Browsing Category
ନେତା
ତେଲଙ୍ଗାନାରେ ବିଜୟ ମୁହାଁ କଂଗ୍ରେସ
ନୂଆଦିଲ୍ଲୀ: ମତଦାନ ଗଣନାର ପ୍ରାରମ୍ଭିକ ପର୍ୟ୍ୟାୟ ଫଳାଫଳ ଅନୁଯାୟୀ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଭାଜପା ମ୍ୟାଜିକ ନମ୍ବର ଅତିକ୍ରମ କରି ଅନ୍ୟ ମାନଙ୍କ ଠାରୁ ଆଗରେ ରହିଛି। ସେହିପରି ଛତିଶଗଡରେ ମଧ୍ୟ ଶାସକ କଂଗ୍ରେସକୁ ମଧ୍ୟ!-->…
୩ ରାଜ୍ୟରେ ଆସିବ ବିଜେପି, ତେଲେଙ୍ଗାନାରେ କଂଗ୍ରେସ
ନୂଆଦିଲ୍ଲୀ: ଗତ ମାସରେ ତେଲେଙ୍ଗାନା, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ମିଜୋରାମରେ ବିଧାନସଭା ନିର୍ବାଚନ ହୋଇଥିଲା। ମିଜୋରାମକୁ ଛାଡ଼ି ଆଜି ଅନ୍ୟ ଚାରିଟି ରାଜ୍ୟରେ ଭୋଟ୍ ଗଣତି ଚାଲିଛି। ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି।!-->…
ଶ୍ରୀମନ୍ଦିରର ଚାରିଦ୍ବାର ତୁରନ୍ତ ଖୋଲାଯାଉ : ଶରତ ପଟ୍ଟନାୟକ
ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ସଦ୍ବୁଦ୍ଧି ଦିଅନ୍ତୁ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ଚାରିଦ୍ୱାର ତୁରନ୍ତ ଖୋଲାଯାଉ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।!-->…
ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରେ ଅଳିଆ ପାହାଡ ଛିଡା କରାଇଛନ୍ତି: ମନମୋହନ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଦେଉଛନ୍ତି, କିନ୍ତୁ ଓଡ଼ିଶାରେ ତାହାର କୌଣସି ସୁଫଳ ମିଳୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଭୁବନେଶ୍ୱରେ ଅଳିଆ ପାହାଡ ଛିଡା କରାଇଛନ୍ତି । ନବୀନ ଶାସନ!-->…
ଏଥର କ୍ଷମତାଚ୍ୟୁତ ହୋଇପାରେ ବିଆରଏସ
ନୂଆଦିଲ୍ଲୀ: ଗୁରୁବାର ତେଲେଙ୍ଗାନାରେ ଭୋଟିଂ ସରିବା ପରେ ପ୍ରକାଶ ପାଇଛି ୫ ରାଜ୍ୟ ପାଇଁ ଏକଜିଟ ପୋଲ ବା ‘ବୁଥବାହୁଡା ଜନମତ’ ପ୍ରକାଶ ପାଇଛି । କଂଗ୍ରେସ ତେଲେଙ୍ଗାନା ଓ ଛତିଶଗଡରେ ଆଗରେ ରହିଛି । ସେହିପରି ମଧ୍ୟ ପ୍ରଦେଶ ଓ!-->…
ଘଟଗାଁ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର: ଆଜି ଘଟଗାଁ ନିକଟରେ ଏକ ସଡକ ଦୁର୍ଘଟଣାରେ ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ !-->…
ବିଜେଡିରେ ସାମିଲ ହୋଇ ପ୍ରତ୍ଯକ୍ଷ ରାଜନୀତିରେ ଯୋଗଦେଲେ ଭି କାର୍ତ୍ତିକେୟନ୍ ପାଣ୍ଡିଆନ
ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଜୁ ଜନତା ଦଳରେ ସାମିଲ ହୋଇ ସିଧାସଳଖ ରାଜନୀତିକୁ ଓହ୍ଲାଇଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ୫-ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ୍ ପାଣ୍ଡିଆନ। ଆଜି ନବୀନ ନିବାସରେ ବିଜେଡି!-->…
ଭାରତ ଭଳି ବିବିଧତାପୂର୍ଣ୍ଣ ସମାଜରେ ଘୃଣାର ନିଆଁ ଲଗାଇ ଦେବ ଡିପ୍ଫେକ୍ : ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ସାମ୍ବାଦିକମାନଙ୍କ ପାଇଁ ବିଜେପିର ଦୀପାବଳି ମିଳନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କହିଛନ୍ତି ଯେ ଡିପ୍ଫେକ୍ ବଡ଼ ସଂକଟ ଆଣିପାରେ। ଏପରିକି ଭାରତ ଭଳି ବିବିଧତାପୂର୍ଣ୍ଣ!-->…
ଲେପଚାରେ ଦେଶର ଯବାନମାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ଯବାନମାନଙ୍କ ସହ ଦୀପାବଳି ପର୍ବ ପାଳନ କରିଛନ୍ତି। ସୁରକ୍ଷା ବାହିନୀ ସହିତ ଦୀପାବଳି ପାଳନ କରିବାକୁ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।!-->…
ଭୁବନେଶ୍ବର ବିଜେଡିର ସାଂଗଠନିକ କମିଟିର କଳେବର ବୃଦ୍ଧି
ଚନ୍ଦ୍ରଶେଖରପୁର: ଭୁବନେଶ୍ବର ଜିଲ୍ଲା ବିଜେଡି ସଂଗଠନକୁ ସୁଦୃଢ଼ କରିବା ପାଇଁ ଆଜି ସାଂଗଠନିକ କମିଟିର କଳେବର ବୃଦ୍ଧି କରାଯାଇଛି। ଏକାମ୍ର, ମଧ୍ୟ ଓ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ ଦଳର ଦବଦବା ଜାରି ରଖିବାକୁ ବରିଷ୍ଠ!-->…