Browsing Category
ଦେଶ
ବ୍ରିଟେନରୁ ବ୍ୟାପୁଛି ଭାରତକୁ!
ବ୍ରିଟେନରେ ଆତଙ୍କ ସୃଷ୍ଟି କରିଥିବା କରୋନାର ନୂଆ ଭୂତାଣୁ ସଂକ୍ରମଣ ଏବେ ଭାରତକୁ ବ୍ୟାପିଛି । କରୋନାର ନୂଆ ଷ୍ଟ୍ରେନ୍ ଦେଖା ଦେଇଥିବାବେଳେ ଭାରତକୁ ଲଣ୍ଡନରୁ ଫେରିଛନ୍ତି କିଛି ଯାତ୍ରୀ । ସେମାନଙ୍କ ମଧ୍ୟରେ ୫ ଜଣ କରୋନା ପଜିଟିଭ!-->…
କାମ କରିବ କି କୋଭିଡ ଟୀକା?
ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ ପୁଣିଥରେ ସାରା ବିଶ୍ୱର ଚିନ୍ତା ବଢାଇଦେଇଛି । ବ୍ରିଟେନରେ ଦେଖାଯାଉଥିବା କରୋନା ଭୂତାଣୁ ୭୦ ପ୍ରତିଶତ ବେଗରେ ବଢୁଛି । ତେବେ ଏହି ନୂଆ ଷ୍ଟ୍ରେନ ଦେଖାଦେବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ,!-->…
ବ୍ରିଟେନରେ କରୋନାର ନୂଆ ରୂପ…ଚିନ୍ତାରେ ଭାରତ
କରୋନା ଭୂତାଣୁର ନୂଆ ଷ୍ଟ୍ରେନ ସମସ୍ତଙ୍କ ଚିନ୍ତା ବଢାଇଦେଇଛି । ବ୍ରିଟେନରେ ଲଡକାଉନ କଡାକଡି କରାଯାଇଛି ।ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ଓ ପଜିଟିଭ ମାମଲା ବଢିବା ସମସ୍ତ ବିମାନ ଉପରେ କଟକଣା ଲଗାଯାଇଛି!-->…
ମମତାଙ୍କ ନିଦ ଉଡାଇଲେ ଶାହା!
ଶାହାଙ୍କ ମିଶନ ପଶ୍ଚିମବଙ୍ଗ । ମମତାଙ୍କ ଗଡ଼ରେ ଶାହାଙ୍କ ଋଣହୁଙ୍କାର । କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ମମତାଙ୍କ ନିଦ ଉଡାଇଦେଇଛି । ବୀରଭୂମରେ ଏକ ବିଶାଳ ରୋଡ ସୋ!-->…
ଶାହାଙ୍କ ଶକ୍ତି ପ୍ରଦର୍ଶନ
୨୦୨୧ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା । ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତାଙ୍କର ଅଡ଼ୁଆ ବଢ଼ିବାରେ ଲାଗିଛି। ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି । ଟିଏମସି!-->…
ଆନ୍ନାଙ୍କଠୁ ଅନ୍ନଦାତା: ଏଇ ମାଟିରେ ଅନେକ ଆନ୍ଦୋଳନ …
ଯେବେଯେବେ ଭାରତ ମାଟିରେ ଆନ୍ଦୋଳନ ଉଗ୍ରରୂପ ନେଇଛି ସେବେସେବେ ଅକଳରେ ପଡିଛନ୍ତି ସରକାର, ଅଡୁଆରେ ପଡିଛନ୍ତି ସପକ୍ଷବାଦୀ । ଏହି ଆନ୍ଦୋଳନ ପାଇଁ ତ ଦିନେ ଗୋରାମାନେ ଆମ ମାଟି ଛାଡି ଯାଇଥିଲେ । ହିଦୁସ୍ତାନରୁ ସବୁଦିନ ପାଇଁ ଗଲା ପରେ!-->…
ପଶ୍ଚିମବଙ୍ଗରେ ଭାଙ୍ଗୁଛି ‘ମମତା ଦୁର୍ଗ’!
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ମମତା ବାନାର୍ଜୀଙ୍କ ଦଳରେ ବିଦ୍ରୋହ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ।ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପରେ ତୃଣମୂଳ କଂଗ୍ରେସର!-->…
ଆଠ ପୃଷ୍ଠାର ପତ୍ରରେ କ’ଣ ଲେଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ?
ଆନ୍ଦୋଳନରତ ଚାଷୀଙ୍କୁ ୮ ପୃଷ୍ଠାର ଚିଠି ଲେଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ୮ ପୃଷ୍ଠାର ଏହି ଚିଠିରେ କୃଷିମନ୍ତ୍ରୀ ନୂଆ କୃଷି ଆଇନରୁ ଚାଷୀଙ୍କୁ ମିଳିବାକୁ ଥିବା ବିଭିନ୍ନ ସୁବିଧା ଓ ସୁଯୋଗ ନେଇ!-->…
କୃଷି ଆଇନକୁ ଚିରିଦେଲେ କେଜରିୱାଲ
ଚାଷୀମାନେ କୃଷି ଆଇନ ନେଇ ପଛକୁ ହଟିବାକୁ ପ୍ରସ୍ତୁତ ନଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ନିଜ ଜିଦରେ ଅଟଳ । ଏହାରି ଭିତରେ କୃଷି ଆଇନକୁ ଦେଇ ଦିଲ୍ଲୀ ବିଧାନସଭାରେ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି । କୃଷି ଆଇନକୁ ନେଇ!-->…
ଆନ୍ଦୋଳନ କର,ରାସ୍ତାରୋକ ନୁହେଁ
କୃଷକ ମାନଙ୍କର ଆନ୍ଦୋଳନ କରିବାର ଅଧିକାର କିନ୍ତୁ ରାସ୍ତା ଅବରୋଧ କରିପାରିବେ ନାହିଁ । ଚାଷୀ ଆନ୍ଦୋଳନ ନେଇ ଅଜି ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଛି । ସୁପ୍ରିମକୋର୍ଟ କୃଷି ଆଇନ ଓ କୃଷକଙ୍କ ପ୍ରସଙ୍ଗରେ ଦାଖଲ ହୋଇଥିବା ଆବେଦନର!-->…