THE BYAPINI
Browsing Category

ଦେଶ

ଥମୁନି ମାଳଦ୍ୱୀପ ଝଡ଼; ସମସ୍ତ ଫ୍ଲାଇଟ ବୁକିଂ ରଦ୍ଦ

ନୂଆଦିଲ୍ଲୀ: ଲାକ୍ଷାଦ୍ୱୀପକୁ ନେଇ ଜୋର ଧରିଲା ମାଳଦ୍ୱୀପ ଝଡ଼ । ସୋଶାଲ ମିଡିଆରେ ଟ୍ରେଣ୍ଡ ହେଉଛି ୰ଈକ୍ଟଚ୍ଚମକ୍ଟଗ୍ଧଗ୍ଧଗବକ୍ଷୟସଙ୍ଖରଗ୍ଦ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନ ସୂଚକ ମନ୍ତବ୍ୟ ଦେଇ ସସପେଣ୍ଡ

କମିଲା ସୁନା ଓ ରୂପା ଦାମ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଗହଣା ବଜାରରେ ସୁନା ଓ ରୂପା ଦର ଶନିବାରରେ ହ୍ରାସ ପାଇଛି । ଜାନୁଆରୀ ୬ ତାରିଖରେ ସୁନା ଏବଂ ରୂପା ଦର ହ୍ରସ ପାଇଥିବା ସୂଚନା ମିଳିଛି । ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ହ୍ରାସ

ବାଂଲାଦେଶରେ ନିର୍ବାଚନ; ସେଖ୍‌ ହସିନା ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା

ଢାକା: ବାଂଲାଦେଶରେ ଆରମ୍ଭ ହୋଇଛି ସାଧାରଣ ନିର୍ବାଚନ । ସଂସଦର ୩ଶହ ଆସନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି । ପ୍ରାୟ ୧୧ କୋଟି ୯ ଲକ୍ଷ ଭୋଟର ୧ ହଜାର ୯ ଶହ ୭୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ତେବେ ବାଂଲାଦେଶରେ

ୱାଇଏସଆର କଂଗ୍ରେସ ଛାଡିଲେ ରାୟୁଡୁ

ନୂଆଦିଲ୍ଲୀ: ୱାଇଏସଆର କଂଗ୍ରେସ ଛାଡିଲେ ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ । ରାଜନୀତିରେ ପ୍ରବେଶ କରିବାର କିଛି ଦିନ ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ପର୍ୟ୍ୟନ୍ତ ସେ ରାଜନୀତିରୁ ଦୂରେଇ

ଆଜି ଗନ୍ତବ୍ୟସ୍ଥଳରେ ପହଞ୍ଚିବ ଆଦିତ୍ୟ-ଏଲ-୧

ନୂଆଦିଲ୍ଲୀ: ଇସ୍ରୋର ଚନ୍ଦ୍ର ଅଭିଯାନ ସଫଳ ପରେ ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି ସୂର୍ୟ୍ୟ ମିଶନ। ଆଜି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବ ଇସ୍ରୋର ପ୍ରଥମ ସୂର୍ୟ୍ୟ ମିଶନ ଆଦିତ୍ୟ-ଏଲ-୧। ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର

ଟିଏମସି ନେତା ଶଙ୍କର ଆଧ୍ୟା ଗିରଫ

ନୂଆଦିଲ୍ଲୀ: ଟିଏମସି ନେତା ଶଙ୍କର ଆଧ୍ୟା ଗିରଫ। ରାସନ ବଣ୍ଟନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ତାଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାର ଗୋଟିଏ ଦିନ ପରେ

ରାଜ୍ୟସଭା ଯିବେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ତରଫରୁ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦିଲ୍ଳୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ତାଙ୍କୁ ସୁଶିଲ କୁମାର ଗୁପ୍ତାଙ୍କ

ପୁଣି ଥରେ ରାଜ୍ୟ ସଭା ଏମପି ପ୍ରାର୍ଥୀ ହେବେ ସଞ୍ଜୟ ସିଂ

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି(ଏଏପି) ରାଜ୍ୟ ସଭା ଏମପି ସଞ୍ଜୟ ସିଂଙ୍କୁ ଏକ ଆଶ୍ୱସ୍ତି ମିଳିଛି। ସେ ପୁଣି ଥରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ପ୍ରାର୍ଥୀ ହେବେ, କାରଣ ରାଜ୍ୟ

୨୪ ଘଣ୍ଟାରେ ଦେଶରେ ୭୬୧ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୬୧ଜଣ ନୂଆ କୋଭିଡ୍‌ ମାମଲା ରିପୋର୍ଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ରିଲିଜ୍‌ ହୋଇଥିବା ତଥ୍ୟାବଳୀରୁ ଜଣାପଡ଼ିଛି।

ଏକ ନମ୍ବର ଧନୀ ତାଲିକାକୁ ଫେରିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ:ପୁଣି ଭାରତର ଏକ ନମ୍ବର ଧନୀ ତାଲିକାକୁ ଫେରିଛନ୍ତି ଗୌତମ ଆଦାନି। ହିଣ୍ଡେନବର୍ଗ ରିପୋର୍ଟ ପରେ ଦୋହଲି ଯାଇଥିବା ଆଦାନି ସାମ୍ରାଜ୍ୟ ପୁଣିଥରେ ଶକ୍ତି ଯୋଗାଡ଼ କରି ଆଗକୁ ବଢିଛି। ଏହା ସହିତ ଗୌତମ ଆଦାନି ରିଲାଏନ୍ସ