THE BYAPINI
Browsing Category

ନେତା

ଅକ୍ଷରଧାମ ମନ୍ଦିରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ତାଙ୍କ ପତ୍ନୀଙ୍କ ଅଭିଷେକ

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀର ଅକ୍ଷରଧାମ ମନ୍ଦିରରେ ଅଭିଷେକ କରିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି । ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସରକାରୀ ଗସ୍ତରେ ଆସିଥିବା

ଜି-୨୦ ଶିଖର ସମ୍ମିଳନୀର ୨ ଦିବସୀୟ ଅଧିବେଶନ ଆରମ୍ଭ, ସାମିଲ ହେଲା ଆଫ୍ରିକାନ ୟୁନିଅନ

ନୂଆଦିଲ୍ଲୀ: ଭାରତରେ ଶନିବାର ଜି-୨୦ ଶିଖର ସମ୍ମିଳନୀର ଦୁଇ ଦିବସୀୟ ଅଧିବେଶନର ଉଦଘାଟନ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ପ୍ରତିନିଧି ଏବଂ ରାଷ୍ଟ୍ରଅଧ୍ୟକ୍ଷଙ୍କୁ ଆୟୋଜନ ସ୍ଥଳ ଭାରତ

ସେପ୍ଟେମ୍ବର ୨୪ ରେ ବିବାହ କରିବେ ପରିଣୀତି-ରାଘବ

ମୁମ୍ବାଇ: ଚଳିତ ବର୍ଷ ମେ’ ମାସରେ ନିର୍ବନ୍ଧ କରିଥିବା ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍‌ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଚଳିତ ସେପ୍ଟେମ୍ବର ମାସ ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ।

ଜି୨୦: ସୁନା-ପାଣିଦିଆ ରୂପା ଥାଳିରେ ଅତିଥିମାନଙ୍କୁ ପରଷାଯିବ ଖାଦ୍ୟ

ନୂଆଦିଲ୍ଲୀ: ଆସନ୍ତା କାଲି ଆରମ୍ଭ ହେଉଥିବା ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ପାଇଁ ସମ୍ପୂର୍ଣ୍ଣ ନୂଆଦିଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ସେପ୍‌ଟେମ୍ବର ୯-୧୦ରେ ଆୟୋଜିତ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ଭାବରେ

ବାଣୀବିହାରରେ ‘ୱି ଷ୍ଟାଣ୍ଡ ଫର ପାଣ୍ଡିଆନ ସାର’ ପୋଷ୍ଟର

ଭୁବନେଶ୍ୱର: ଗତ କିଛି ମାସ ହେଲା ରାଜ୍ୟରେ ୫-ଟି ସଚିବଙ୍କୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସହ ଶାସକ ବିଜେଡିର କଥା କଟାକଟି ଜୋରସୋରରେ ଚାଲିଛି । ପ୍ରସଙ୍ଗ କେବଳ ଗୋଟିଏ । ତାହ ହେଲା ୫-ଟି ସଚିବ । ତେବେ ଏହି ପ୍ରସଙ୍ଗ

ପୋଲ ତଳକୁ ଖସିଲା କାର୍‌, ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ

ସୋରୋ: ଭାରସାମ୍ୟ ହରାଇ ୨୦ ଫୁଟ୍‌ ପୋଲ ତଳକୁ ଖସିଲା କାର୍‌ । ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ । ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ପୋଲ ତଳକୁ ଖସିଲା କାର। ପଶ୍ଚିମବଙ୍ଗ ଖଡ଼ଗପୁରରୁ ଏକ କାରରେ ଦମ୍ପତି ଦୁଇ

ଜଟଣୀ ଖାସମାହଲରେ ୫୩୭ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ଜମି ପଟ୍ଟା ବଣ୍ଟନ କରିବେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ. ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ତାଙ୍କର

‘ଇଣ୍ଡିଆ’ ମହାମେଣ୍ଟର ୧୩ ସଦସ୍ୟ ବିଶିଷ୍ଟ କମିଟି ଗଠିତ; ଜୁଡେଗା ଭାରତ, ଜିତେଗା ଇଣ୍ଡିଆ

ମୁମ୍ବାଇ: ଇଣ୍ଡିଆ ମହାମେଣ୍ଟରେ ୧୩ ସଦସ୍ୟ ବିଶିଷ୍ଟ ସମନ୍ୱୟ କମିଟି ଗଠିତ ହୋଇଛି । କମିଟିରେ କେସି ଭେନୁଗୋପାଲ (କଂଗ୍ରେସ), ଶରଦ ପାୱାର (ଏନସିପି), ସଞ୍ଜୟ ରାଉତ (ଶିବସେନା - ୟୁବିଟି), ତେଜସ୍ୱୀ ଯାଦବ (ଆରଜେଡି), ଅଭିଷେକ

କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ‘ବିଜେପି’ କର୍ମୀଙ୍କୁ ଗୁଳି କରି ହତ୍ୟା

ଲଖ୍‌ନୋ: ଆଜି ସକାଳ ବଡି ଭୋରରୁ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ସାଂସଦ କୌଶଳ କିଶୋରଙ୍କ ଉତ୍ତର ପ୍ରଦେଶ ଲଖ୍‌ନୋ ବାସଭବନରେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ତଥା ‘ବିଜେପି’ କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି ବୋଲି ସ୍ଥାନୀୟ

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନ ବ୍ୟବସ୍ଥା କାର୍ଯ୍ୟକାରୀ କରାଇବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଭାପତିତ୍ୱରେ କେନ୍ଦ୍ରସରକାର ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କରିଛନ୍ତି । ଏହି କମିଟି ଭାରତର