THE BYAPINI
Browsing Category

ନେତା

ପିଙ୍କିଙ୍କ ପ୍ରଚାର : ବିଜେପି ପାଇଁ ବୁମେରାଂ ହେବନି ତ?

ରାଜ୍ୟରେ ଖରାର ତାତି ଯେତିକି ନୁହେଁ, ପିପିଲିରେ ପ୍ରଚାର ତାତି ତାହା ଠାରୁ ଅଧିକ ଦେଖିବାକୁ ମିଳୁଛି । ପିପିଲିର ଗଳିକନ୍ଦିରେ ଏବେ ଗେରୁଆ ଓ ସବୁଜ ଶିବିରର ସିପାହୀ । ଯାହା ସଂକେତ ଦେଉଛି ପିପିଲି ବ୍ୟାଟଲଗ୍ରାଉଣ୍ଡରେ ହେବାକୁ

ମୋ ଭାଇ ତମକୁ ଲାଗିଲା…

ମାଉସୀ, ଚିହ୍ନି ପାରୁଛ ! ମଉସା ଜାଣିପାରୁଛ !… ମୁଁ ପଲ୍ଲବୀ, ମହାରଥୀଙ୍କ ଝିଅ । ପୂର୍ବରୁ ବାପାଙ୍କ ସହ ଆସୁଥିଲି । ବାପାଙ୍କ ପ୍ରଚାରରେ ବୁଲୁଥିଲି । ତମ ଘର ବାଟେ କେତେ ଥର ଯାଇଛି । ଆମ ପ୍ରଚାର ଗାଡି ଗଲା ବେଳେ ବାପାଙ୍କୁ ପରା

ପରାଜୟର ବୋଝ ମୁଣ୍ଡାଇବାକୁ ଚାହୁଁନାହାନ୍ତି କି ପ୍ରଧାନ ବାବୁ?

ପିପିଲି ବ୍ୟାଟଲଗ୍ରାଉଣ୍ଡରେ ଏବେ ଚାଲିଛି ବିଗ୍ ଫାଇଟ । ଖାସକରି ବିଜେପି-ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ଯୁଦ୍ଧ ପାଇଁ ଉଭୟ ଦଳର ନେତା ସିପାହୀ ସାଜି ପିପିଲିରେ ଡେରା ପକାଇ ରହିଛନ୍ତି । କୋଭିଡ

‘ମୁଖବହି’ରେ ଅନୁଭବଙ୍କ ମନର କଥା!

ସୋସିଆଲ ମିଡ଼ିଆ ସାହାରାରେ ସାଂସଦ । ମୁଖବହିରେ କହିଛନ୍ତି ମନର କଥା । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବେ ସୋସିଆଲ ମିଡ଼ିଆ ଉପରେ ବେଶ ନିର୍ଭରଶୀଳ ହୋଇପଡିଛନ୍ତି । ନିଜର ମନର କଥା କହିବାକୁ ଏବେ ସୋସିଆଲ ମିଡ଼ିଆ

ଦାଗୀ ନେତାଙ୍କୁ ଦୂରୁ ଜୁହାର !

୨୦୦୦ ମସିହାରେ ଯେଉଁ ଆଭିମୁଖ୍ୟ, ୨୦୨୧ରେ ବି ସେହି ସମାନ ଆଭିମୁଖ୍ୟ । ବିବାଦୀୟ ନେତାଙ୍କୁ ସାଇଡଲାଇନ । ଦୀର୍ଘ ୨୧ ବର୍ଷ ହେବ ବିଜେଡି ସୁପ୍ରିମୋ ନବୀନଙ୍କ ପଟ୍ଟନାୟକ ସେହି ସମାନ ଆଭିମୁଖ୍ୟ ଦେଖିବାକୁ ମିଳୁଛି । ଯାହାର ଝଲକ

ଅନୁଭବଙ୍କ ‘ANI’ ପ୍ରେମ!

ଅନୁଭବ ମହାନ୍ତି । ବିଜେଡି ସାଂସଦ । ବିଜେଡିର ଟ୍ୟାଗ୍ ସିନା ଲାଗିଛି କିନ୍ତୁ ଦଳରେ ସମ୍ପୂର୍ଣ୍ଣ କୋଣଠେସା ଅବସ୍ଥାରେ । ସ୍ଥିତି ଏମିତି ହୋଇଛି ଯେ, ପିପିଲି ଭଳି ହାଇଭୋଲଟେଜ ନିର୍ବାଚନରେ ମଧ୍ୟ ଅନୁଭବଙ୍କୁ ଖୋଜା ପଡୁନି । ୨୦୧୯

ବାପା ! ତମେ ଭାରି ମନେପଡୁଛ…

ଏଇ କାଲି ପରି ଲାଗୁଛି । ମୁଁ ଟିକିଟେ ହେଇଥିଲି । ଡାଇନିଂ ଟେବୁଲରେ ବସି ଖାଇବାର ମୋର ବୟସ ହୋଇନଥିଲା କି ହାତ ବି ପାଉ ନଥିଲା । ତେଣୁ ତମେ ତମ ପାଖରେ ବସେଇ ମତେ ଖୁଆଇ ଦେଉଥିଲ । ଭାତ, ଡାଲି, ମାଂସ, ସାଲାଡ ନିଜ ହାତରେ ଖୁଆଇ

ମାଆ ପିନ୍ଧାଇଦେଲେ ବିଜୟୀ ଟିକା

ବାପା ଥିଲା ପୁଅ ସଭାରେ ହାରେନି, ମାଆ ଥିଲା ପୁଅ ଜୀବନରେ ହାରେନି… ଯା ପୁଅ ଯା, ବିଜୟୀ ହୋଇ ଆ । ତୋ ସହ ତୋ ବାପାଙ୍କ ଆଶୀର୍ବାଦ ଅଛି, ତୋ ମୁଣ୍ଡ ଉପରେ ମୋ ବରଦ ହସ୍ତ ଅଛି… ତୁ ନିଶ୍ଚୟ ଜିତିବୁ, ନିଶ୍ଚୟ ଜିତିବୁ… ପୁଅ ମଥାରେ

ନବୀନଙ୍କ ପସନ୍ଦ ନେତାଙ୍କ ପୁଅ

ଓଡିଶାକୁ ଦରକାର ଯୁବ ନେତୃତ୍ୱ । ରାଜ୍ୟର ବିକାଶ ପାଇଁ ଲୋକଙ୍କ ବିକାଶ ପାଇଁ ଯୁବଶକ୍ତି ହିଁ ଏକମାତ୍ର ବାଟ । ନୂଆ ଯୁଗ, ନବୀନ ସକାଳ ପାଇଁ ଯୁବବର୍ଗ ହିଁ ଓଡିଶାର ଭବିଷ୍ୟତ । ବୋଧେ ଏମିତି କିଛି ଦୂରଦୃଷ୍ଟି ରଖି ନେତା ବାଛୁଛନ୍ତି

ପିପିଲି ପରୀକ୍ଷା: ନୂଆ-ପୁରୁଣା ପ୍ରଶ୍ନ

ଏଥର ବି ସେହି ମହାରଥୀ-ମଙ୍ଗରାଜ-ପଟ୍ଟନାୟକ ଭିତରେ ପିପିଲି ପାଇଁ ଫାଇଟ । ୨୦୧୯ରେ ଯେମିତି ଟାଇଟେଲ ଟକ୍କର ହୋଇଥିଲା ଏଥର ବି ସେହି ଲଢେଇ ହେବ କିନ୍ତୁ ଯୁଦ୍ଧ ଜୁନିୟର ମହାରଥୀଙ୍କ ସହ ହେବାକୁ ଯାଉଛି । ପିପିଲି ମୈଦାନରେ