର ସରକାର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ନବମ ତର ପାଇଁ ବସିଥିବା ବୈଠକରୁ ମଧ୍ୟ କିଛି ନିର୍ଯ୍ୟାସା ବାହାରିପାରିନାହିଁ । ଜାନୁଆରୀ ୧୯ ତାରିଖ ଦିନ ୧୨ଟାରେ

ଛୋଟ ପିଲା ନେଇପାରିବେ କି ଟିକା?

ଜାନୁଆରୀ ୧୬ ଅର୍ଥାତ ଶନିବାରଠୁ ଦେଶରେ ସମୂହ ଟିକାକରଣ ଆରମ୍ଭ ହେଉଛି । ତେବେ ଟିକା କେତେ ବୟସର ପିଲା ନେଇପାରିବେ ? ଛୋଟ ପିଲା ଏହି ଟିକା ନେଇପାରିବେ କି? ଏଭଳି ଅନେକ ପ୍ରଶ୍ନ ଉଠିଥିବା ବେଳେ କୋଭାକ୍ସିନ ଟିକା ଆଣିଥିବା ଭାରତ

କୋଭାକ୍ସିନ ଟିକାର ଦର କେତେ?

କୋଭିସିଲ୍ଡ ଟିକାର ବଜାର ମୂଲ୍ୟ ଧାର୍ୟ୍ୟ କରାଯିବ ପରେ ଆଜି ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାର କ୍ରୟ ମୂଲ୍ୟ ଧାର୍ୟ୍ୟ କରାଯାଇଛି। କୋଭିସିଲ୍ଡର ଗୋଟିଏ ଡୋଜର ମୂଲ୍ୟ ୨୦୦ଟଙ୍କା ରହିଥିବା ବେଳେ

ମୋଦି ସରକାରଙ୍କୁ ‘ସୁପ୍ରିମ୍’ ଝଟକା

ମୋଦି ସରକାରଙ୍କୁ ଝଟକା । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି ଜାରି ରହିଥିବା ଆନ୍ଦୋଳନରେ ଚାଷୀଙ୍କୁ ଆଶ୍ବସ୍ତି ମିଳିଛି । କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । କୃଷି ଆଇନ ଓ କୃଷକ ଆନ୍ଦୋଳନ ଉପରେ

ଇତିହାସ ରଚିଲେ ମହିଳା ପାଇଲଟ୍

ଇତିହାସ ରଚିଲେ ୪ ମହିଳା ପାଇଲଟ୍ । ବିଶ୍ବର ଅନ୍ୟତମ ଦୀର୍ଘ ବାୟୁପଥରେ ଉଡାଣ କରି ଏୟାର ଇଣ୍ଡିଆର ସାନ ଫ୍ରାନସିସକୋ-ବାଙ୍ଗାଲୁରୁ ଫ୍ଲାଇଟ ଗତ ରବିବାର ରାତି ସାଢେ ୮ଟାରେ ଅବତରଣ କରିଛି । ୧୬ହଜାର କିଲୋମିଟରର ଦୀର୍ଘତମ ଉଡାଣ ଭରି

ବାପା ହେଲେ ବିରାଟ

ବାପା ହେଲେ ବିରାଟ କୋହଲି । ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କର କନ୍ୟା ସନ୍ତାନ ଜନ୍ମ ନେଇଛି । ଅନୁଷ୍କା ଓ ବିରାଟଙ୍କ ଝିଅ ମୁମ୍ବାଇର ବ୍ରିଚ କ୍ୟାଣ୍ଡି