THE BYAPINI
Browsing Category

ନେତା

ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ବିଧାନସଭାରୁ ସସ୍‌ପେଣ୍ଡ

ଭୁବନେଶ୍ୱର: ବିଧାନସଭାରେ ଗୃହର ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା କରି ପରେ ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ସସ୍‌ପେଣ୍ଡ ହୋଇଛନ୍ତି ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।

ରାଜନୀତିରୁ ସନ୍ନ୍ୟାସ ନେବି : ଅରୁଣ ସାହୁ

ଭୁବନେଶ୍ୱର: ୫-ଟି ହେଉଛି ଏକ ଚିନ୍ତାଧାରା । ଯିଏ ପ୍ରଭାବିତ ହୁଅନ୍ତୁ କି ନ ହୁଅନ୍ତୁ କିନ୍ତୁ ଦୁଇ ବିରୋଧୀ ମିଶ୍ର ବେଶୀ ପ୍ରଭାବିତ ହୋଇଛନ୍ତି । ୫-ଟିକୁ ଦୁଇ ମିଶ୍ର ପିଇ ଦେଇଛନ୍ତି । ୫-ଟି ପାଇଁ କଣ ହୋଇଛି ତାହା ଆଗ ନିଜ

ବିବାହ ବନ୍ଧନରେ ପରିଣୀତି ଏବଂ ରାଘବ: ରାଗନିତି

ଭୁବନେଶ୍ୱର : ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍‌ ସାଂସଦ ରାଘବ ଚଢ଼ା ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସର ଉଭୟଙ୍କ ବାହାଘର ଧୁମ୍‌ଧାମ୍‌ରେ ହୋଇଛି। ଦୁଇ ପରିବାରର

ଓଡ଼ିଶା ପାଇଁ ବିଜେପି କରିଛି ସ୍ୱତନ୍ତ୍ର ଫର୍ମୁଲା, ମୁଖ୍ୟମନ୍ତ୍ରୀ ଚେହେରା ବିନା ଜିତିବୁ: ଧର୍ମେନ୍ଦ୍ର

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତିକି ଜମି ଜମି ଆସୁଛି । ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଏବେ ଠାରୁ ଉତ୍ତେଜନା ଆରମ୍ଭ ହେଲାଣି । ମୁଖତଃ ଶାସକ ବିଜେଡିର ଆଭ୍ୟନ୍ତରିଣ

ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ

ଦିଲ୍ଲୀ: ବିଜେପି ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ମିଳିଛି ।ବିଜେପି ଉପସଭାପତି ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟର ଏକଜ୍ୟୁଟିଭ ସେକ୍ରେଟେରୀ ରାଜେଶ୍ୱର ଅରୋରା ଏକ ପ୍ରେସ୍ ରିଲିଜ୍ ଜାରି କରି

କୁଲି ନମ୍ବର ୭୫୯-ରାହୁଲ ଗାନ୍ଧୀ, ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସ୍ଥିତ ଆନ୍ଦବିହାର ରେଲ୍‌ୱେ ଷ୍ଟେସନ୍‌ ଠାରେ କୁଲିମାନଙ୍କ ଗହଣରେ କୁଲି ପୋଷାକ ପିନ୍ଧି ବୋଝ ଉଠାଉଥିବା ରାହୁଲ ଗାନ୍ଧୀଙ୍କ ଫଟୋକୁ ଏକ୍ସ ହ୍ୟାଣ୍ଡେଲରେ ସେଆର କରିଛି ଭାରତୀୟ ଜାତୀୟ କଂଗ୍ରେସ୍‌ ।

ବିଜେଡିରୁ ବହିଷ୍କୃତ ହେଲେ ସୌମ୍ୟ ରଞ୍ଜନ ଓ ସୁଧାଂଶୁ ପରିଡା

ଭୁବନେଶ୍ୱର: ଜନବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ନବୀନ ନିବାସରେ ଗଣମାଧ୍ୟମକୁ ଏହି

ବାଚସ୍ପତି ପଦ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଓଡିଶା ବିଧାନସଭାର ବାଚସ୍ପତି ପଦ ପାଇଁ ଆଜି ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି ବିଜେଡି ବିଧାୟିକା ଏବଂ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା ମଲ୍ଲିକଙ୍କୁ ଗତକାଲି ବିଜେଡି ପକ୍ଷରୁ ଏହାର ବାଚସ୍ପତି

ଧର୍ମ ପ୍ରତି ଆକ୍ରମଣ ହିଁ ଇଣ୍ଡିଆ ମେଣ୍ଟର ଉଦ୍ଦେଶ୍ୟ: ମୋଦୀ

ନୂଆଦିଲ୍ଲୀ : ଆଗକୁ ମଧ୍ୟପ୍ରଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଚଳିତବର୍ଷ ଶେଷ ଭାଗରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ମଧ୍ୟପ୍ରଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶରେ

‘ବିଜେଡି ନେତାମାନଙ୍କର ସ୍ୱାଭିମାନ କି ଆତ୍ମସମ୍ମାନ ନାହିଁ ’: ଜୟନାରାୟଣ

ଭୁବନେଶ୍ୱର: ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କର ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧର ସ୍ୱର ଶାଣିତ ହେବାରେ ଲାଗିଛି । ବିଜେଡି ଦଳର ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଦଳରେ କୌଣସି ଦଳୀୟ ପ୍ଲାଟ୍‌ଫର୍ମ ନାହିଁ ବୋଲି