THE BYAPINI
Browsing Category

ନେତା

ନିର୍ବାଚନ ପୂର୍ବରୁ ସାଂସଦ ଓ ବିଧାୟକଙ୍କ ମାମଲାର ବିଚାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ୫୧୭୫ଟି ମାମଲାରେ ଶୀଘ୍ର ରାୟ ଶୁଣାଇବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସବୁ ରାଜ୍ୟର ହାଇକୋର୍ଟଙ୍କୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ

ମହୁଆ ମୈତ୍ରଙ୍କୁ ‘ସଂସଦରୁ ବହିଷ୍କାର’ ନିଷ୍ପତ୍ତିକୁ ଅନୁମୋଦନ କଲା ଏଥିକ୍ସ କମିଟି

ନୂଆଦିଲ୍ଲୀ: ତଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ଏଥିକ୍ସ କମିଟି ତାଙ୍କୁ ‘ସଂସଦରୁ ବହିଷ୍କାର’ କରିବା ସୁପାରିସକୁ ଅନୁମୋଦନ କରିଛି। ୬ ଜଣ ସଦସ୍ୟ ଏହି ସୁପାରିସ ସପକ୍ଷରେ

ମହୁଆ ମୋଇତ୍ରଙ୍କ ସଦସ୍ୟତା ରଦ୍ଦ ପାଇଁ ଏଥିକ୍ସ କମିଟିର ସୁପାରିଶ

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ଏଥିକ୍ସ କମିଟି ୫୦୦ ପୃଷ୍ଠାର ରିପୋର୍ଟ ଦାଖଲ କରିଛି । ଟିଏମସି ସାଂସଦଙ୍କୁ ତୁରନ୍ତ ବରଖାସ୍ତ କରିବାପାଇଁ ଏହି ରିପୋର୍ଟରେ ପ୍ୟାନେଲ୍

ମୁଁ ମୋଦୀ ନୁହେଁ ଯେ ପ୍ରତିଶ୍ରୁତି ଦେଇ ଭୁଲିଯିବି : କଂଗ୍ରେସ ନେତା ରାହୁଲ ଗାନ୍ଧୀ

ହାଇଦ୍ରାବାଦ: ଆଜି କୋଲାପୁରରେ ଅନୁଷ୍ଠିତ କଂଗ୍ରେସର ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ପ୍ରତିଶ୍ରୁତି ଭଙ୍ଗ କରିଥିବା ନେଇ ଟାର୍ଗେଟ କରିଥିଲେ |ସେ କହିଛନ୍ତି ଯେ, ମୋଦୀ ଜି କହିଥିଲେ

କେଜରିୱାଲଙ୍କୁ ଇଡି ସମନ: ନଭେମ୍ବର ୨ ରେ ହେବେ ହାଜର

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅବକାରୀ ନୀତି ଅନିୟମିତତା ମାମଲାରେ ଜେରା ପାଇଁ ସମନ ଜାରି କରିଛି। ସମନରେ କେଜରିୱାଲଙ୍କୁ ନଭେମ୍ବର ୨ ରେ ହାଜର ହେବାକୁ

ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨ୟ ପ୍ରାର୍ଥୀ ତାଲିକା: ଜୁବିଲି ହିଲ୍ସରୁ କଂଗ୍ରେସ ଟିକେଟରେ ଲଢିବେ ମହମ୍ମଦ…

ନୂଆଦିଲ୍ଲୀ: ଆଗାମୀ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ୪୫ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ରାଜ୍ୟର ହାଇଦ୍ରାବାଦ

ହୃଦ୍‌ଘାତରେ ଚୀନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକ୍ବିଆଙ୍ଗ୍‌ଙ୍କ ଦେହାନ୍ତ

ବେଜିଙ୍ଗ୍‌: ଶୁକ୍ରବାର ଦିନ ଆକସ୍ମିକ ହୃଦ୍‌ଘାତରେ ଚୀନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକ୍ବିଆଙ୍ଗ୍‌ଙ୍କର ଦେହାନ୍ତ ଘଟିଥିବା କଥା ସମ୍ବାଦ ପ୍ରସାରଣକାରୀ ସଂସ୍ଥା ‘ଚାଇନା ସେଣ୍ଟ୍ରାଲ୍‌ ଟେଲିଭିଜନ୍‌’ (ସିସିଟିଭି) ରିପୋର୍ଟ

ସମ୍ବଲପୁରରେ ଭାଇ ଜଉଁନ୍ତିଆ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର କୁଷ୍ଟପଡା ଠାରେ ଭାଇ ଭଉଣୀ ସମ୍ପର୍କର ନିଆରା ପର୍ବ “ଭାଇ ଜଉଁନ୍ତିଆ”ରେ ସାମିଲ ହୋଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ

ବିଦ୍ୟୁତ୍‌ ଦର ବୃଦ୍ଧି ପାଇଁ ଅଦାନୀ ଦାୟୀ : ରାହୁଲ

ନୂଆଦିଲ୍ଲୀ: ପୁଣି ଥରେ ଅଦାନୀ ଗ୍ରୁପକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଦାନୀ ୩୨ ହଜାର କୋଟି ଟଙ୍କା ଠକେଇ କରିଛନ୍ତି ଏବଂ ଆଦାନୀଙ୍କ କାରଣରୁ ବିଦ୍ୟୁତ୍‌ ମହଙ୍ଗାରେ ମିଳୁଛି। କଂଗ୍ରେସ ନେତା କହିଛନ୍ତି,

ସ୍ୱତନ୍ତ୍ର ଅଧିବେଶନ ବାହାରେ ରାଘବ ଚଢ଼ାଙ୍କ ନିଲମ୍ବନକୁ ବୃଦ୍ଧି କରାଯାଇପାରିବ ନାହିଁ : ଖଣ୍ଡପୀଠ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ାଙ୍କ ନିଲମ୍ବନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସୋମବାର ରାଜ୍ୟସଭା ସଚିବାଳୟକୁ ନୋଟିସ୍ ଜାରି କରିଛନ୍ତି। ରାଘବ ପିଟିସନରେ ରାଜ୍ୟସଭା ସଚିବାଳୟ, ଅଧିକାର କମିଟିକୁ ପକ୍ଷଭୁକ୍ତ