Browsing Category
ଦେଶ
ବୈଠକ ପରେ ବୈଠକ…ବାହାରୁନି ବାଟ
ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ଅଷ୍ଟମ ଥର ପାଇଁ ମଧ୍ୟ ବିଫଳ ହେଲା ବୈଠକ । କୌଣସି ନିଷ୍କର୍ସ ବାହାରିପାରିଲା ନାହିଁ । ସରକାର ଏବଂ ଚାଷୀଙ୍କ ମଧ୍ୟରେ ସପ୍ତମ ଥର ପାଇଁ ହୋଇଥିବା ଆଲୋଚନା ଫେଲ!-->…
କରୋନା ଟୀକାରେ ବି ରାଜନୀତି ପଶିଲା !
ସାରା ବିଶ୍ୱ ଚାତକ ପରି ଚାହିଁ ବସିଥିଲା କେବେ ଆସିବ କୋଭିଡ ଟୀକା । ଅନେକ ରାଷ୍ଟ୍ରରେ ଟୀକାର ଜରୁରୀକାଳିନ ବ୍ୟବହାରକୁ ଅଣୁମତି ମିଳିସାରିଲାଣି । ଆଉ ଭାରତରେ ଯେତେବେଳେ ଏନେଇ ପଦକ୍ଷେପ ନିଆଗଲା ଏବଂ ଦୁଇଟି ଟୀକାକୁ ଜରୁରୀକାଳିନ!-->…
କୋଭିସିଲ୍ଡ ପରେ କୋଭାକ୍ସିନ
କରୋନା ଟିକାକୁ ନେଇ ଭଲ ଖବର । କୋଭିସିଲ୍ଡ ପରେ ଏବେ ଦେଶରେ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାକୁ ମାନବୀୟ ବ୍ୟବହାର ପାଇଁ ଅନୁମତି ମିଳିଛି । ସାରା ଦେଶରେ କରୋନା ଟିକାର ଡ୍ରାଏ ରନ୍ ପରୀକ୍ଷଣ ଚାଲିଛି। ଆଉ!-->…
ଭାରତରେ ମାଗଣାରେ ମିଳିବ କୋଭିଡ ଟୀକା
କୋଭିଡ ଟୀକାକରଣ ଆରମ୍ଭ ହେବା ପ୍ରକ୍ରିୟା ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଥିବା ବେଳେ ଆଜି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଦେଶରେ କୋଭିଡ ଟୀକାକରଣ ସଂପୁର୍ଣ୍ଣ ମାଗଣାରେ କରାଯିବ ବୋଲି ସୂଚନା ଦେଇଛନ୍ତି!-->…
ମୁଣ୍ଡ ନୁଆଁଇବେ ମୋଦି ସରକାର?
କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଚାଲିଥିବା ଆଲୋଚନା କିଛି ମାତ୍ରାରେ ସଫଳ ହୋଇଥିବା ସୂଚନା ମିଳିଛି । ଚାଷୀମାନେ ରଖିଥିବା ୪ଟି ଦାବି ମଧ୍ୟରୁ ୨ଟିରେ ସହମତି ଦେଇଛି କେନ୍ଦ୍ର । ୪୧ ଚାଷୀ ସଂଘ ଓ ସରକାରଙ୍କ ସହ ବୈଠକ!-->…
ବଢିଲା କୋଭିଡ ଗାଇଡଲାଇନ୍
କରୋନା ଭାଇରସର ସଂକ୍ରମଣକୁ କାବୁ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ କରୋନା ଗାଇଡଲାଇନ୍କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଲାଗୁ କରାଯାଇଥିବା ଗାଇଡଲାଇନକୁ ଜାନୁୁଆରି ୩୧ ପର୍ୟ୍ୟନ୍ତ ବଳବତ୍ତର!-->…
କେମିତି ଦିଆହେବ ଟୀକା?
ଆସନ୍ତା ବର୍ଷ ଆରମ୍ଭରୁ ଦେଶବାସୀଙ୍କ ମିଳିଯାଇ ପାରେ କରୋନା ଟିକା । ଏନେଇ ଅନେକ ରାଜ୍ୟରେ ମଧ୍ୟ ଆରମ୍ଭ ହୋଇଯାଇଛି ଡ୍ରାଇ ରନ ପ୍ରକ୍ରିୟା ଅଥବା ପୂର୍ବ ପ୍ରସ୍ତୁତି । ଜାନୁୟାରୀରୁ କୋଭିଡ ଟିକାକରଣ ଆରମ୍ଭ କରିପାରନ୍ତି ଭାରତ ସରକାର!-->…
ବିନା ଡ୍ରାଇଭରରେ ଗଡିଲା ଟ୍ରେନ୍
ବିନା ଡ୍ରାଇଭରରେ ଗଡିଲା ଟ୍ରେନ । ଦେଶର ପ୍ରଥମ ଚାଳକବିହୀନ ଟ୍ରେନ୍ ଚଳାଚଳକୁ ଭିଡିଓ କନ୍ଫରେନ୍ସିଂରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରେ ଗଡିଛି ଚାଳକବିହୀନ ମେଟ୍ରୋ ଟ୍ରେନ୍ । ସବୁଜ ପତାକା!-->…
୩୧ରେ ଆସିବ ସିବିଏସ୍ଇ ପରୀକ୍ଷା ତାରିଖ
ଖୁବଶୀଘ୍ର ଉଈଝଋ ପରୀକ୍ଷା ତାରିଖ ଘୋଷଣା କରିବେ କେନ୍ଦ୍ର ସରକାର । ଡିସେମ୍ବର ୩୧ ସଂଧ୍ୟା ୬ଟା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସିବିଏସଇ ଦ୍ବାରା ପରିଚାଳିତ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା!-->…
୯ କୋଟି ଚାଷୀ, ୧୮ ହଜାର କୋଟି । ଚାଷୀ ଆକାଉଂଟକୁ ଗଲା ପିଏମ କିଷାନ ଟଙ୍କା
ତିନୋଟି ଚାଷୀ ଆଇନକୁ ବିରୋଧ କରି ଚାଷୀ ରାଜରାସ୍ତାରେ । କେନ୍ଦ୍ର ସରକାରଙ୍କ ସହ ଏକାଧିକବାର ଆଲୋଚନା ବିଫଳ ହେଲାଣି । ସମସ୍ତ ପ୍ରତିଶ୍ରୁତି ଏବଂ ସନ୍ଦେହ ଦୂର କରିବାକୁ ଉଦ୍ୟମ ସତ୍ତେ୍ୱ କୈାଣସି ସୁଫଳ ମୁଳୁନାହିଁ । ବିରୋଧୀ!-->…